Browsing Category

ଓଡିଶା

ବିଏମସି ବୈଠକ: ବଢ଼ିଲା ମେୟର, ଡେପୁଟି ମେୟର ଓ କର୍ପୋରେଟରଙ୍କ ଭତ୍ତା, ଜାଗା ମିଶନକୁ ନେଇ ହୋହାଲ୍ଲା କଲା ବିଜେପି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ମେୟର, ଡେପୁଟି ମେୟର ଓ କର୍ପୋରେଟରମାନଙ୍କର ବୈଠକ ଭତ୍ତା ବୃଦ୍ଧି କରାଯାଇଛି। କର୍ପୋରେସନ ବୈଠକ ପାଇଁ ମେୟର ଭତ୍ତା ହେଲା ୫୦ ହଜାର ରଖାଯାଇଥିବାବେଳେ ଡେପୁଟି ମେୟର ପାଇବେ ୨୫ ହଜାର ଟଙ୍କା। ଏନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି…

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଗଡିବ ଯାତ୍ରିବାହୀ ଟ୍ରେନ

କେନ୍ଦୁଝର: କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ ଚଳାଚଳ ଦାବିରେ ଜିଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ ହୋଇ ଆସୁଥିଲା। ଜିଲାଦେଇ ଯାଇଥିବା ରେଳପଥର ଦୋହରୀକରଣ ଶେଷହେବା ପରେ କେନ୍ଦୁଝର ଦେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରିବାହୀ ଟ୍ରେନ…

ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେଲା ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ

ବାଲେଶ୍ୱର ,୨୩/୦୨(କୃଷ୍ଣ କୁମାର ମହାନ୍ତି) ଫକୀର ମୋହନ ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନିର୍ଦ୍ଦେଶକ୍ରମେ ପିଏଫ୍ଏମ୍ଏସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବାଲେଶ୍ୱରରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲେଶ୍ୱର, ତା: ୨୨/୦୨:(କୃଷ୍ଣ କୁମାର ମହାନ୍ତି) ଓଡ଼ିଶା ସରକାରଙ୍କର ଅନ୍ୟତମ ଲୋକାଭିମୁଖୀ ଯୋଜନା ଲକ୍ଷ୍ମୀ ବସ୍ ସେବାରେ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲା। ଗତକାଲି ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ଲୋକାର୍ପଣ କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ…

ଛାତ୍ରଛାତ୍ରୀଙ୍କୁ ସରପଞ୍ଚଙ୍କ ନିଆରା ଭେଟି

ଓଡ଼ଗାଁ,୨୩/୦୨(ନି.ପ୍ର):ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ ବିଜନ୍ ପାଇକରାୟ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କୁ କେତେ ଯେ ଭଲପାଆନ୍ତି ତା'ର ଏକ ନମୁନା ଦେଖିବାକୁ ମିଳିଛି ସ୍ଥାନୀୟ ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋରଠାରେ।ଗତ ଓଡ଼ଗାଁ ମହୋତ୍ସବରେ ଉକ୍ତ…

ଅନ୍ତର୍ଜାତିୟ ମାତୃଭାଷା ଦିବସ ଅନୁଷ୍ଠିତ l

କଲିକତା (21/2) :ଅନ୍ତର୍ଜାତିୟ ମାତୃଭାଷା ଦିବସ ଉପଲକ୍ଷ୍ଯେ ରାମନଗର କଲେଜ ସହ ବାଲିସାହି, ପୂର୍ବ ମେଦିନୀପୁର, ପଶ୍ଚିମ ବଙ୍ଗର ଶ୍ରେୟଶୀ ସାହିତ୍ୟ ପରିବାରର ବଳିଷ୍ଠ ଉଦ୍ୟମରେ ଏକ ସ୍ବତନ୍ତ୍ର ଆଲୋଚନା ,ପୁସ୍ତକ ଉନ୍ମୋଚନ ଏବଂ ବହୁଭାଷୀ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ…

ବିଶ୍ୱ ଦକ୍ଷତା କେନ୍ଦ୍ରରୁ ‘ଓଡ଼ିଆ ବ୍ରାଇଡାଲ ମେକ୍‌ଅପ୍’ ତାଲିମ ନେଇ ବାହାରିଲେ ୩୦ ଜଣ ଏସ୍ଏଚ୍‌ଜି ମହିଳା

ଭୁୁବନେଶ୍ୱର: ବର୍ତ୍ତମାନ ବ୍ୟୁଟି, ମେକ୍ଅପ୍ ଓ ଫେସିଆଲ ଆଦି ସେବା କ୍ଷେତ୍ରରେ ଚାହିଦା ବଢୁଛି। ତେଣୁ ଏ ଦିଗରେ ଏସ୍ଏଚ୍‌ଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରାଯାଉଛି। ମିସନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ…

ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଆଇଏମଆଇ, ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ

ବାଲେଶ୍ଵର, ୨୨/୦୨(କୃଷ୍ଣ କୁମାର ମହାନ୍ତି) ଫକୀରମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ବର ଏବଂ ଇନ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର କ୍ୟାମ୍ପସରେ ପାରସ୍ପରିକ ସମନ୍ଵିତ ବିକାଶ ସହ ଅନୁସନ୍ଧାନ, ସହଯୋଗ ଏବଂ ତାଲିମ ପାଇଁ ଏକ ଏମଓୟୁ ସ୍ୱାକ୍ଷର ହୋଇଯାଇଛି। ଫକୀରମୋହନ…

ଲାଞ୍ଜିଗଡ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ର ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଗୁରୁବାର ପ୍ରଥମ ଦିନରେ ମଣ୍ଡଳା କରଣ, ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ ସହିତ…