ଏମ କେ ସି ଜି ସ୍ଵତନ୍ତ୍ର ବିଦ୍ୟାଳୟ ରେ 80 ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି ।

0

ଆର, ଉଦୟଗିରି:୧୫.୮(ମନୋଜ ପାଢ଼ୀ) -:ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ,ବଧିର,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟ ରେ 80 ତମ ସ୍ଵାଧୀନତା ଦିବସ ପାଳନ କରାଯାଇଅଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଶ୍ରୀ ପ୍ରଶାନ୍ତ ବୀର (ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ )ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ରୂପେ ଶ୍ରୀ ଦଣ୍ଡ।ସି ସାହୁ(ସମ୍ପାଦକ),ଶ୍ରୀ ସୁରେନ୍ଦ୍ର ଜେନା (କୋଷାଧ୍ୟକ୍ଷ ),ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ (ସଭ୍ଯ),ଶ୍ରୀ ଯୁଗଲ କିଶୋର ନାୟକ,ଶ୍ରୀମତୀ ଗିରିଜା ମିଶ୍ର (ଅଧ୍ୟକ୍ଷା) ପରିଚାଳନା କମିଟି ବୃନ୍ଦ ,ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ଶ୍ରୀ ବୀର ଛାତ୍ରଛାତ୍ରୀ ଙ୍କ ନିକଟ ରେ ଆଜିର ଦିବସ ଉପରେ ଆଲୋକପାତ କରିଥିଲେ ।ସମସ୍ତ ସମ୍ମାନିତ ଅତିଥି ଗଣ ଭାଷଣ ଜ୍ଞାପନ କରିଥିଲେ ।ତତ ସହିତ ବିଭିନ୍ନ ପ୍ରତିଯୋଗୀତା ରେ କୃତି ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଗଲା ।ସର୍ବ ସେସ ରେ ଶ୍ରୀ ସୁନୀଲ ପାଢୀ ଧନ୍ୟବାଦ ଅର୍ପଣ କରି ଆଜିକାର କାର ସଭା ସଭାପତି ସଭା ଭଙ୍ଗ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାର୍ଣ ବଣ୍ଟନ କରାଥିଲା।ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଏଥରେ ସହଯୋଗ କରିଥିଲେ ।

Leave A Reply

Your email address will not be published.