Browsing Category

ଓଡିଶା

କଳାଜିରା ତେଲ: ପାରମ୍ପରିକ ବ୍ୟବହାର ଓ ସମ୍ଭାବ୍ୟ ଉପକାର

କଳାଜିରା, ଯାହାକୁ ବ୍ଲାକ୍ ସିଡ୍ (Black Seed) ବା ବ୍ଲାକ୍ ସିଡ୍ ଅଏଲ୍ (Black Seed Oil) ନାମରେ ମଧ୍ୟ ଜଣାଯାଏ, ଦୀର୍ଘ ବର୍ଷ ଧରି ପାରମ୍ପରିକ ଭାବେ ବ୍ୟବହୃତ ହୋଇଆସୁଛି। ଏଥିରେ ଥାଇମୋକ୍ୱିନୋନ୍ (Thymoquinone) ପରି ଜୈବ-ସକ୍ରିୟ ଯୌଗିକ ରହିଛି, ଯାହା ଉପରେ ବୈଜ୍ଞାନିକ ସ୍ତରରେ ମଧ୍ୟ…

ଲାଞ୍ଚ ନେଇ ଫସିଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫସିଲେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରା ୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର ସତ୍ୟଜିତ ବେହେରାା ଏନଜିଓ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସା ଦରମା ବିଲ୍ ପାଇଁ ୱାର୍କ ସାର୍ଟିଫିକେଟରେ ଦସ୍ତଖତ କରିବାକୁ ନେଉଥିଲେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ରହସ୍ୟ ଉନ୍ମୋଚିତ; ମହିଳା ପୁଲିସ ଏସ୍‌ଆଇ ଓ ସାମ୍ବାଦିକ ଗିରଫ

ବଲାଙ୍ଗିର: ବଲାଙ୍ଗିରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ଘଟଣାରେ ଦିନକୁ ଦିନ ନୂଆଁ ନୂଆଁ ତଥ୍ୟ ସାମ୍ନାକୁ ଆସୁଛି । ଅପହରଣରେ ସମ୍ପୃକ୍ତି ଅଭିଯୋଗରେ ବଲାଙ୍ଗିର ପୁଲିସ ସୋମବାର ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ କ୍ଷିତିଶଙ୍କ ଭଉଣୀ ମହିଳା ପୁଲିସ ଏସ୍‌ଆଇ…

ବନ୍ୟା ପରିଦର୍ଶନ ବେଳେ ନଦୀ ମଝିରେ ଅଟକିଲା ବିଧାୟକଙ୍କ ବୋଟ୍‌

ଭଦ୍ରକ:ଭଦ୍ରକ ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଉଥିବା ବୋଟ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଅଧାବାଟରେ ପ୍ରାୟ ୧୦ ମିନିଟ୍‌ ଧରି ବୋଟ୍‌ଟି ଅଟକି ରହିଥିଲା। ତିହିଡି ବ୍ଲକ ଓରାଳୀ ଠାରେ ବୋଟ୍‌ରେ ବିଧାୟକ ଲିକୁ ସାହୁ, ଆକାଶ ଦାସ ନାୟକଙ୍କ ସମେତ ଅନ୍ୟ ୮ ଜଣ…

ବନ୍ୟା ସ୍ଥିତି ପାଇଁ ଯାଜପୁରରେ ଆସନ୍ତାକାଲି ସ୍କୁଲ ଛୁଟି

ଯାଜପୁର:ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ମଧ୍ୟ ବନ୍ଦ ରହିବ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା…

୪୨ ଲକ୍ଷର ଧାନକିଣା ଅନିୟମିତତା: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ

ବଲାଙ୍ଗିର: ଧାନ କିଣାରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଅଭିଯୋଗରେ ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ। ବଲାଙ୍ଗିର ଜିଲ୍ଲାର ତୁଷୁରା ଓ ଘୁନା ପ୍ୟାକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ୨୦୧୪-୧୫ ଖରିଫ ଋତୁରେ ଧାନ କିଣା ସମୟରେ…

ଦ୍ୱିତୀୟ ଦିବସରେ ଅହୋରାତ୍ର ଧାରଣା: ଶିକ୍ଷକ କର୍ମଚାରୀମାନଙ୍କ ପ୍ରତିଶ୍ରୁତି ଦାବି କଲା ସମନ୍ୱୟ ସମିତି

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତାର ୮ଟି ସାମିଲ ସଂଗଠନ ଯଥା- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଅଲୋଷ୍ଟା), ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ,…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ: ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ରଙ୍କୁ ବଡ଼ ଦାୟିତ୍ଵ

ନୂଆଦିଲ୍ଲୀ: ବିଜେପି ସଭାପତି ନୀତିନ ନବୀନ ନୂଆ ଟିମ୍ ଘୋଷଣା କରିଛନ୍ତି। ବୈଜୟନ୍ତ ପଣ୍ଡାକୁ ପୁଣିଥରେ ବଡ଼ ଦାୟିତ୍ଵ ମିଳିଛି। ବୈଜୟନ୍ତଙ୍କୁ ଉପ-ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିଭଳି ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ସଂଯୋଜକ ଭାବରେ ନିଯୁକ୍ତି ମିଳିଛି। ସ୍ମୃତି…

ଋଷ ସହିତ ଉତ୍ତେଜନା ମଧ୍ୟରେ ଭାରତ ଗସ୍ତରେ ଆସିବେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦୀୟ କୁରିଲ ଦ୍ୱୀପକୁ ଭ୍ଲାଦିମିର ପୁଟିନଙ୍କ ଗସ୍ତ ଏବଂ ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପରେ ଋଷ ସହିତ ସମ୍ପ୍ରତି ଉତ୍ତେଜନା ମଧ୍ୟରେ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ଖୁବ୍ ଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛନ୍ତି। ସିଞ୍ଜିରୋ…

ଆସନ୍ତାକାଲି ରାଉରକେଲା–ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର: ଲିଙ୍କ୍ ଟ୍ରେନ ବିଳମ୍ବ ହେବା କାରଣରୁ ଟ୍ରେନ ନମ୍ବର ୨୨୮୪୦ ଭୁବନେଶ୍ୱର–ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ୍ ୧୮ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ। ସେହିପରି, ଟ୍ରେନ ନମ୍ବର ୨୨୮୩୯ ରାଉରକେଲା–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ୧୮ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।…