Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ..
ଗଜପତି,୨୬.୮(ମନୋଜ ପାଢ଼ୀ)-: ଗଜପତି—ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ, ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବାକୁ ମନୋନୀତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ” ନେସନାଲ…
୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।
ମୋହନା,୨୬।୮(ମନୋଜ ପାଢ଼ୀ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ପୁଣି ଥରେ ମୋହନା ପୋଲିସ ଜଙ୍ଗଲର ନିଛାଟିଆ ସ୍ଥାନରୁ ଶହେ କିଲୋ ଗଞ୍ଜେଇ ଜବତ…
ଅନ୍ତର୍ଜାତୀୟ ପତ୍ରିକାରେ କବି କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତା ଉପରେ ଗବେଷଣାମୂଳକ ପ୍ରବନ୍ଧ ଲେଖି ସମ୍ମାନିତ…
ବାଲେଶ୍ୱର, ଅଗଷ୍ଟ ୨୬: ବିଶିଷ୍ଟ କବି ଓ ଲେଖକ କୃଷ୍ଣ କୁମାର ମହାନ୍ତିଙ୍କ ‘ଦେଶ’ କବିତାକୁ ନେଇ ଏକ ଗବେଷଣାମୂଳକ ଓ ସମାଲୋଚନାତ୍ମକ ପ୍ରବନ୍ଧ ଅନ୍ତର୍ଜାତୀୟ ପତ୍ରିକା 'ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଆଡଭାନସଡ ମଲଟିଡିସିପ୍ଲିନାରି ରିସର୍ଚ୍ଚ ଆଣ୍ଡ୍ ଏଜୁକେଶନାଲ୍ ଡେଭେଲପମେଣ୍ଟ'…
ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ଛାତ୍ରୀଙ୍କ ପାଇଁ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ
ଭୁବନେଶ୍ୱର, ୨୬ ଅଗଷ୍ଟ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକୋତ୍ତର ଛାତ୍ରୀମାନଙ୍କ ପାଇଁ ଅଗଷ୍ଟ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ୬ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି।…
କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ
ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ଏଣିକି ଡିଜିଟାଲ୍ ମାଧ୍ୟମରେ ରେକର୍ଡ ଓ ଯାଞ୍ଚ ହେବ ଉପସ୍ଥାନ। ଏଥିପାଇଁ HIMS ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର…
୫୦ ହଜାର ଝିଅଙ୍କୁ ମିଳିବ ସ୍କୁଟି: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ: ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନାର ଶୁଭାରମ୍ଭ ଏବଂ ଲକ୍ଷ୍ନୌରେ ସ୍ୱତନ୍ତ୍ର ବସ୍ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ସ୍ନାତକ…
ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା
ନୂଆଦିଲ୍ଲୀ: “କକ୍ରୋଚ ଜନତା ପାର୍ଟି” ପୁଣି ଥରେ ଦିଲ୍ଲୀରେ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ୫ ତାରିଖରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଘୋଷଣା କରାଯାଇଛି। ଏହା ପୂର୍ବରୁ CJP ସରକାରଙ୍କୁ ଆଉ ଏକ ଚେତାବନୀ ଦେଇଛି। ଏଥିରେ କୁହାଯାଇଛି ଯେ, ସମସ୍ତ ଦାବି ପୂରଣ ହେବା ନିଶ୍ଚିତ…
ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ଖାଦ୍ୟ
ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବଡ଼ ଖବର। ସ୍ୱର୍ଣ୍ଣଜୟନ୍ତୀ ରାଜଧାନୀ ଏକ୍ସପ୍ରେସକୁ ଖାଦ୍ୟ ଯୋଗାଣ କରୁଥିବା ବେସ୍ ରୋଷେଇ ଘରେ ଏକ ସ୍ୱତନ୍ତ୍ର ରେଳବାଇ ଦଳ ଅଚାନକ ଚଢାଉ କରିଥିଲା। ଯାଞ୍ଚ ସମୟରେ ହଳଦୀରାମର ପୋହା ଏବଂ ଉପମା ସମେତ ବହୁ ପରିମାଣରେ…
କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର ଉଦୀୟମାନ…
ପଟ୍ଟାମୁଣ୍ଡାଇରେ ଇଦ-ମିଲାଦୁନ ନଵି ପାଳିତ
ପଟ୍ଟାମୁଣ୍ଡାଇ ତା ୨୬/୮: ଇସଲାମ ଧର୍ମ ଗୁରୁ ପ୍ରପେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମ ଦିବସକୁ ପଟ୍ଟାମୁଣ୍ଡାଇ ଅଂଚଳର ମୁସଲମାନମାନେ ଇଦ ମିଲାଦୁନ ନଵି ଭାବେ ପାଳନ କରିଛନ୍ତି I ଏହି ଉପଲକ୍ଷେ ମୁସଲମାନ ଭାଇମାନେ ବିଭିନ୍ନ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ମଦ୍ରାସା ଠାରେ ପହଂଚି…