Browsing Category

ଗଜପତି

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ଗଜପତି, ତା.୧୭.୦୮.୨୦୨୬(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…

ବକେୟା ବିଲ୍ ପୈଠ କଲାନି ପଞ୍ଚାୟତ; ବିଦ୍ୟୁତ କାଟିଲା ବିଭାଗ, ରାଶନ ହିତାଧିକାରୀ ହନ୍ତସନ୍ତ

ମୋହନା,୧୭ା୮( ମନୋଜ ପାଢ଼ୀ): ବିଦ୍ୟୁତ ବକେୟା ପାଇଁ ପଞ୍ଚାୟତର ବିଦ୍ୟୁତ ସଂଯୋଗ କାଟିଲା ବିଦ୍ୟୁତ ବିଭାଗ । ଆଉ ବିଦ୍ୟୁତ ନଥିବାରୁ ଠପ୍‌ ହୋଇଗଲା ରାଶନ ବଣ୍ଟନ। ଫଳରେ ରାଶନ ପାଇଁ ହିତାଧିକାରୀ ହନ୍ତସନ୍ତ ହେଉଛନ୍ତି । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ…

ଜଙ୍ଗଲ ମଧ୍ୟରୁ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବେଆଇନ ଗଞ୍ଜେଇ ଜବତ ।

ଗଜପତି, 16/8(ମନୋଜ ପାଢ଼ୀ):ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ସମଗ୍ର ଜିଲ୍ଲାରେ ପୁଲିସର ଅଭିଯାନ ଜୋରଦାର ହୋଇଛି। ମୋହନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ ଜଙ୍ଗଲରୁ ୩୦୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ – କରାଯାଇଛି. ଜବତ ଗଞ୍ଜେଇର…

*ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ।

ଗଜପତି,୧୫.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶାଙ୍କ…

ମହେନ୍ଦ୍ରଗଡ଼ରେ 80ତମ ସ୍ୱାଧୀନତା ଦିବସ ପାଳନ ।

ଆର, ଉଦୟଗିରି ତା 15.08.24 ରିଖ(ମନୋଜ ପାଢ଼ୀ)-: ଶନିବାର ଦିନ ମହେନ୍ଦ୍ରଗଡ଼ ସ୍ଥିତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଉଯାଇଛି ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ପତାକା ଉତ୍ତୋଳନ କରିଥିଲେ ଅନ୍ୟ…

ମହାଆଡମ୍ବରରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ୮୦ତମ ସ୍ବାଧୀନତା ଦିବସ‌

ଗଜପତି,୧୫.୮(ମନୋଜ ପାଢ଼ୀ)-:ଉତ୍ସବରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ…

ଗଜପତି ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ।

ଗଜପତି,୧୫.୮(ମନୋଜ ପାଢ଼ୀ)-:ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ପୋଲିସ ପକ୍ଷରୁ ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି କରିବା ବିରୋଧରେ…

ଏମ କେ ସି ଜି ସ୍ଵତନ୍ତ୍ର ବିଦ୍ୟାଳୟ ରେ 80 ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି ।

ଆର, ଉଦୟଗିରି:୧୫.୮(ମନୋଜ ପାଢ଼ୀ) -:ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ 80 ତମ ସ୍ଵାଧୀନତା ଦିବସ ପାଳନ କରାଯାଇଅଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ପ୍ରଶାନ୍ତ ବୀର (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )ଯୋଗ ଦେଇଥିଲେ…

ଆର,ଉଦୟଗିରି ଠାରେ ଏଆଇଟିୟୁସି (AITUC) ର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ।

ଆର,ଉଦୟଗିରି,୧୫.୮-:(ମନୋଜ ପାଢ଼ୀ)ଗଜପତି ଆଇଟିୟୁସି ର ପ୍ରଥମ କରି ଜିଲ୍ଲା ସମ୍ମିଳନୀ ଆର,ଉଦୟଗିରି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀ ରେ ଏକ ବିଶାଳ ଶୋଭାଯାତ୍ରା ହାଇସ୍କୁଲ ଛକ ରୁ ବାହାରି କଲ୍ୟାଣମଣ୍ଡପ ସହର ପରିକ୍ରମା କରିଥିଲେ । କଲ୍ୟାଣମଣ୍ଡପ…

ଆର,ଉଦୟଗିରି ଏସଡିପିଓ ରାଜେଶ କୁମାର ସାହୁଙ୍କୁ ଡିଜିପି ଡିସ୍କ ଆଓ୍ବାର୍ଡ

ଆର,ଉଦୟଗିରି-: (ମନୋଜ ପାଢ଼ୀ) : ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ଗଜପତି ଜିଲ୍ଲା ଆର,ଉଦୟଗିରି ଏସଡିପିଓ ଆଇପିଏସ୍ ରାଜେଶ କୁମାର ସାହୁଙ୍କୁ ଡିଜିପି ଡିସ୍କ ପଦକ ପାଇଛନ୍ତି । ଭୁବନେଶ୍ବର ପୁଲିସ ଭବନରେ ବୁଧବାର ଆୟୋଜନ ସ୍ବତନ୍ତ ସମାରୋହରେ ପୁଲିସ ଡିଜିି ଯୋଗେଶ ବାହାଦୂର ଖୁରାନିଆ…