Browsing Category

ଗଜପତି

ଦିନିଆ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା – ଏମ ଏସ ଏମ ଇ କାର୍ଯ୍ୟକ୍ରମ ଉଦଘାଟିତ ।

ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ୫ ଦିନିଆ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମଏସଏମଇ: କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ…

ନିଶା କୁ ଦୁରେଇ ରଖିବା ନିମନ୍ତେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ସଚେତନତା ଶୋଭାଯାତ୍ରା ।

ଆର, ଉଦୟଗିରି (ମନୋଜ ପାଢ଼ୀ)ଆଜି ଗଜପତି ଜିଲ୍ଲା ମୋହନା ଠାରେ ସେଣ୍ଟ ପିଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଲୋକଙ୍କୁ ନିଶା ନିବାରଣ ସମ୍ପର୍କରେ ସଚେତନ କରିଥିଲେ। ନିଶା ଲୋକଙ୍କୁ କିପରି ରୋଗଗ୍ରସ୍ତ ସହିତ କିପରି ତଳିତଳାନ୍ତ କରିଦେଉଛି ତାହା ପଥ…

ଅବକାରୀ ବିଭାଗ, ପୋଲିସ ବିଭାଗ ସହିତ ମିଶି ଏକ ବଡ଼ ଅଭିଯାନ ଚଳାଇ 600 ଲିଟର ମହୁଆ ମଦ ନଷ୍ଟ କରିଛି।

ଗଜପତି,27.6(ମନୋଜ ପାଢ଼ୀ) -:ଆଜି ସକାଳେ, ପୋଲିସ ଅଧିକ୍ଷକ (ଏସପି)ଙ୍କ ନିର୍ଦ୍ଦେଶକ୍ରମେ, ପୋଲିସ ଅଧିକାରୀ, ପୋଲିସ କର୍ମଚାରୀ ଏବଂ ଉପ-ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ସିଂଙ୍ଗିପୁର ଗ୍ରାମରେ ବେଆଇନ ମଦ ବିରୋଧରେ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଅପଚାର…

ଡିଭିଜନରେ ସାମିଲ ପରେ ପ୍ରଥମ ଥର ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କଲେ ରାୟଗଡା ଡିଆରଏମ୍

ଗଜପତି, ୨୬। ୬(ମନୋଜ ପାଢ଼ୀ)ପାରଳାଖେମୁଣ୍ଡି ରେଳ ଷ୍ଟେସନ ରାୟଗଡା ରେଳ ଡିଭିଜନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ରାୟଗଡା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂଘାଲ (ଡିଆରଏମ୍) ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନକୁ ନେଇ ରେଳ କର୍ମଚାରୀ ଓ…

ନଷ୍ଟ କରାଗଲା ଜବତ, ୩୧୧୬ କେଜି ଗଞ୍ଜେଇ ।

ଆର , ଉଦୟଗିରି ୨୬।୬ (ମନୋଜ ପାଢ଼ୀ): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଜବତ ହୋଇଥିବା ପ୍ରାୟ ୩,୧୧୬ କିଲୋଗ୍ରାମ ଗଞ୍ଜେଇକୁ NDPS ଆଇନର ସମସ୍ତ ନିୟମ ପାଳନ କରି…

ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର ।

ଆର, ଉଦୟଗିରି, ୨୬।୬( ମନୋଜ କୁମାର ପାଢୀ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତକୁ ରାଶନ ଚାଉଳ ଆଣିବା ହେଲା କାଳ। ଦୁଇ ଭାଇ ପଞ୍ଚାୟତକୁ ରାଶନ ଚାଉଳ ଆଣିବାକୁ ଯିବାବେଳେ ରାସ୍ତାରେ ବଜ୍ରାଘାତରେ ଦୁଇ ଭାଇ…

ସୀମାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ପାରଳାଖେମୁଣ୍ଡିରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା…

ଗଜପତି,୨୬.୬(ମନୋଜ ପାଢ଼ୀ)-: ସୀମାନ୍ତ ଅଞ୍ଚଳରେ ଓଡ଼ିଶୀ ନୃତ୍ୟର ପ୍ରାସାର ଉଦ୍ଦେଶ୍ୟ ନେଇ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ “ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର” ଆନୁକୁଲ୍ୟରେ ତିନିଦିନିଆ ଜାତୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା–୨୦୨୬ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।…

ହିଲ ଟପ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ପାଠଚକ୍ର ..

ମୋହନା(ମନୋଜ କୁମାର ପାଢୀ):–ସ୍ଥାନୀୟ ହିଲ ଟପ ସ୍ନାତକ ମହାବିଦ୍ୟାଳୟ ରେ ଓଡିଶା ସାହିତ୍ୟ ଏକାଡେମୀ ଏବଂ ସ୍ଥାନୀୟ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପ ଓ ଉପନ୍ୟାସ ଶୀର୍ଷକ ଏକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପାଠଚକ୍ର ରେ ସ୍ଥାନୀୟ ମହାବିଦ୍ୟାଳୟ ର…

ବିକାଶର ଧାରା ଓଡିଶା ସାରା : ଦ୍ବିତୀୟ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ପି ଡି ଦୟାମୟ ପାଢ଼ୀ ଓ ସଂସ୍କୃତି ଅଧିକାରୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଥିଲା…

ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ ।

ଗଜପତି (ମନୋଜ ପାଢ଼ୀ) – : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପୁଡୁନି ଗ୍ରାମ ଠାରେ ନୂତନ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ l ବିଧାୟକ ମା ଙ୍କ ପୂଜାର୍ଚନା କରି ଅଞ୍ଚଳବାସୀ ଙ୍କ ଶୁଭ ମନାସି ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ…