Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପଟ୍ଟାମୁଣ୍ଡାଇ ବ୍ଲକ ଓ ମୂନସିପାଲଟି ଅଚଳରେ ବନ୍ୟା ପରିସ୍ଥିତି ଉଦବେଗ ଜନକ !
ପଟ୍ଟାମୁଣ୍ଡାଇ୧୬/୮ : ବ୍ରାହ୍ମଣୀ ଓ କାଣୀନଦୀରେ ୩ୟ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଧୋୟାଞ୍ଚଳ ଜଳମଗ୍ନ ହୋଇପଡିଛି।ପେଣ୍ଠପାଳ ପଞ୍ଚାୟତର କୁଳସାହି ଆବାସିକ ସ୍କୁଲ ପାଣିଘେରରେ। ସେଠାରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଜଳବନ୍ଦୀ ହୋଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ…
ତରଭାରେ ଉତ୍ସାହର ସହ ତିରଙ୍ଗା ଯାତ୍ରା ଅନୁଷ୍ଠିତ
ତରଭା ୧୬ /୮(ନି.ପ୍ର): ତରଭା ସହର ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଉତ୍ସବମୁଖର ହୋଇ ଉଠିଛି ।ତରଭା ପଞ୍ଚାୟତ ସମିତି କାର୍ଯ୍ୟାଳୟ ତରଫରୁ ‘ହର ଘର ତ୍ରିରଙ୍ଗା' ଅଭିଯାନଅବସରରେ ତରଭା ରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଯାତ୍ରା ପଞ୍ଚାୟତ…
ସ୍ୱାଧୀନତା ଦିବସ ଉପଲକ୍ଷେ ଜମ୍ବେଶ୍ୱରପୁର ଯୁବ ସଂଗଠନର ବୃକ୍ଷରୋପଣ ଓ ପତାକା ଉତ୍ତୋଳନ
ବାଲେଶ୍ୱର, ୧୬/୦୮(କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ୱରପୁର ଗ୍ରାମର ଯୁବ ସଂଗଠନ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ ସାମାଜିକ ଦାୟିତ୍ୱର ଭାବନା ସହିତ ପାଳିତ ହୋଇଯାଇଛି। ସ୍ୱାଧୀନତାର ଅମର ସ୍ମୃତିକୁ ସ୍ମରଣ କରିବା ସହ ପରିବେଶ ସୁରକ୍ଷାର…
ଚାନ୍ଦିପୁର ରେଞ୍ଜ୍ ସ୍କୁଲରେ ପାଳିତ ହେଲା ୮୦ତମ ସ୍ବାଧୀନତା ଦିବସ
ବାଲେଶ୍ବର,୧୬/୦୮(କୃଷ୍ଣ କୁମାର ମହାନ୍ତି): ଗତକାଲି ଚାନ୍ଦିପୁରସ୍ଥିତ ରେଞ୍ଜ ସ୍କୁଲ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ପିଏକ୍ସଇ, ଚାନ୍ଦିପୁରର ସହକାରୀ ନିର୍ଦ୍ଦେଶକ ବୈଜ୍ଞାନିକ ଡ. ଏଚ୍.ଏସ୍ ପଣ୍ଡା ସ୍କୁଲ ପରିସରରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ।
ବୈଜ୍ଞାନିକ ଡ.…
ବାଲେଶ୍ୱରରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ
ବାଲେଶ୍ୱର, ୧୫/୦୮(କୃଷ୍ଣ କୁମାର ମହାନ୍ତି): ଦେଶପ୍ରେମ, ଦେଶାତ୍ମବୋଧ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି। ଶନିବାର ସକାଳ ୯ଟା ୧୫ ମିନିଟରେ ବାଲେଶ୍ୱର ପୋଲିସ ପ୍ୟାରେଡ୍ ପଡ଼ିଆରେ ଆୟୋଜିତ ମୁଖ୍ୟ ସମାରୋହରେ…
ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
80th Independence Day celebrated at Utkal University
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି; ସମୁଦ୍ରକୁ ନଯିବାକୁ ବାଲେଶ୍ଵର ମତ୍ସ୍ୟଜୀବୀଙ୍କୁ ପରାମର୍ଶ
ବାଲେଶ୍ୱର, ଅଗଷ୍ଟ ୧୬ (କୃଷ୍ଣ କୁମାର ମହାନ୍ତି): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଉପରି ବାୟୁ ଚକ୍ରବାତୀୟ ପରିସଞ୍ଚରଣର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଜିଲ୍ଲା ପାଣିପାଗ…
ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ୧୨ଘଣ୍ଟା ରାସ୍ତା ଜାମ
ରେଢ଼ାଖୋଲ : ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଦଳଖମଣ ନିକଟରେଥିବା ଏକ ବ୍ରିଜ୍ ଉପରେ ବିଳମ୍ବିତ ରାତିରେ ସମ୍ବଲପୁରରୁ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ବିପରିତ ପଟୁ ଆସୁଥିବା ଲୁହା ବୋଝେଇ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର…
୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ନିର୍ଦ୍ଦେଶକଙ୍କ ପୁଅଙ୍କ ସମେତ ରେଳ ଇଞ୍ଜିନିୟର ଗିରଫ
ବିଜୟୱାଡା: ୧୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ ରେଳ ଇଞ୍ଜିନିୟରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଗିରଫ କରିଛି। ବିଜୟୱାଡାରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇର CSTE ପ୍ରୋଜେକ୍ଟରେ CBI ଏହି ଅଭିଯାନ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ, ୧୭୯.୫୦ କୋଟି ଟଙ୍କା ରେଳ ପ୍ରକଳ୍ପରେ ୭…
ଦିଲ୍ଲୀ ପଦଯାତ୍ରା ଘୋଷଣା କଲେ କୃଷକ ସଂଗଠନ: ବିଳମ୍ବିତ ରାତିରେ ସିଲ୍ ହେଲା ସୀମା
ନୂଆଦିଲ୍ଲୀ: କୃଷକମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବା ପରେ ଜିନ୍ଦ ପ୍ରଶାସନ ଗତକାଲି ବିଳମ୍ବିତ ରାତିରେ ହରିୟାଣା ଏବଂ ପଞ୍ଜାବ ମଧ୍ୟରେ ଥିବା ଖନୌରୀ ସୀମାକୁ ସିଲ୍ କରିଛି। ଆଜି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବାକୁ ଚାଷୀଙ୍କ ଘୋଷଣାକୁ ଦୃଷ୍ଟିରେ ରଖି ଜିନ୍ଦ ପ୍ରଶାସନ…