Browsing Category

କଟକ

ତିଗିରିଆ ଅଞ୍ଚଳରେ ଅବକାରୀ ଚଢ଼ାଉ: ୮୪୦ ଲିଟର ମଦ ଓ ୭୬୯୫ ଲିଟର ଗୁଡପୋଚ ଜବତ

କଟକ: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅନ୍ତର୍ଗତ ବିରିପୁଟ ଓ ବାଙ୍କୀ ଥାନା ଅନ୍ତର୍ଗତ ଢେଗୁଆ ଅଞ୍ଚଳରେ ଶନିବାର ଅବକାରୀ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ଗୁଡ଼ପୋଚ ଜବତ କରାଯାଇଛି। ତେବେ ଏହି ଘଟଣାରେ କାହାରିକୁ ଗିରଫ…

ଇନ୍ସପେକ୍ଟର ବିୟୁଟୀ ମହାନ୍ତି ମୃତ୍ୟୁ ଘଟଣା ; ଆସିଲା ବ୍ୟବଚ୍ଛେଦ ରିପୋର୍ଟ

କଟକ: ଇନ୍ସପେକ୍ଟର ବିୟୁଟୀ ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ। ଏଥିରୁ ବିୟୁଟୀ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ତଥାପି ପୁଲିସ…

ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରେ ଥିବା ତାଙ୍କ ବାସଭବନରୁ ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।ତେବେ…

ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ ,୫ କଏଦୀ ଏଚଆଇଭି ପଜିଟିଭ

ଚୌଦ୍ୱାର : ଝାରପଡା ଜେଲ୍ ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ଏଡ଼ସ୍ ଆକ୍ରାନ୍ତ ଚିହ୍ନଟ। ୫ ଜଣ କଏଦୀ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨ ଜଣ ସଜ୍ଜା କାଟୁଥିବା ବେଳେ ୩ ଜଣ ବିଚାରାଧୀନ କଏଦୀ ବୋଲି ଜଣାପଡିଛି । ପୂର୍ବରୁ ଝାରପଡ଼ା ଜେଲ୍‌ରେ ୮ ଜଣ ଏକଦୀ ଏଚ୍ଆଇଭି ଆକ୍ରାନ୍ତ…

ଡେଡ୍‌ଲାଇନ୍‌ ପରେ ବି ଶେଷ ହୋଇନି ଏସ୍‌ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ

କଟକ: କଟକ ଏସ୍‌ସିବି ମେଡିକାଲର ବହୁ ପ୍ରତୀକ୍ଷିତ ନୂଆ କ୍ଲିନିକାଲ ୟୁନିଟ୍‌ ବିଲ୍ଡିଂର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନାହିଁ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ପ୍ରକଳ୍ପକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେହି ଲକ୍ଷ୍ୟ ପୂରଣ…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ

କଟକ : ବାଲି ସୈରାତ ଉତ୍ସଗୁଡ଼ିକର ପରିଚାଳନା ଓ ଏ ସମ୍ପର୍କିତ ନିଷ୍ପତ୍ତି ନେବା ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ…

ଖୋଲୁଛି ଚୌଦ୍ବାର ଜେଲ କଏଦୀ ଚମ୍ପଟ ଚଞ୍ଚକତା, ଖସି ନଥିଲେ ବରଂ ଖସାଇଦେଇଥିବା ଅଭିଯୋଗ

ଚୌଦ୍ବାର :ପୁଣି ବିବାଦରେ ଚୌଦ୍ବାର ଜେଲ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ସୁଜିତଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ ୨ ବିହାରୀ କଏଦୀ ଫେରାର ଘଟଣାରେ ରହିଛି ସୁଜିତଙ୍କ ହାତ ପଦର ଅପବ୍ୟବହାର କରି ଜେଲ ଭିତରେ ବେନିୟମ କାମ କରୁଛନ୍ତି ଅଧକ୍ଷୀକ ସୁଜିତ ରାଉଳ । ସତ ଚାପିବାକୁ ଜାଲ ଦସ୍ତଖତ କରିବା…

ବିବାହିତ ଝିଅଙ୍କୁ ବଞ୍ଚିତ କରାଯାଇ ପାରିବନି; ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ

କଟକ : ଓଡ଼ିଶା ହାଇକୋର୍ଟ ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କେବଳ ‘ବିବାହିତ ଝିଅ’ ହୋଇଥିବା କାରଣରୁ ଜଣେ ମହିଳାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ ଖାରଜ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଆବେଦନକାରିଣୀ ଗୌରୀ ଜେନାଙ୍କ…

ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ

କଟକ : ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ। ଜଣେ ଗର୍ଭବତୀ ମହିଳା ଆଜି ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ୍ କୋଚରେ ଯାତ୍ରା କରୁଥିବା ବେଳେ ହଠାତ୍ ପ୍ରସବ ବେଦନା ହୋଇଥିଲା।ଏନେଇ ରେଲ୍ ମଦଦ୍  ଯୋଗେ ସୂଚନା ଦେବା ପରେ କଟକ ରେଳ ଷ୍ଟେସନରେ ଆରପିଏଫ୍ ର ଏକ ଟିମ୍…

ମିଠାରେ ବିଷ ଦେଇ ହତ୍ୟା, ୩ ସପ୍ତାହ ଜୀବନ ସହ ଲଢେଇ କରି ଆଖି ବୁଜିଦେଲା ଶିଶୁ

କଟକ : କଟକ ଶିଶୁଭବନ ICUରେ ଆଖିବୁଜିଲା ୫ ବର୍ଷର ଶିଶୁ । ୩ ସପ୍ତାହ ଜୀବନ ସହ ଲଢେଇ କରି ଶେଷରେ ଆଖି ବୁଜିଛି କଅଁଳ ନିଷ୍ପାପ ଶିଶୁ। ସାଲେପୁର ବାହାବଳପୁର ଗାଁର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀ ତାଙ୍କୁ ମିଠାରେ ବିଷ…