Browsing Category

ଓଡିଶା

*ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିର୍ବାଚନୀ ସାକ୍ଷରତା କାର୍ଯ୍ୟକ୍ରମ ।

ଗଜପତି, ୧୮.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସନ୍ନିକଟ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭ ବର୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇଁ ନିର୍ବାଚନୀ ସାକ୍ଷରତା କ୍ଲବ,ଏସଆଇଆର -୨୦୨୬, ଯୁବ ରେଡକ୍ରସର ମିଳିତ ଆନକୂଲ୍ୟରେ ଏକ ନିର୍ବାଚନୀ ସାକ୍ଷରତା…

ଫାଶୀଦଣ୍ଡର ବିକଳ୍ପ ପଦ୍ଧତିକୁ ଖାରଜ କଲେ ସୁପ୍ରିମ କୋର୍ଟ: କେନ୍ଦ୍ରକୁ ଦେଲେ ଏହି ପରାମର୍ଶ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ମୃତ୍ୟୁଦଣ୍ଡ ପାଇଁ ଫାଶୀଦଣ୍ଡର ଏକ ବିକଳ୍ପ ପଦ୍ଧତି ପାଇଁ ଏକ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ଏହି ମାମଲାକୁ କେନ୍ଦ୍ର ସରକାରଙ୍କ ଉପରେ ଛାଡି ଦେଇଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି ଯେ, ବିଶେଷଜ୍ଞଙ୍କ ସହାୟତାରେ କେନ୍ଦ୍ର ସରକାର ମୃତ୍ୟୁଦଣ୍ଡର ଏକ କମ୍…

କେରଳ ହେଲା କେରଳମ୍ ; ନାମ ପରିବର୍ତ୍ତନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : କେରଳ ନାମ ପରିବର୍ତ୍ତନ ବିଲକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ଏହା ଆଇନରେ ପରିଣତ ହୋଇଛି। ଏଥର କେରଳକୁ ‘କେରଳମ୍’ କୁହାଯିବ। ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ଗୃହୀତ ହୋଇଥିଲା। ଏହା ଦିନକ ପରେ ରାଜ୍ୟସଭାରେ ବିଲକୁ…

ହଜାରେ କୋଟିର ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ହଜାରେ କୋଟିର ବନ୍ୟା ପ୍ୟାକେଜ୍ ଘୋଷଣା କରିଛନ୍ତି। ଲୋକସେବା ଭବନରେ ଆଜି ସମୀକ୍ଷା ବୈଠକ ହେବା ପରେ ଏହି ଘୋଷଣା କରାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ,…

୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ

ଜୟପୁର: ପତ୍ନୀଙ୍କ ଅନୁସୂଚିତ ଜାତି ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ସୂରଜ ବାଲା ମଙ୍ଗଳବାର ଭିଜିଲାନ୍ସ ଜାଲରେ ଫସିଛନ୍ତି। ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ…

ଡିଜିପି ନିଯୁକ୍ତି ପ୍ରସଙ୍ଗ; ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର।…

ବାଙ୍ଗିରିପୋଷି–ରୂପସା ରେଳପଥରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ବାଲେଶ୍ଵର, ୧୮/୮(କୃଷ୍ଣ କୁମାର ମହାନ୍ତି): ଲଗାଣ ବର୍ଷା ଯୋଗୁଁ ବାଙ୍ଗିରିପୋଷି–ରୂପସା ରେଳପଥର ଭଞ୍ଜପୁର–ବେତନଟୀ ମଧ୍ୟରେ ରେଳଧାରଣା ତଳୁ ମାଟି ଧୋଇଯିବା ପରେ ଖରଗପୁର ଡିଭିଜନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ରେଳପଥର ସୁରକ୍ଷା ଓ ସ୍ଥିରତା…

ସମାଜସେବୀ ଓ ଚାଷୀ ସଂଗଠକ ଦୟାନିଧି ପରିଡ଼ାଙ୍କ ପରଲୋକ

ବାଲେଶ୍ଵର, ୧୮/୮(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମର ବିଶିଷ୍ଟ ସମାଜସେବୀ, ସରକାରଙ୍କ ଦ୍ୱାରା ସମ୍ମାନିତ ଉତ୍ତମ ଚାଷୀ ତଥା ଚାଷୀ ସଂଗଠକ ଦୟାନିଧି ପରିଡ଼ାଙ୍କର ପରଲୋକ ଘଟିଛି। ନିମୋନିଆରେ ପୀଡ଼ିତ ହୋଇ ସେ ଗତ ୨୧ ଦିନ ଧରି ଭୁବନେଶ୍ୱରସ୍ଥିତ ଏମ୍ସରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଲା ଆଇସିଆଇଆଇସିସି- ୨୦୨୬ ସମ୍ମିଳନୀ : ସ୍ୱାସ୍ଥ୍ୟସେବା ଓ ନିଦାନରେ ଏଆଇ…

ଭୁବନେଶ୍ୱର, ୧୭/୦୮ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଆପ୍ଲିକେସନ୍ସ ବିଭାଗ ପକ୍ଷରୁ ‘ସ୍ୱାସ୍ଥ୍ୟସେବା ଓ ନିଦାନ କ୍ଷେତ୍ରରେ ଏଆଇର ଭୂମିକା’ ବିଷୟବସ୍ତୁକୁ ନେଇ ଦ୍ୱିତୀୟ ଆନ୍ତର୍ଜାତୀୟ ସମ୍ମିଳନୀ ‘ଇନୋଭେସନ୍ସ ଇନ୍ ଇଣ୍ଟେଲିଜେଣ୍ଟ କମ୍ପ୍ୟୁଟିଂ…

ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ୍ ପକ୍ଷରୁ ସମଗ୍ର ଓଡ଼ିଶାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବାଲେଶ୍ୱର, ୧୭/୦୮ (କୃଷ୍ଣ କୁମାର ମହାନ୍ତି): ମାନବାଧିକାର ଓ ସାମାଜିକ କଲ୍ୟାଣ କ୍ଷେତ୍ରରେ କାର୍ଯ୍ୟରତ ପ୍ରମୁଖ ଅଣ-ସରକାରୀ ସଂଗଠନ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ୍ (ସିଏଚଆରସି), ଓଡ଼ିଶା ପକ୍ଷରୁ ଭୁବନେଶ୍ୱରସ୍ଥିତ ସାବିତ୍ରୀ ଦେବୀ ଚାରିଟେବଲ୍ ଟ୍ରଷ୍ଟର ସହଯୋଗରେ ସମଗ୍ର ଓଡ଼ିଶାର…