Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଏସ୍ ଆଇ ଆର୍ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ
ନୟାଗଡ଼ (୧୮/୮) :ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷରେ ବିଡ଼ିଓ ସୁଶ୍ରୀ ପ୍ରିତିବାଳା ରଣାଙ୍କ ଅଧ୍ୟକ୍ଷତାରେ ଆଜି ନୟାଗଡ଼ ନିର୍ବାଚନ ମଣ୍ଡଳୀର ୧୧୨ ଟି ବୁଥ୍ ସ୍ତରୀୟ ଅଧିକାରୀ,ବୁଥ୍ ସ୍ତରୀୟ ଏଜେଣ୍ଟ୍ ଓ ସୁପରଭାଇଜର ମାନଙ୍କୁ ନେଇ ଦୁଇଟି ଫେଜ୍ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ…
ରୂପା ଦାଶଙ୍କ ଦ୍ୱାରା ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା
ଭୁବନେଶ୍ୱର, ତା ୧୮.୦୮ ରିଖ ; ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ଓଡ଼ିଶାର କେତେକ ବିଦ୍ୟାଳୟରେ ବାଳିକା ମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ…
ରାୟଗଡ଼ାରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ ପର୍ଦ୍ଦାଫାସ, ୧୨ ଗିରଫ କାର୍, ବାଇକ୍ ସହ ସୁନା-ରୂପା ଅଳଙ୍କାର ଓ ଚୋରି…
ରାୟଗଡ଼ା,( ଭି ଗୌରୀଶଙ୍କର ରାଓ):ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ସିରିଜ୍ ଚୋରି ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ରାୟଗଡ଼ା ପୋଲିସ। ଏକ ସୁସଂଗଠିତ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ୍ର ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ଦାମୀ କାର୍, ବାଇକ୍, ସୁନା-ରୂପା…
ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ ।
ମୋହନା,୧୮।୮(ମନୋଜ କୁମାର ପାଢୀ): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲରେ। ଅଡବା ପୋଲିସ ବିଶେଷ ସୂତ୍ରରୁ ଖବରପାଇ ଆଟାପଡ଼ା ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଗଞ୍ଜେଇ…
*ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ପାଳିତ ।
ଗଜପତି,୧୭.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଡମ୍ବାଳ ଗ୍ରାମପଞ୍ଚାୟତର ସିଣ୍ଡବା ଛକସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦୦ତମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।ଶ୍ରୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ…
*ବରିଷ୍ଠ ପ୍ରଶାସକ ସଂଗ୍ରାମ ମହାପାତ୍ରଙ୍କ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣ “ଜୀବନ…
ଗଜପତି,୧.୭(ମନୋଜ ପାଢ଼ୀ)-: ବରିଷ୍ଠ ପ୍ରଶାସକ ତଥା ଲେଖକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜୀବନ ସଂଘର୍ଷ, ଅନୁଭୂତି ଓ କର୍ମମୟ ଜୀବନକୁ ଆଧାର କରି ରଚିତ ‘ଗଳ୍ପ ସମଗ୍ର’ ପୁସ୍ତକର ଅନୁବାଦିତ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତିର…
*ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଧରାପଡିଲେ ଚାରି ଜଣ ।
ଗଜପତି,୧୭.୮(ମନୋଜ ପାଢ଼ୀ) :-ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ସହରର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ହୋଇଥିଲା।…
*ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରାହୁଲ ଓ ସୋନିଆଙ୍କ ବିରୋଧରେ ବିକ୍ଷୋଭ।
ଗଜପତି,୧୭.୮(ମନୋଜ ପାଢ଼ୀ) :-ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସମୟରେ କଂଗ୍ରେସ ନେତା ରାହୁଲ ଓ ସୋନିଆଙ୍କ ଅସମ୍ମାନ ଅଭିଯୋଗରେ ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା କଙ୍ଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା
ଗଜପତି,୧୭.୮(ମନୋଜ ପାଢ଼ୀ)-: ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ ଝିଅର ଚିକିତ୍ସା ଅବହେଳାକୁ ନେଇ ଆରମ୍ଭ ହୋଇଥିବା ବଚସାରୁ ନିଜ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି
ଗଜପତି, ତା.୧୭.୦୮.୨୦୨୬(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ,…