Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୁଣି ବଢୁଛି ବ୍ରାହ୍ମଣୀ : ଦୁର୍ବଳ ନଦୀ ବନ୍ଧରେ ଘାଇ ଆଶଙ୍କା ! ଲୋକମାନେ ଆତଙ୍କିତ
ପଟ୍ଟାମୁଣ୍ଡାଇ ୨୬/୮: ବ୍ରାହ୍ମଣୀ ଓ କାଣୀ ନଦୀରେ ୩ୟ ବନ୍ୟା ସାମାନ୍ୟ ହ୍ରାସ ପାଇବା ପରେ ବିପନ୍ନମାନେ ସାମାନ୍ୟ ଆଶ୍ୱସ୍ତ ହୋଇଥିଲେ Iବନ୍ୟା ଜଳ ପତ୍ତନ ଦିନକୁ ଦିନ ବଢୁଥିବାରୁ ଦୁର୍ବଳ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି I ଘାଇ ହେବା ଚର୍ଚ୍ଚା ଚାଲିଥିବାରୁ ଲୋକମାନେ…
ସେବାର ମୂର୍ତ୍ତିମନ୍ତ ବିଗ୍ରହ ମଦର ଟେରେସା
ସେବାର ମୂର୍ତ୍ତିମନ୍ତ ବିଗ୍ରହ
ମଦର ଟେରେସା
-----------------
ଆଜି ଜନ୍ମ ଦିବସରେ ମନେ ପଡ଼ନ୍ତି ସେବା ଏବଂ ତ୍ୟାଗର ମୂର୍ତ୍ତିମନ୍ତବିଗ୍ରହ ମଦର ଟେରେସା l ନର ନାରାୟଣ ସେବାରେ ଉତ୍ସର୍ଗ ହୋଇଥିଲା ତାଙ୍କର ସମଗ୍ର ଜୀବନ l କୁଷ୍ଠରୋଗୀ ଓ ଅନାଥଙ୍କ ସେବା କରି ସେ ଅନ୍ୟମାନଙ୍କ ପାଇଁ…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ
ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ôଥକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା,…
ପ୍ରସଙ୍ଗରେ ଚୀନକୁ ଜବାବ ଦେଲେ ଡୋଭାଲ!: ଜାଣନ୍ତୁ କ’ଣ ହେଲା ଆଲୋଚନା?
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ଚୀନ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଭାରତ-ଚୀନ୍ ସମ୍ପର୍କ ସ୍ୱାଭାବିକ ହେବାକୁ ଯାଉଛି। ଡୋଭାଲ ମଙ୍ଗଳବାର (ଅଗଷ୍ଟ ୨୫) ଚୀନରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ କରିଥିଲେ।…
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ;କଟକ ଜିଲ୍ଲାପାଳ
କଟକ:ଚଳିତବର୍ଷ କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା ଆୟୋଜନ କରାଯିବ। ଚଳିତବର୍ଷ ନଭେମ୍ବର…
ଦିନ ଦ୍ୱିପ୍ରହରେ ଜେଲ୍ ୱାର୍ଡେନ୍ଙ୍କୁ ଭୁଜାଲିରେ ଆକ୍ରମଣ
ସୋର: ଡ୍ୟୁଟି ସାରି ଘରକୁ ଫେରୁଥିବା ସୋର ଉପକାରାଗାରର ୱାର୍ଡେନ୍ ସୁରେନ୍ଦ୍ର ସାମଲଙ୍କୁ ଦିନ ଦ୍ୱିପ୍ରହରେ ଭୁଜାଲିରେ ଆକ୍ରମଣ କରାଯାଇଛି। ମାଣତ୍ରୀ ଛକ ବଳିବାଡ଼ ନିକଟରେ ଏହି ଆକ୍ରମଣ ଘଟିଥିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଘଟଣା ଘଟାଇଥିବା ଜଣାପଡ଼ିଛି।
ସୂଚନା…
ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ଓଡ଼ିଶା ସରକାର ମଙ୍ଗଳବାର ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଥିବା ସଂଜୟ ବିଶ୍ୱାଳଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ…
ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା…
ଗଜପତି,୨୬.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା ତାଲିମ” କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଶ୍ରେଣୀ ଗୃହ ପରିସରରେ…
ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ବିଧାୟକ।
ଗଜପତି (ମନୋଜ ପାଢ଼ୀ)-:ଦୀର୍ଘଦିନର ଦାବି ପୂରଣ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
କଲିକତାର ଦୁର୍ଗା ପୂଜା ମଣ୍ଡପରେ ଝଲସିବ ବାଲେଶ୍ୱରର କଳା ସଂସ୍କୃତି
ବାଲେଶ୍ଵର,୨୬/୮(କୃଷ୍ଣ କୁମାର ମହାନ୍ତି) : ସମଗ୍ର ପଶ୍ଚିମ ବଙ୍ଗ ଅକ୍ଟୋବର ରୁ ୨୧ ତାରିଖ ପର୍ଯ୍ୟନ୍ତ ଶାରଦୀୟ ଦୁର୍ଗୋତ୍ସବରେ ମାଆ ଦୁର୍ଗାଙ୍କୁ ଆବାହନ କରିବା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଚଳିତ ବର୍ଷ କଲିକତାର ବେହାଲାରେ ଥିବା 'ବଡ଼ିଶା ଶକ୍ତି ସଂଘ' ତାର ରୌପ୍ୟ ଜୟନ୍ତୀ…