Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଟିଏମସି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ପୂର୍ବତନ ଉପବାଚସ୍ପତିଙ୍କ ମୃତଦେହ ଉଦ୍ଧାର
କଲିକତା: ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ରାମପୁରହାଟରେ ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ଏବଂ ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁ ଘଟଣା ହଇଚଇ ସୃଷ୍ଟି କରିଛି। ଆଜି ସକାଳେ ନିଜ ଘର ପାଖରେ ଥିବା ଦଳୀୟ କାର୍ଯ୍ୟାଳୟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ପୋଲିସ ମୃତଦେହ…
ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ପକ୍ଷରୁ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ
ପଟ୍ଟାମୁଣ୍ଡାଇ ୧୫/୮ : ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ପକ୍ଷରୁ ୮୦ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଶାଖା ପରିଚାଳକ ଅଜିତ କୁମାର ପତିଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ମୂଖ୍ୟ ଅତିଥିଭାବେ ବ୍ୟାଙ୍କ ନିର୍ଦ୍ଦେଶକ ଅମୂଲ୍ୟ ପ୍ରଧାନ ଯୋଗଦେଇ ଜାତୀୟ ପତାକା…
ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟରେ ସ୍ଵାଧୀନତା ଦିବସ ଓ ପ୍ରତିଭା ପୂଜା ସମାରୋହ ପାଳିତ
ପଟ୍ଟାମୁଣ୍ଡାଇ ୧୫/୮ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଠରବାଟିଆ ବଜ୍ର ମହାକାଳୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପବିତ୍ର ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ପୁରାତନ ଓ…
Prof. Dr. R. Elangovan Honoured with ‘Yoga Ratna Award’
Mumbai: Prof. Dr. R. Elangovan was recently honoured with the prestigious “Yoga Ratna Award” by Brahmarishi Acharya Upendra Ji, Founder of Antar Yog Foundation, Mumbai, during the 32nd Anniversary Celebration of the New Age Yoga Institute,…
KPLF ପକ୍ଷରୁ ଗରିମାମୟ ଭାବେ ୮୦ତମ ସ୍ୱାଧୀନତା ଦିବସ ପାଳିତ ।
କୋରାପୁଟ, ଅଗଷ୍ଟ ୧୫(ସତ୍ୟ ଶୋଭନ ସିଂଙ୍କ): ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ପକ୍ଷରୁ ଆଜି ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଶୃଙ୍ଖଳା ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱ…
ରାୟଗଡ଼ରେ ଗରିମା ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ
ରାୟଗଡ଼, ୧୫/୦୮/୨୦୨୬: ରାୟଗଡ଼ ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି…
ସ୍ୱାଧୀନତା ଦିବସରେ ଶିକ୍ଷକ ରତୀୟ ହରିଜନଙ୍କୁ ମାନପତ୍ର
ତେନ୍ତୁଳିଖୁଣ୍ଟି: (ଶେଖର ଖୁରା) : ସ୍ୱାଧୀନତା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଜଳବନ୍ଦୀ ତଥା ଦୁର୍ଗମ ଅଞ୍ଚଳ ଟାଙ୍ଗଣିକୋଟ ଶିକ୍ଷା କେନ୍ଦ୍ରର ସହକାରୀ ଶିକ୍ଷକ ଶ୍ରୀ ରତୀୟ ହରିଜନଙ୍କୁ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି। ଏହି…
ତେନ୍ତୁଳିଖୁଣ୍ଟିରେ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
ତେନ୍ତୁଳିଖୁଣ୍ଟି, ୧୫/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ, ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର,…
୩ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ବର : ଉପରମୁଣ୍ଡରେ ଅବପାତ ଦୁର୍ବଳ ହୋଇ ଲଘୁଚାପର ରୂପ ନେଇଛି। ଏବେ ଏହା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ରେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର…
ସିଆରଆରଆଇ, କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ସ୍ୱାଧୀନତା ଦିବସ ପାଳନ
କଟକ: ୧୫ ଅଗଷ୍ଟ ୨୦୨୬ରେ ତାହାର ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ବ୍ରିଟିଶ ଔପନିବେଶିକ ଶାସନରୁ ସ୍ୱାଧୀନତାର ୭୯ ବର୍ଷ ପୂର୍ତ୍ତି ଅବସରରେ ଏହି ଦିବସ ପାଳିତ ହେଉଛି। ଏହି ବର୍ଷର ଆଧିକାରିକ ବିଷୟବସ୍ତୁ “ବିକଶିତ ଭାରତ @ ୨୦୪୭ ପାଇଁ ଯୁବଶକ୍ତି” ଏବଂ “ବନ୍ଦେ ମାତରମ୍ର ୧୫୦ ବର୍ଷ”ର…