Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର
କଟକ: ଆଜି ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ର। ସେ ଡିଜିପି ୱାଇ ବି ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ର ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ଡିଜି ଭାବେ କାର୍ଯ୍ୟ କରୁଥିଲେ।…
ତାରିକ ରହମାନଙ୍କ ଭାରତ ଗସ୍ତ ଉପରେ ଆସିଲା ଅପଡେଟ: ବାଂଲାଦେଶ ରଖିଲା ବଡ଼ ସର୍ତ୍ତ
ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ ଶେଖ ହସିନାଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ରାଜନୈତିକ ସସ୍ପେନ୍ସକୁ ବୃଦ୍ଧି କରିଛି। ପଡ଼ୋଶୀ ଦେଶ ସର୍ତ୍ତ ରଖିଛି ଯେ, ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଭାରତ ଗସ୍ତ କେବଳ ପୂର୍ବତନ…
ପୁଣି ଆବାସିକ ବିଦ୍ୟାଳୟ ଛାତ୍ରର ମୃତ୍ୟୁ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କଲେ ପରିବାର
ରାୟଗଡ଼ା 16.08(ଭି ଗୌରୀଶଙ୍କର ରାଓ): ରାୟଗଡ଼ା ଜିଲ୍ଲା କୋଳନରା ବ୍ଲକ୍ ବାଙ୍କିଳୀ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ର ଜିସାୟୁ ପୁଆଲାଙ୍କ ମୃତ୍ୟୁ ହୋଇଛି। ବିଦ୍ୟାଳୟରେ ଥିବା ସମୟରେ ଜ୍ୱରରେ ଅସୁସ୍ଥ ହୋଇପଡ଼ିଥିଲେ ଛାତ୍ର ଜଣକ। ଗତ ୫ ତାରିଖରେ ଜ୍ୱର ହେବା ନେଇ ପରିବାରକୁ ଖବର ମିଳିଥିଲା।…
ପୋଡ଼ାଗଡ ବ୍ଲୋସମ୍ ଇଂଲିଶ ମିଡିଅମ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ମୋହୋତ୍ସବ।
କୋରାପୁଟ(ବିପିନ କୁମାର ହିଆଲଙ୍କ) : କୋରାପୁଟ ଜିଲ୍ଲା, ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ଗ୍ରାମ ପଞ୍ଚାୟତ ମହକୁମାରେ ଦେଶ ଭକ୍ତି ସଙ୍ଗୀତ ସହ ମହା ଆଡମ୍ବରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲସୋମ ଇଂଲିଶ ମିଡିଅମ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ପ୍ରମୋଦ କୁମାର କନ୍ଦପାନଙ୍କ…
Celebration of the 80th Independence Day and Foundation Day of Vivekananda Adarsh Milan Mandir.
Kolkata (15/8) :The 80th Independence Day of India and the Foundation Day of the Organisation VAMM celebrated with great enthusiasm and fervour through various social service and cultural programmes organised by the Organisation. The…
କୁରାଳରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ
ନୟାଗଡ଼(୧୬/୮): ଓଡ଼ଗାଁ ବ୍ଳକର ମନ୍ଦିର ମାଳନୀ ଗ୍ରାମ କୁରାଳରେ ଆଜି ମାଆ ରାମଚଣ୍ଡୀଙ୍କ ପ୍ରାଙ୍ଗଣରେ ଏକଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି।କୁରାଳ ବୈଦିକ ବ୍ରାହ୍ମଣ ସମାଜର ସଭାପତି ସୁଶାନ୍ତ କୁମାର ମିଶ୍ର,ସମ୍ପାଦକ ଜଗନ୍ନାଥ ମିଶ୍ର,କୋଷାଧ୍ୟକ୍ଷ ତପନ କୁମାର ତ୍ରିପାଠୀ ଏବଂ କୁରାଳ…
କଳାହାଣ୍ଡି ବିଭାଗ ଜିଲ୍ଲାଶଃ ଆଧାରସ୍ତର ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ
କଳାହାଣ୍ଡି/ଭବାନୀପାଟଣା (୧୬|୮ ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବାଲାଜୀବିହାର ଠାରେ କଳାହାଣ୍ଡି ବିଭାଗ ଜିଲ୍ଲାଶଃ ଆଧାରସ୍ତର ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି।କାର୍ଯ୍ୟଶାଳା ପ୍ରମୁଖ ତଥା କଳାହାଣ୍ଡି ଜିଲ୍ଲା ନିରୀକ୍ଷକ ବିପିନ…
Dr. Subash Chandra Sarangi Honoured with Prestigious International Yogshree Award in Vietnam
Hanoi, Vietnam | August 16, 2026: In a significant recognition of India’s contribution to the global movement of Yoga and holistic health, Dr. Subash Chandra Sarangi, noted Yoga and holistic wellness practitioner, Master Trainer and…
ଜଙ୍ଗଲ ମଧ୍ୟରୁ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବେଆଇନ ଗଞ୍ଜେଇ ଜବତ ।
ଗଜପତି, 16/8(ମନୋଜ ପାଢ଼ୀ):ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଗଞ୍ଜେଇ ଚୋରାଚାଲାଣ ବିରୁଦ୍ଧରେ ସମଗ୍ର ଜିଲ୍ଲାରେ ପୁଲିସର ଅଭିଯାନ ଜୋରଦାର ହୋଇଛି। ମୋହନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଏକ ଜଙ୍ଗଲରୁ ୩୦୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ – କରାଯାଇଛି. ଜବତ ଗଞ୍ଜେଇର…
ବୈତରଣୀରେ ପୁଣି ବଢ଼ିଲା ବନ୍ୟା ଜଳ। ଆଖୁଆପଦାରେ ବିପଦ ସଂକେତ ଉପରେ ଜଳସ୍ତର
ଭଦ୍ରକ :ବୈତରଣୀରେ ପୁଣି ବଢ଼ିଲା ବନ୍ୟାଜଳ, ତଳିଆ ଅଞ୍ଚଳକୁ ବଢ଼ିଲା ବିପଦ। ପୁଣି ଥରେ ବିପଦ ସଂକେତ ଅତିକ୍ରମ କରିଛି ବୈତରଣୀ ନଦୀ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ଆଜି ସକାଳ ୭ଟା ସୁଦ୍ଧା ନଦୀର ଜଳସ୍ତର ୧୮.୩୮ ମିଟରରେ ପହଞ୍ଚିଛି। ଫଳରେ ବିପଦ ସଂକେତ ଉପରେ ପ୍ରବାହିତ…