Sign in
Sign in
Recover your password.
A password will be e-mailed to you.
Browsing Category
ବାଲେଶ୍ୱର
ପୁଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ଗିରଫ
ସୋର: ଗତକାଲି ସନ୍ଧ୍ୟାରେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ସୂଚନା ଅନୁସାରେ ସୋର ବ୍ଲକ ଅନନ୍ତପୁର ପଂଚାୟତ ପୁରୁଷୋତ୍ତମ ପୁର ଗ୍ରାମର ବଂଶୀଧର ମଳିକଙ୍କ ନାମରେ ୨୦୦୯ ମସିହାରେ ସୋର…
ବଜ୍ରପାତରେ ଜଣେ ମହିଳା ସମେତ ୭ ମୃତ; ୧୦ ଆହତ
ବାଲେଶ୍ୱର/ଭଦ୍ରକ|: ବଜ୍ରପାତରେ ଦୁଇଟି ଜିଲ୍ଲାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ। ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଓ ବାଲେଶ୍ୱର…
ସାପ ବିଷ ରାକେଟର ପର୍ଦ୍ଦାଫାସ୍ : ୨୬ଟି ନାଗସାପ ଉଦ୍ଧାର
ବାଲେଶ୍ୱର: ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୬ଟି ନାଗ ସାପ । ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ଏହି ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର ହୋଇଛି ୨୬ଟି ନାଗ ସାପ । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩…
ଅଜାଙ୍କ ଦଶାହ କର୍ମ ବେଳେ ୨ ନାତିଙ୍କ ମୃତ୍ୟୁ
ବାଲେଶ୍ବର: ଅଜାଙ୍କ ଦଶାହ କର୍ମ ବେଳେ ଚାଲିଗଲା ଜୀବନ । ଦୁଇ ନାତିଙ୍କର ସଲିଳ ସମାଧି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଘଟିଛି ଏହି ଦୁଃଖଦ ଘଟଣା । ଗାଁର ବିଷ୍ଣୁ ପାଢ଼ୀଙ୍କର ଆଜି ଦଶାହ ଥିଲା । ଦୁଇ ନାତି ଟୁଲୁଆ ପାଢ଼ୀ ଓ ଚନ୍ଦନ କର ଲଣ୍ଡା ହୋଇ ବାଗୁଡ଼ି ପଥରକଟା ଟୁବ୍କୁ…
ବାହାନଗାରେ ବଜ୍ରପାତ: ୨ ଚାଷୀ ମୃତ
ବାହାନଗା: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତ ଦୁଇ ଗ୍ରାମରେ ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ(୫୬)। ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ (୬୩)। ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ ଗ୍ରାମର ବିଲକୁ…
କୃମି ବଟିକା ଖାଇ ୮ ଛାତ୍ରଛାତ୍ରୀ ଗୁରୁତର
ବସ୍ତା୨: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାରୁ ପ୍ରକାଶ ଗୁରୁବାର ବିଦ୍ୟାଳୟରେ…
ମିଳିଲା ୨ ନିଖୋଜ କାଉଡିଆଙ୍କ ମୃତଦେହ
ସୋର : ୨୨ ଘଣ୍ଟା ପରେ ୨ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର । ସାଳନ୍ଦୀ ନଦୀରେ ଭାସି ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଜଳଲାଗି ପାଇଁ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ । ବାଲେଶ୍ୱର ଜିଲ୍ଲା ବରଦା ଗାଁ ଦେଇ ଯାଇଥିବା ସାଳନ୍ଦୀ ନଦୀରୁ ପାଣି ନେଇ ସାନଜୟୀ…
ଭିଜିଲାନ୍ସ ଜାଲରେ ବାଲେଶ୍ୱର ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ
ବାଲେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର…
ପରୁବାଇ କନ୍ୟାଶ୍ରମରେ ବ୍ୟାପିବାରେ ଲାଗିଲାନି ଜାପାନିଜ ଏନସେଫାଲାଇଟିସ,ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ…
ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଅଜ୍ଞାତ ମସ୍ତିଷ୍କ ରୋଗ ଏବେ ତାର କାୟା ମେଲାଇଲାଣି । ଧୀରେ ଧୀରେ କରି ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହେବାରଲାଗିଲେଣି । ସୋରର ପରୁବାଇ କନ୍ୟାଶ୍ରମର ମଧ୍ୟ ବାଳିକା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କନ୍ୟାଶ୍ରମରେ ଆହୁରି ସାତ ଜଣ ବାଳିକା ଆକ୍ରାନ୍ତ…
୩୮ ହଜାର ଟଙ୍କାରେ ବିକ୍ରି ହେଲା ୨ କ୍ବିଣ୍ଟାଲ୍ର ଭେକଟି ମାଛ
ଭୋଗରାଇ: ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏକ ବିଶାଳ ମାଛ ଧରାପଡ଼ିଥିଲା। ମାଛଟିକୁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତ ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଅଣାଯାଇଥିଲା। ମାଛଟିକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ମାଛଟିର ଓଜନ ୨ କ୍ବିଣ୍ଟାଲ୍ ଥିଲା।…