Browsing Category

ଓଡିଶା

ଲଗାଣ ବର୍ଷାରେ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ।

ଗଜପତି (ମନୋଜ ପାଢ଼ୀ) ; ଗଜପତି ଜିଲ୍ଲା ରେ ଲଗାଣ ବର୍ଷା ଯୋଗୁଁ ପାରଳାଖେମୁଣ୍ଡି ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳ ପରିଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ। ସହରର ମୋକାତୋଟା ତଳିଆ ଅଞ୍ଚଳରେ…

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

ନୂଆ ଦିଲ୍ଲୀ ତା ୨୫. ୦୮ ରିଖ ; ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ନୂଆଦିଲ୍ଲୀର କାଲକା ପବ୍ଲିକ ସ୍କୁଲ ଠାରେ ବାଳିକା ମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ ଏକ…

ପ୍ରସ୍ତାବିତ ଆଣବିକ ପ୍ରକଳ୍ପ ପ୍ରତିବାଦରେ ଜନସାଧାରଣଙ୍କ ଶକ୍ତି ପ୍ରଦର୍ଶନ

ନବରଙ୍ଗପୁର, ୨୫/୮ (ଶେଖର ଖୁରା ) — ତେନ୍ତୁଳୀଖୁଣ୍ଟି ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ପ୍ରକଳ୍ପକୁ ବାତିଲ କରିବା ଦାବିରେ ମଙ୍ଗଳବାର ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳର ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ଶତାଧିକ ଲୋକ ନବରଙ୍ଗପୁର ସହରର ରାଜରାସ୍ତାକୁ…

ଚୋରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଏକ ବର୍ଷ କାରାଦଣ୍ଡ

ନବରଙ୍ଗପୁର, ୨୫/୦୮/୨୦୨୬ (ଶେଖର ଖୁରା): ଏକ ଚୋରି ମାମଲାର ବିଚାର କରି ନବରଙ୍ଗପୁରର ମାନ୍ୟବର ଉପଖଣ୍ଡୀୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଦୁଇ ଅଭିଯୁକ୍ତ ବନସିଂ ବିନ୍ଧାଣୀ ଓ ନରହରି ବିନ୍ଧାଣୀଙ୍କୁ ଏକ ବର୍ଷ କାରାଦଣ୍ଡ ସହ ୧,୦୦୦ ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ…

ହାତୀବାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ତଦନ୍ତ ସହ ବଦଳି ଦାବି କଲେ ଗ୍ରାମବାସୀ

କୋରାପୁଟ/ନନ୍ଦପୁର: 25/8 କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ - ହାତୀବାରି ଗ୍ରାମପଞ୍ଚାୟତ ଅଞ୍ଚଳରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହାତୀବାରିର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବିଭିନ୍ନ ଗୁରୁତର ଅଭିଯୋଗ ଆଣି କୋରାପୁଟ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦିଆଯାଇଥିବା…

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା। ଏଥିପାଇଁ ପରୀକ୍ଷାର୍ଥୀମାନେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଠାରୁ ଆଡମିଟ୍ କାର୍ଡ ହାସଲ କରିପାରିବେ। ଆଡମିଟ୍ କାର୍ଡ ସୋମବାର ଠାରୁ ଉପଲବ୍ଧ ହେବାର ଥିଲା। କିନ୍ତୁ ନ୍ୟାଶନାଲ ଏକ୍ସାମିନେସନ୍ସ ଇନ ମେଡିକାଲ…

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପାଳନ ଅବସରରେ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ବୃହତ୍ ଯୁବ ଭାଗିଦାରୀ ପଦକ୍ଷେପ ‘ଖେଲୋ ଇଣ୍ଡିଆ ଡାଏଲଗ୍ – ଖେଲ୍ କି ବାତ୍, ପ୍ରଧାନମନ୍ତ୍ରୀ ମୋଦୀ କେ ସାଥ୍’ ଆୟୋଜିତ ହେବ। ଏହି ପଦକ୍ଷେପ ଅଧୀନରେ ଦେଶର ୧,୫୦୦ରୁ ଅଧିକ ସ୍ଥାନରେ ଯୁବବର୍ଗ,…

ଆଜି ପାଟନାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଛାତ୍ରଛାତ୍ରୀ

ପାଟନା: ଆଜି ସକାଳ ୧୧ଟାରେ ପାଟନାର ଗାନ୍ଧୀ ମଇଦାନରୁ ABSUର ପଦଯାତ୍ରା ଆରମ୍ଭ ହେବ। ସଂଗଠନଟି ଏକ ସପ୍ତାହ ଧରି ଗର୍ଦ୍ଦାନିବାଗରେ ପ୍ରତିବାଦ କରିଆସୁଛି ଏବଂ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। RYA, SSAI ଏବଂ ଛାତ୍ର ଯୁବ ସଂଘର୍ଷ ମୋର୍ଚ୍ଚା ସମେତ…