Browsing Category

ଓଡିଶା

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

ଭୁବନେଶ୍ଵର: ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ବାଚସ୍ପତି ଜଣାଇଛନ୍ତି ଯେ, ସ୍ବର୍ଗତ ସାହୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହେବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଅଟେ। ପଦ୍ମପୁର ଅଂଚଳର…

ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍, ଟ୍ରେନି ପାଇଲଟ ଓ ଇନଷ୍ଟ୍ରକ୍ଟରଙ୍କ ମୃତ୍ୟୁ

କାନପୁର : ଉତ୍ତର ପ୍ରଦେଶର କାନପୁରରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା। ଗଙ୍ଗା ବ୍ୟାରେଜ୍ ନିକଟରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍ ହୋଇଥିବା ବେଳେ ଏଥିରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଦୁଇ ଇଞ୍ଜିନ ବିଶିଷ୍ଟ ଏହି ତାଲିମ ବିମାନରେ ମୋଟ ଚାରିଟି ସିଟ୍ ଥିଲା।…

୩ରୁ ମାଲକାନଗିରି-ଭୁବନେଶ୍ୱର ବିମାନ ସେବା

ମାଲକାନଗିରି: ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନ ଧରି ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଏବେ ଦ୍ରୁତ ଯୋଗାଯୋଗର ନୂଆ ଯୁଗକୁ ପ୍ରବେଶ କରିବାକୁ ଯାଉଛି। ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରି-ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ନେଇ ସୂଚନା…

ସାମାଜିକ ସଂଗଠନ ‘ମାସ୍’ ପକ୍ଷରୁ ପାଳିତ ହେଲା ପ୍ରାକ୍ ରକ୍ଷାବନ୍ଧନ

ବାଲେଶ୍ବର, ୨୭/୮(କୃଷ୍ଣ କୁମାର ମହାନ୍ତି): ପ୍ରତିଟି ପିଲା ପାଖରେ ପ୍ରତିଭା ଏବଂ ଆଗକୁ ବଢିବାର କ୍ଷମତା ଭରପୂର ଥାଏ। ଅନୁକୂଳ ପରିବେଶ, ପରିସ୍ଥିତି ତଥା ଉପଯୁକ୍ତ ଲାଳନପାଳନ ଓ ସୁଯୋଗର ସୁବ୍ୟବସ୍ଥା ଅନୁସାରେ ହିଁ ଜଣେ ଆଗକୁ ଯିବାରେ ସମର୍ଥ ହୋଇଥାଏ। ବାପାମାଆଙ୍କର ଭୂମିକା ମଧ୍ୟ ଏ…

ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ଼ ଚଢ଼ାଉ, ବିପୁଳ ସୁନା-ରୁପା ଜବତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁରେ ବଲାଙ୍ଗୀର ପୁଲିସର ବଡ ଧରଣର ଚଢାଉ କରିଛି। ବିଭିନ୍ନ ଜିଲ୍ଲାରେ ଘଟିଥିବା ଏକାଧିକ ଚୋରି ମାମଲାର ତଦନ୍ତ ବେଳେ ଏହି ଚଢ଼ାଉ କରି ବିପୁଳ ପରିମାଣର ସୁନା ଓ ରୁପା ସାମଗ୍ରୀ ଜବତ କରିଛି ପୁଲିସ।…

ବିହାରରୁ ପ୍ରକାଶ ପାଶ୍ୱାନ ଗିରଫ

ରାଉରକେଲା: ପାନପୋଷ ସର୍କିଟ ହାଉସ୍‌‌ରୁ ବନ୍ଧୁକ ଜବତ ଓ ଅପରାଧୀ ସଂଗଠିତ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରକାଶ ପାଶ୍ୱାନ ପୁଲିସ ପଞ୍ଝାରେ ପଡ଼ିଥିବା ସୂଚନା ମିଳିଛି। ବିହାର ସମସ୍ତିପୁରରେ ସେ ଆତ୍ମଗୋପନ କରିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଧରିଥିବା ଚର୍ଚ୍ଚା ହେଉଛି। ମାତ୍ର ପୁଲିସ ଏ…

ସକ୍ଷମ ଦ୍ୱାରା ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜନ

ଭୁବନେଶ୍ୱର, ୨୭ା୦୮: ସକ୍ଷମ ଓଡ଼ିଶା ପୂର୍ବ ପକ୍ଷରୁ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ଏକ ବୃହତ୍‌ ଦିବ୍ୟାଙ୍ଗ ସଶକ୍ତିକରଣ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ପ୍ରାୟ ୫୦୦ ଜଣ ଅଂଶଗ୍ରହଣ କରିଥିବାବେଳେ ୧୮୨ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକରଣ ବଣ୍ଟନ କରାଯାଇଛି।…

ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ…

ରାୟଗଡା :ମାନ୍ୟବର ଜିଲ୍ଲାପାଳ, ରାୟଗଡା  ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପଜିଲ୍ଲାପାଳ, ରାୟଗଡା  ଶ୍ରୀ ରମେଶ କୁମାର ଜେନାଙ୍କ ନେତୃତ୍ୱରେ ଆଜି ରାୟଗଡା  ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଓ ଅବୈଧ ମଦ ବିରୋଧୀ ଅଭିଯାନ କରାଯାଇଥିଲା।…

ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲାର ଆଦିବାସୀ ଛାତ୍ରଙ୍କ ସଫଳତା ।

ଗଜପତି, 26/8(ମନୋଜ କୁମାର ପାଢୀ):ନିଟ୍ ପରୀକ୍ଷାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଚମ୍ପାସାହି ଗ୍ରାମର ଜଣେ ସାଧାରଣ ଚାଷୀ ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁତ୍ର କାହ୍ନୁ ଭୂୟାଁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ରାୟଗଡ ଆଦର୍ଶ ବିଦ୍ୟାଳୟରୁ +୨ ବିଜ୍ଞାନରେ ପାସ୍ ହୋଇଥିଲେ। ତାଙ୍କର…

ଗଜପତି ଜିଲ୍ଲା ଦୌରାଜଜ କୋୖର୍ଟରୁ ପୁଣି ଏକ ମାମଲାରେ ମାଓନେତା ସବ୍ୟସାଚୀ ନିର୍ଦୋଷରେ ଖଲାସ ।

ଗଜପତି, 26/8(ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଘଟିଥ‌ିବା ଏକ ମାଓବାଦୀ ସମ୍ପର୍କିତ ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି ଗଜପତି ଜିଲ୍ଲା ଦୌରାଜଜ. ସୂଚନା ଅନୁଯାୟୀ, ମୋହନା କେନ୍ଦୁପଡା ପରେଷ୍ଟ ନିକଟରୁ ୧୦ କିମି ଦୂରରେ…