Sign in
Sign in
Recover your password.
A password will be e-mailed to you.
Browsing Category
ଗଜପତି
ନାବାଳକଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା: ଜଣେ ପୂଜକ ଗିରଫ ।
ଗଜପତି,(ମନୋଜ କୁମାର ପାଢୀ): ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି. 10 ବର୍ଷର ଜଣେ ନାବାଳକଙ୍କୁ ଉଲଗ୍ନ କରି ପ୍ରବଳ ଖରାରେ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଜଣେ ପୂଜକଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ,…
ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ
ପାରଳାଖେମୁଣ୍ଡି: ଆଇନ ବିଭାଗ ଓ ଗୃହ ବିଭାଗର ମିଳିତ ନିଷ୍ପତ୍ତି କ୍ରମେ ତଥା ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅଭିଯୋଜନ ବିଭାଗର ଉପ-ନିର୍ଦ୍ଦେଶକ ଅଜିତ କୁମାର ପଟ୍ଟନାୟକଙ୍କ…
ଭଗବାନ ଭରସା ରେ ଏବେ ଚାଷୀ କୂଳ ।
ଗଜପତି (ମନୋଜ କୁମାର ପାଢୀ) – ବିବେକାନନ୍ଦ ବେହେରା : ବର୍ଷାର ଲୁଚକାଳୀ ଖେଳ ରେ ଚାଷୀ ପଡିଛି ଚିନ୍ତାରେ ! ଭଗବାନ ଭରସା ରେ ଏବେ ଚାଷୀ କୂଳ ! ଗଜପତିରେ ବର୍ତ୍ତମାନ ଚାଷୀ ଚିନ୍ତାରେ ପଡ଼ିଯାଇଛି । ଖରିଫ ଋତୁ ସକାଶେ ଚାଷୀ ଅଖି ତୃତୀୟା ଠାରୁ ଧାନ ମୁଠି ଅନୁକଳ କରି , ରଜ ପୂର୍ବରୁ ଓ ପରେ ଧାନ…
ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ।
ଗଜପତି,୨୮.୬(ମନୋଜ କୁମାର ପାଢୀ)-:ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ପଲସ ପୋଲିଓ ଟିକାକରଣ ଅନ୍ୟତମ , ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା ଏହି ଟିକାକରଣ।
ଆଜି ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା…
ଉଦଯାପିତ ହେଲା ସରକାରୀ ଓକିଲ(ଏପିପି) ମାନଙ୍କ ପ୍ରଶିକ୍ଷଣ ଶିବିର ।
ଗଜପତି,୨୮.୬ (ମନୋଜ କୁମାର ପାଢୀ) ଆଇନ ବିଭାଗ ଓ ଗୃହ ବିଭାଗ’ର ମିଳିତ ନିଷ୍ପତ୍ତି କ୍ରମେ ତଥା ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅଭିଯୋଜନ ବିଭାଗ’ର…
କାରକୁ ଧକ୍କା ଦେଇ ଓଲଟିଲା ଟ୍ରକ, 2 ଜଣ ଆହତ ।
ଗଜପତି 28/6(ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଖାରିଗୁଡ଼ା ପଞ୍ଚାୟତ ନିକଟ ଭୀମଦଲି ଘାଟିରେ ଶନିବାର ଏକ ଟାୟାର ବୋଝେଇ ଟ୍ରକ କାରକୁ ଧକ୍କା ଦେଇ ଓଲଟି ପଡିଛି। ଫଳରେ 2ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଟ୍ରକ ଚାଳକ ସୌମ୍ୟରଞ୍ଜନ ପୃଷ୍ଟି (୨୬) ଓ କାରରେ ଥିବା ଗଞ୍ଜାମ ଜିଲା…
ଗଜପତିରେ ଅବକାରୀ ଚଢଉ: ବେଆଇନ ମଦ ଭାଟି ଛାରଖାର, 5 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦେଶୀ ମଦ ଓ ପୋଚ ଜବତ ।
ଗଜପତି, 28/6(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ଚୋରା ମଦ କାରବାରକୁ ଜିଲ୍ଲାରୁ ସମ୍ପୂର୍ଣ ବିଲୋପ ପାଇଁ ସମଗ୍ର ଜିଲ୍ଲାରେ ଅବକାରୀ ଚଢଉ ଲଗାତାର ଭାବେ ଜାରି ରହିଛି । ଗତକାଲି ଓ ଆଜି ପାରଳାଖେମୁଣ୍ଡି ସଦର ଓ ଭ୍ରାମ୍ୟମାଣ ଅବକାରୀ…
ଦୁଇଦିନିଆ ତାଲିମ ଶିବିର ଉଦଘାଟିତ ।
ଗଜପତି (ମନୋଜ କୁମାର ପାଢୀ): ଓଡିଶା ସରକାରଙ୍କ ଆଇନ ବିଭାଗ ତଥା ଗୃହ ବିଭାଗ ଅଧିନ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟ ସହଯୋଗରେ ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଦୌରାଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ…
ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍; ଚାଲିଗଲା ।
ଗଜପତି, ୨୭।୬(ମନୋଜ ପାଢ଼ୀ): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଦ୍ରୁତଗାମୀ ମୋଟରସାଇକେଲ ଜଣେ ପଥଚାରୀଙ୍କୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ…
କାର୍କୁ ଧକ୍କା ଦେଇ ଓଲଟିଲା ଟାୟାର ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସମେତ
ଆର, ଉଦୟଗିରି,୨୭ା୬(ମନୋଜ ପାଢ଼ୀ): କାର୍କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ ନିକଟ ଭୀମଦଲି ଘାଟିରେ ଘଟିଛି ଏହି ଦୁର୍ଘଟଣା। ରାୟଗଡ଼ାରୁ ଗୋଟିଏ ପରିବାର ୪ ଜଣ କାର୍ ଯୋଗେ ଦିଗପହଣ୍ଡି ଯାଉଥିବା…