Sign in
Sign in
Recover your password.
A password will be e-mailed to you.
Browsing Category
ବୌଦ୍ଧ
ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା
ଲାଞ୍ଚ ନେବା ମାମଲାରେ ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୬ ମସିହାରେ ବକେୟା ବିଲ କରାଇ ଦେବାପାଇଁ ଲାଞ୍ଚ ମାଗିଥିଲେ ପୂର୍ବତନ ସିଡ଼ିପିଓ।
ଆମ୍ବଗାଁର ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ୨୦୧୬ ମସିହା…
ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ
ବୌଦ୍ଧ : ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ସ୍ଥାନରୁ ୧୨୨ଟି ଅଭିଯୋଗ ପଞିକରଣ ହୋଇଥିଲା।ସେଥିରୁ ୧୧୬ଟି ବ୍ୟକ୍ତିଗତ, ୬ଟି ସାମୁହିକ…
ମହିଳା କନେଷ୍ଠବଳଙ୍କ ଆତ୍ମହତ୍ୟା
ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁଲିସ ବିଭାଗର ଜଣେ ମହିଳା କନେଷ୍ଟବଳ ବୁଧବାର ଦିନ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ବୌଦ୍ଧ ଜିଲ୍ଲା ପୁଲିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଚାନ୍ଦ ମେହେର ବୁଧବାର ଦିନ ବୁଟୁପାଲି ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି…
ମୃତଦେହ ନେବାକୁ ଅରାଜି ହେଲେ ପରିବାର ଲୋକେ, ପୁଲିସ ହେପାଜତରେ ହେଲା ବ୍ୟବଛେଦ
ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଯୁବକଙ୍କ ମୃତ୍ୟୁ ପରେ ବ୍ୟବଛେଦ ପାଇଁ ପରିବାରଲୋକ ରାଜି ହୋଇନଥିଲେ। ଫଳରେ ଚିକିତ୍ସାଳୟ ପକ୍ଷରୁ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇନଥିଲା। ତେଣୁ ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁୁଖରେ ମୃତଦେହ…
ପୋଲତଳୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ। ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି।
ଆଜି ସକାଳୁ…
କୂଅରେପଡି ଶିଶୁ ମୃତ୍ୟୁ ଘଟଣା : ବିଭିନ୍ନ ସ୍ତରରୁ ତଦନ୍ତ
ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ତଳଗାଁ ପଂଚାୟତ ଗୋଛାବାରି ଗ୍ରାମରେ ଶୁକ୍ରବାର କୂଅରେ ପଡି ଶୁଭଙ୍କର ପ୍ରଧାନ (୪ବର୍ଷ୪ମାସ) ବୟସର ଜଣେ ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନୱାଡିରେ ପାଠପଢୁଥିବା ଶିଶୁର ମୃତ୍ୟୁ ଘଟିଥିଲା । ଏଭଳି ସ୍ପର୍ଶକାତର ଘଟଣା ପରେ ବୌଦ୍ଧ ଉପଜିଲ୍ଲାପାଳ…
ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ।
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ର କୁଲତାଯୋର୍ ଠାରେ ଲୋକ କଳା ବିକାଶ କେନ୍ଦ୍ର ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତି ଭାଗି ଭାବରେ ସ୍ଥାନୀୟ ଆଶା , ଅଙ୍ଗନୱାଡ଼ି , କିଶୋରୀ ବାଳିକା ୪୦ ଜଣ ଅଂଶ ଗ୍ରହଣ କରିଥିଲେ ।…
ବିଦେଶାଗତ ପକ୍ଷୀଙ୍କ ମହାନଦୀ ମୁଁହା
ବୌଦ୍ଧ : ବୌଦ୍ଧ ଜିଲ୍ଲା କୁ ପ୍ରକୃତିର ବରଦାନ ଅପାର! ଜିଲ୍ଲାରେ ପ୍ରବାହିତ ମହାନଦୀର ବିସ୍ତିର୍ଣ୍ଣ ଜଳରାଶି ଏବଂ ନଦୀର ମାଛ ଓ ମନୋରମ ପରିବେଶ ବିଦେଶାଗତ ପକ୍ଷୀଙ୍କୁ ବୌଦ୍ଧ ଆସିବା ପାଇଁ ଆନମନା କରେ । ଶୀତ ଆରମ୍ଭ ହେବା ମାତ୍ରକେ ହଜାର ହଜାର କିଲୋମିଟର ଦୂରରୁ ଏଠାକୁ ଚାଲି ଆସନ୍ତି…
ରେଡକ୍ରସ ପାଣ୍ଠି ପାଇଁ ଔଷଧ ଦୋକାନୀଙ୍କୁ ଚାନ୍ଦା ମାଗୁଛନ୍ତି ଜିଲ୍ଲାପାଳ !
ବୌଦ୍ଧ: ଜିଲ୍ଲାପାଳ ମାଗୁଛନ୍ତି ଚାନ୍ଦା। ଲୁଚାଛପାରେ ନୁହେଁ, ନିଜ ସରକାରୀ ପ୍ୟାଡ୍ରେ ଚିଠି ଲେଖି ଖୋଲାଖୋଲି ଚାନ୍ଦାଦେବାକୁ ଦେଇଛନ୍ତି ନିର୍ଦ୍ଦେଶ। ଜିଲ୍ଲାପାଳଙ୍କ ସ୍ବାକ୍ଷରରେ ଜାରି ଏଭଳି ଏକ ଚିଠି ଆଜି ବୈାଦ୍ଧ ଜିଲ୍ଲାରେ ଘୂରି ବୁଲିବା ପରେ ସାଧାରଣରେ ହଇଚଇ ସୃଷ୍ଟି ହୋଇଛି।…
ବୌଦ୍ଧ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ଗୃହ ନିର୍ମାଣ ଓ ମରାମତି ର ଟଙ୍କା ଖାଇ ଦଶହରା ପାଳନ କଲେ ସିଡିଏମଓ ଏବଂ ଗୋଷ୍ଠୀ
ବୌଦ୍ଧ: ଜିଲ୍ଲାର ଲକ୍ଷାଧିକ ଲୋକଙ୍କ ପ୍ରାଣକେନ୍ଦ୍ର ରୂପେ ପରିଚିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଏବେ ପଡିଛି ଶନି ରାହୁ ଓ କେତୁଙ୍କ ନଜର। ଆଉ ଖୋଦ୍ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସାଜିଛନ୍ତି ଏସବୁ ପାଇଁ ମୂଖ୍ୟ ଅଭିନେତା ବୋଲି ଶୁଣିବାକୁ ମିଳୁଛି। ଘଟଣା ସମ୍ପର୍କରେ ବୁଝୁ ବୁଝୁ ଜଣା…