Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆମେରିକା ଏବଂ ଭାରତ ମଧ୍ୟରେ ବଡ଼ ଡ୍ରୋନ୍ ଚୁକ୍ତି: ଶତ୍ରୁ ଦେଶ ପାଇଁ ବଢିଲା ଚିନ୍ତା
ନୂଆଦିଲ୍ଲୀ: ଇରାନ ଯୁଦ୍ଧ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9B ଗାର୍ଡିୟନ୍ ଡ୍ରୋନ୍ ଲିଜ୍ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। 2020 ମସିହାରୁ ଭାରତୀୟ ନୌସେନା ଏହି ଲିଜ୍ ନିଆଯାଇଥିବା ହାଇ-ଅଲ୍ଟିଚ୍ୟୁଡ୍ ଲଙ୍ଗ-ଏଣ୍ଡ୍ୟୁରାନ୍ସ (HALE) ରିମୋଟଲି ପାଇଲଟେଡ୍…
ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା ସହ ତୁରନ୍ତ ରିଲିଫ୍ ଓ ସହାୟତା ପହଞ୍ଚାଇବାକୁ ବିଧାୟିକା ସୁବାସିନୀ…
ବାଲେଶ୍ୱର, ୧୭/୦୮(କୃଷ୍ଣ କୁମାର ମହାନ୍ତି): ବନ୍ୟା ବସ୍ତା ନିର୍ବାଚନମଣ୍ଡଳୀର ଚିର ସହଚର ପାଲଟିଥିବା ବେଳେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳକା, ପଳପଳା ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇ ବସ୍ତା ଏବଂ ବାଲିଆପାଳ ବ୍ଲକର ବହୁ ନଦୀକୂଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା…
ମଧୁର କଥା ଓ ଶବ୍ଦ ହିଁ ଆତ୍ମୀୟତା ଓ ପ୍ରେମର ପ୍ରବାହ ସୃଷ୍ଟି କରେ, କହିଲେ ଅତିଥି
ବାଲେଶ୍ଵର, ୧୭/୮(କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ସଂଗଠନ ତରଫରୁ ପରିବାର ଦିବସ ପାଳନ ଅବସରରେ ପରିବାରରେ ମଧୁର ସୁନ୍ଦର କଥା ଆତ୍ମୀୟ ପାରିବାରିକ ଜୀବନ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏପରି ଏକ ଭାବନାକୁ ନେଇ
ଆଲୋଚନାଚକ୍ର ‘ ଶବ୍ଦଶକ୍ତି ପରିବାର…
ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ହେଲା ବର୍ଷା କବିତା କୋଲାଜ୍
ବାଲେଶ୍ୱର, ୧୭/୮(କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ କଲେଜ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସଂସଦ କାର୍ଯ୍ୟାଳୟ ପରିସରରେ ‘କଦମ୍ବ ଫୁଟିଲା ସହି’ ଶୀର୍ଷକ ବର୍ଷା କବିତା କୋଲାଜ୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ସଂସଦର ସଭାପତି ତଥା ବିଶିଷ୍ଟ କଥାକାର ଡାକ୍ତର ପ୍ରଭାତ ଚନ୍ଦ୍ର…
ସାହିତ୍ୟରେ ନୂଆ ସ୍ପନ୍ଦନ ନେଇ ଆତ୍ମପ୍ରକାଶ କଲା ନୂଆ ତ୍ରିଭାଷୀ ପତ୍ରିକା ‘ବାକୃତି’
ବାଲେଶ୍ୱର, ୧୮/୦୮ (କୃଷ୍ଣ କୁମାର ମହାନ୍ତି): ସମକାଳୀନ ସାହିତ୍ୟ ଜଗତରେ ଏକ ନୂଆ ସାହିତ୍ୟିକ ସ୍ପନ୍ଦନ ନେଇ ଭୁବନେଶ୍ୱରରୁ ପ୍ରକାଶ ପାଇଛି ନୂଆ ତ୍ରିଭାଷୀ ସାହିତ୍ୟ ପତ୍ରିକା 'ବାକୃତି' ବା ‘VAKKRITI’। ନୂଆ ପ୍ରତିଭା, ନୂଆ ଅଭିବ୍ୟକ୍ତି ଓ ନୂଆ ସାହିତ୍ୟିକ ସ୍ୱରକୁ ଏକ ନୂତନ ମଞ୍ଚ ଦେବାର…
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସାଇବର ସୁରକ୍ଷା ଓ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ
ନବରଙ୍ଗପୁର | ଇନ୍ଦ୍ରାବତୀ, ୧୭/୮ (ଶେଖର ଖୁରା): ବର୍ତ୍ତମାନ ସମୟରେ ବଢ଼ୁଥିବା ସାଇବର ଅପରାଧ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶା ସେବନ ଏକ ଚିନ୍ତାର ବିଷୟ ପାଲଟିଛି। ଏହାକୁ ରୋକିବା ସହିତ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ସାଇବର ପୋଲିସ ପକ୍ଷରୁ ଏକ…
ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ତେନ୍ତୁଳିଖୁଣ୍ଟି, ୧୭/୦୮ (ଶେଖର ଖୁରା): ତେନ୍ତୁଳିଖୁଣ୍ଟି ବ୍ଲକସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କଶ୍ୟପ ପାର୍ଥ ଜଗଦୀଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି…
ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା :ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
ଭୁବନେଶ୍ୱର : ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା। ପାଣି ଘେରରେ ୧୬ ପଞ୍ଚାୟତ। ହୁଲି ଡଙ୍ଗା ହିଁ ଭରସା। କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି ୧୬ ପଞ୍ଚାୟତ ଜଳମଗ୍ନ ହୋଇଛି। ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ…
ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ମୃତ୍ୟୁ, ଜଳଲାଗି କରିବାର କିଛି ସମୟ ପରେ ଚାଲିଗଲା ଜୀବନ
କନ୍ଧମାଳ : ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ। ମହାଦେବଙ୍କ ପାଖରେ ଜଳଲାଗି ପରେ ଘରକୁ ଫେରିବା ସମୟରେ ଚାଲିଗଲା ଜୀବନ। କନ୍ଧମାଳ ଜିଲ୍ଲା ରାଇକିଆର ଲିଚୁ ବିନ୍ଧାଣି ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷିକୂଲ୍ୟା ନଦୀକୁ ଜଳ ସଂଗ୍ରହ ପାଇଁ ଆସିଥିଲେ। ସଙ୍ଗମ ସ୍ଥଳରୁ ଜଳ ନେଇ କବିସୂର୍ଯ୍ୟନଗର…
ସମାଜ ର ନୂଆ ସଂପାଦକ ହେଲେ ବାମାପଦ ତ୍ରିପାଠୀ, ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ
କଟକ: ଓଡିଶାର ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ସଂପାଦକ ହେଲେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବାମାପଦ ତ୍ରିପାଠୀ। ଗତକାଲି ରବିବାର ଦିନ ସେ ସଂପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଦାୟିତ୍ବରେ ଅନ୍ୟତମ ସାମ୍ବାଦିକ ଶ୍ରୀଯୁକ୍ତ ତପନ ମିଶ୍ର କାର୍ଯ୍ୟ କରୁଥିଲେ। ଗୋପବନ୍ଧୁ ଭବନରେ…