Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା କାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ।
କପ୍ତିପଦା : କାଳ ନଦୀର ପ୍ରଖର ସୁଅରେ ଭାସିଗଲେ ଯୁବକ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଗାଧୋଉଥିବା ବେଳେ ଭାସିଯାଇ ଜଣେ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ଗ୍ରାମର ସିପୁନ ମଢେଇ। ସୂଚନା ଅନୁସାରେ, ସିପୁନ ନିଜ ଜଣେ ସାଙ୍ଗଙ୍କ ସହ କାଳ ନଦୀରେ ଗାଧୋଉଥିଲେ। ଏହି…
୨୪ ଘଣ୍ଟାରେ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ
ଭୁବନେଶ୍ବର :ବଲାଙ୍ଗିରରୁ ରଣ୍ଡାରୁ ବ୍ୟବସାୟୀ ଅପହରଣ ମାମଲାରେ ଟ୍ବିଷ୍ଟ। ବଲାଙ୍ଗିର ଏସପି କହିଲେ ମିଶୁନି ଅପହୃତ ଓ ଅପହରଣକାରୀଙ୍କ ବୟାନ। ଉଭୟଙ୍କୁ କରାଯିବ ମୁହଁମୁହିଁ ଜେରା। ଅପହରଣର ୨୪ ଘଣ୍ଟା ଭିତରେ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ।
ଭୁବନେଶ୍ବର…
କେନ୍ଦୁଝର ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁଁ ଗାଁରେ ପଶିଲା ବନ୍ୟାଜଳ, ଧୋଇଗଲା ରାସ୍ତା।
କେନ୍ଦୁଝର : ବର୍ଷା ବିତ୍ପାତ ଯୋଗୁଁ ଗାଁରେ ପଶିଲା ବନ୍ୟାଜଳ, ଧୋଇଗଲା ରାସ୍ତା। କେନ୍ଦୁଝର ଜିଲ୍ଲାରେ ଅନବରତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁଁ ତେଲକୋଇ ବ୍ଲକରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁ ନିକଟ ଦେଇ ବହିଯାଉଥିବା ବାଟନଈ ନାଳରେ ବନ୍ୟାଜଳ…
ଆଜିଠୁ ହକି ବିଶ୍ବକପ : ପୁରୁଷରେ ୱେଲ୍ସକୁ ଭେଟିବ ଭାରତ
ୱାଭ୍ରେ(ବେଲଜିୟମ) : ଏଫ୍ଆଇଏଚ୍ ପୁରୁଷ ଓ ମହିଳା ହକି ବିଶ୍ବକପ-୨୦୨୬ ନେଦରଲାଣ୍ଡ୍ସ ଓ ବେଲଜିୟମରେ ଚଳିତ ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଥର ପାଇଁ ଏକ ସଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ ଆୟୋଜିତ ହେଉଛି। ନୂଆ ଫର୍ମାଟରେ ଆୟୋଜିତ ଉକ୍ତ ବିଶ୍ବକପର ମ୍ୟାଚ ଗୁଡ଼ିକ…
ଲଗାଣ ବର୍ଷାରେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା; ପାହାଡ଼ରୁ ପଥର ଖସି ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ଅବରୋଧ
କେନ୍ଦୁଝର: କେନ୍ଦୁଝର ସହର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜୁଡିଆ ଘାଟିରେ ଭୂସ୍ଖଳନ ଆଶଙ୍କା ବଢ଼ିଛି। ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତା ଉପରେ ପଡ଼ୁଛି। ଫଳରେ ୪୯ ନଂ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଥିବା…
୧ ବର୍ଷ ମଧ୍ୟରେ MA ଡିଗ୍ରୀ ପ୍ରଦାନ କରିବ ଇଗ୍ନୋ: ଶୀଘ୍ର କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରମୁଖ ଏବଂ ଅନନ୍ୟ ସୁବିଧା ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ ଏବେ ନଅଟି ନୂତନ ପାଠ୍ୟକ୍ରମ ଆରମ୍ଭ କରିଛି ଯାହା ମାଷ୍ଟର ଡିଗ୍ରୀ ପର୍ଯ୍ୟନ୍ତ ନେଇଥାଏ, ଯାହା ମାତ୍ର ଗୋଟିଏ ବର୍ଷ ମଧ୍ୟରେ…
ରାସ୍ତାକଡ଼ରେ ଅଜଣା ଯୁବକଙ୍କ ମୃତଦେହ ଠାବ
କୋଇଡ଼ା: ରାସ୍ତାକଡ଼ରେ ପଡ଼ିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନେଇ ଚାନ୍ଦିପୋଷ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଚାନ୍ଦିପୋଷ ଥାନା ଅଧୀନ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ମାର୍କେଟ ନିକଟରୁ ମଙ୍ଗଳବାର ସକାଳେ ମୃତଦେହ ଉଦ୍ଧାର ହୋଇଛି।
ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ମୃତଦେହ…
ପୋଲ ଉପରେ ଆଣ୍ଠୁଏ ପାଣି, ଅଧାବାଟରେ ଅଟକିଲା ଆମ୍ବୁଲାନ୍ସ: ଗର୍ଭବତୀଙ୍କୁ ବୋହିଲେ ପରିବାର
ଦେବଗଡ଼: ବର୍ଷା ଆଣିଦେଇଛି ଦୁର୍ଦ୍ଦଶା। ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଅଧାବାଟରେ ଅଟକିଗଲା ଆମ୍ବୁଲାନ୍ସ। ଶେଷରେ ଗର୍ଭବତୀଙ୍କୁ ବୋହି ନାଳ ପାର କରିବାକୁ ପଡ଼ିଲା ପରିବାର ଲୋକଙ୍କୁ। ଦେବଗଡ଼ ଜିଲ୍ଲା ବରକୋଟ ବ୍ଲକ କାଳିଆପାଳ ଗାଁରୁ ଆସିଛି ଏଭଳି ଅଭାବନୀୟ ଚିତ୍ର।
କାଳିଆପାଳ ଗାଁର…
ରେଙ୍ଗାଳି ଡ୍ୟାମ୍ର ୩ ଗେଟ୍ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା
ରେଙ୍ଗାଳି: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ରେଙ୍ଗାଳି ଜଳଭଣ୍ଡାରକୁ ଦ୍ରୁତ ଗତିରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଡ୍ୟାମ୍ର ଆଉ ଗୋଟିଏ ଗେଟ୍ ଖୋଲି ଦିଆଯାଇଛି। ଏବେ ରେଙ୍ଗାଳି ଡ୍ୟାମ୍ର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ତଳମୁଣ୍ଡରେ…
ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଛତ୍ରପୁର: ଗଂଜାମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସରେ ଯୋଗ ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଛତ୍ରପୁର ପୋଲିସ ପଡିଆରେ ଆୟୋଜିତ ଏହି ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଜି ସକାଳେ ମନ୍ତ୍ରୀ ପୋଲିସ ପଡିଆରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ତରଫରୁ ସ୍ବାଗତ କରାଯାଇଥିଲା।…