Browsing Category

କଟକ

ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ

ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଓ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି.…

ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକ

କଟକ : କଟକ ଜିଲା ଆଠଗଡ଼ର ପ୍ରାକ୍ତନ ବିଧାୟକ ରସାନନ୍ଦ ସାହୁ (୮୭)ଙ୍କ ଗୁରୁଡ଼ିଝାଟିଆ-କୋତରସ୍ଥିତ ବାସଭବନରେ ଗୁରୁବାର ପରଲୋକ ଘଟିଛି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ…

ଆସନ୍ତାକାଲିଠୁ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା; ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଗୁରୁଡ଼ିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଗୁରୁବାରଠାରୁ ଅନୁଷ୍ଠିତ ହେବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଯୋଗ ମନୋଭାବ ନେଇ କର୍ତ୍ତବ୍ୟକୁ ସେବା ମଣି ଦର୍ଶନ କରାଇ ଫେରାଇଦେବା ପୁଲିସର ପ୍ରଥମ କର୍ତ୍ତବ୍ୟ ବୋଲି ବୁଧବାର ସମବେତ ପୁଲିସ ଫୋର୍ସମାନଙ୍କୁ…

ଦୁର୍ନୀତିର ସବୁ ସୀମା ପାର କଲା ପୁରୁଣାହାଟ ଗ୍ରାମପଞ୍ଚାୟତ 

କଟକ: କଟକ ଜିଲ୍କା ସାଲେପୁର ବ୍ଲକ ଅଧିନସ୍ଥ ପୁରୁଣାହାଟ ଗ୍ରାମପଞ୍ଚାୟତ ପୁରୁଣାହାଟ ଗ୍ରାମର ଜୈନେକ ବ୍ୟକ୍ତି ନିଜ ବାଡ଼ିରେ ଗୋରୁ ବନ୍ଧା ପାଇଁ କରିଥିବା ପୁରୁଣା ଢ଼ଳେଇକୁ ଚତୁରତାର ସହ ନୂଆ ଦର୍ଶାଇ ସୂଚନା ଫଳକ ଲାଗିଛି | ନୂଆ ଫାଇଲ କରି ପୁରୁଣାହାଟ ପଞ୍ଚାୟତର ସରପଞ୍ଚ ଓ ପିଇଓ ଙ୍କ ସହାୟତାରେ…

ନୂତନ ନିର୍ମାଣ ହୋଇଥିବା ନଳକୂପଟି ଦିନକୁ ଦିନ ଦବିବାରେ ଲାଗିଛି

କିଶୋରନଗର: କିଶୋରନଗର ଗ୍ରାମ ପଞ୍ଚାୟତ ହୁଲିପୁର ଗ୍ରାମରେ ରହିଛି ଗରାଶୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ | ବିଦ୍ୟାଳୟ ପରିସରରେ ଗତ ତିନି ମାସ ତଳେ ନୂତନ ନଳକୂପଟି ନିର୍ମାଣ କରାଯାଇଥଲା କିନ୍ତୁ ଏବେ ତାହା ଅଚଳ ହେବାକୁ ଯାଉଛି | ନଳକୂପ ଟି ନିର୍ମାଣ ପରଠାରୁ ତଳ କୁ ତଳ ଦବିବାରେ ଲାଗିଛି ଯାହା…

ନିମ୍ନମାନର ରାସ୍ତା କାମ ପ୍ରଶାସନ ନିଦାବିଷ୍ଣୁ

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅଧିନସ୍ଥ ରଟିଲୋ ଗ୍ରାମ ପଞ୍ଚାୟତ ବୋଇଲ ଗ୍ରାମ ଗୁଡ଼ିଆ ସାଇକୁ ସଂଯୋଗ କରୁଥିବା ରାସ୍ତା କାମ ଚାଲୁ ରହିଛି | କିନ୍ତୁ ବିଡମ୍ବନାର ବିଷୟ ବିନା ଫଳକରେ ଅତି ନିମ୍ନମାନର କାର୍ଯ୍ୟ ଚାଲିଛି ତାହା ପୁଣି ଯନ୍ତ୍ରୀଙ୍କ ଅନୁପସ୍ଥିତରେ | ସରକାରୀକଳର ନିୟମକୁ ଖୋଲା…

ବିଦ୍ୟାଳୟ ପରିସରରୁ ବୃହତ ଗଛ ସବୁ କଟାଯାଉଛି କାହା ସ୍ୱାର୍ଥରେ ?

କିଶୋରନଗର: କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମପଞ୍ଚାୟତ ହୁଲିପୁର ଗ୍ରାମର ଗରାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଆବଶ୍ୟକତା ନଥାଇ ବହୁ ପୁରାତନ ଆମ୍ବ ଗଛ କଟାଯାଇଛି |ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆ ଯାଉଛି ବୃକ୍ଷ ହଁ ଜୀବନ ବୃକ୍ଷର ସୁରକ୍ଷା ଆମର ଦାଇତ୍ୱ କିନ୍ତୁ…

ପୂଜା କରୁଥିବା ସମୟରେ ଟଳି ପଡ଼ିଲେ ପୂଜକ

ନରସିଂହପୁର: ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଅଲରା ଗାଁରେ ଥିବା ଶିବ ମନ୍ଦିରରେ ଅଘଟଣ ଘଟିଛି। ମନ୍ଦିରରେ ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ ପୂଜକ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସୂଚନା ଅନୁଯାୟୀ, ଅଲରା ଗାଁରେ ଶିବ ମନ୍ଦିରର ପୂଜକ ପ୍ରଭାସ…

ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲେ ବାପା

କଟକ: ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ପାରିବାରିକ କଳହରୁ ୯ମାସର ଛୁଆକୁ ଧରି ବାପା ପାଣିକୁ ଡେଇଁଲାଥିବା କୁହାଯାଉଛି । ସ୍ଥାନୀୟଲେକେ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାର ମିଳୁନି ପତ୍ତା । ବାପା ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ସଇଁଦା ନିକଟ…

କୁଆଖାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କଟକ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ମୃତଦେହଟିକୁ ଉଦ୍ଧାର…