Browsing Category

ଓଡିଶା

ଛଅ ମାସ ମଧ୍ୟରେ ଏକ ଲକ୍ଷ ନିଯୁକ୍ତି: ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ମାୟାବତୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ନିର୍ବାଚନ ପୂର୍ବରୁ ଆଗାମୀ ଛଅ ମାସ ମଧ୍ୟରେ ଏକ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବାକୁ ଘୋଷଣା କରିଛନ୍ତି। ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ ଏହାର ଜବାବ ଦେଇଛନ୍ତି। ସେ ଏହାକୁ ଏକ ବିଳମ୍ବ ପଦକ୍ଷେପ…

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଗୋଟିଏ ଦିନରେ ଦଶ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଘଟଣାର ସୂଚନା ନେଇ ମେଡିକାଲ କଲେଜ ପ୍ରଶାସନଠାରୁ ଏକ ବିସ୍ତୃତ ରିପୋର୍ଟ ମାଗିଛି।…

ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଦାୟିତ୍ୱ ନେଲେ ଡିଆଇଜି ଚରଣ ସିଂହ ମୀନା

ଭୁବନେଶ୍ୱର: ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା ପରେ…

ବନ୍ୟାବିପନ୍ନଙ୍କୁ ଶ୍ରୀରାମ ଫାଉଣ୍ଡେସନର ସହାୟତା

ପଟ୍ଟାମୁଣ୍ଡାଇ ତା ୨୭/୮-ଚଳିତ ବର୍ଷ ବ୍ରାହ୍ମଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନାହିଁ ନଥିବା କ୍ଷତି ଘଟିଥିବାବେଳେ ନଦୀ ନାଳ ଘେରା ଶ୍ରୀରାମପୁର ପଞ୍ଚାୟତ ବିଶେଷ ଭାବେ କ୍ଷତି ଗସ୍ତ ହୋଇଛି I ଦୀର୍ଘ ୧୫ଦିନ ଧରି ଲୋକମାନେ ବନ୍ୟା ଘେର ରେ ଥିବାବେଳେ ସରକାରୀ…

ବାହ୍ୟ ଜଗତରୁ ବିଛିନ୍ନ ବାଛରା ପଂଚାୟତ ବିପନ୍ନଙ୍କୁ ସରୋଜିନୀ ସାମଲ ସ୍ମୃତି ସଂସଦ ସହାୟତା

 ପଟ୍ଟାମୁଣ୍ଡାଇ୨୭/୮:  ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟା ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ଧରି ବନ୍ୟା ଘେରରେ ରହିଛି I କଷଣଅଣ୍ଟା ହାଇସ୍କୁଲ ଠାରୁ ସଂଯୋଗକାରୀ ରାସ୍ତାର ଉଚ୍ଚତା ମାତ୍ର ୩ ଫୁଟI ଯାହାଫଳରେ ସାମାନ୍ୟ ବନ୍ୟାରେ ରାସ୍ତା…

ଛାତ୍ରୀ ନିବାସ କୁ ରାସ୍ତା ନାହିଁ, ଅସୁବିଧାରେ ୨୩୦ ଆଦିବାସୀ ଛାତ୍ରୀ ।

ଆର, ଉଦୟଗିରି,୨୭.୮(ମନୋଜ କୁମାର ପାଢୀ)-:ଛାତ୍ରୀ ନିବାସ ଅଛି, ଛାତ୍ରୀ ଅଛନ୍ତି, ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ ପ୍ରତିଦିନ ଯାତାୟାତରେ ହନ୍ତସନ୍ତ ହେଉଛନ୍ତି ପ୍ରାୟ ୨୩୦ ଜଣ ଆଦିବାସୀ ଛାତ୍ରୀ। ଏଭଳି ଅବ୍ୟବସ୍ଥାର ଚିତ୍ର…

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ, ଚମ୍ପଟ ମାରିଲେ ମାଫିଆ ।

ମୋହନା,୨୬।୮(ମନୋଜ ପାଢ଼ୀ): ଗଜପତି ଜିଲା ଏକ ପ୍ରକାର ଗଞ୍ଜେଇ ଚୋରାଚାଲାଣର ଚରାଭୂଇଁ ପାଲଟିଛି । ବିଭିନ୍ନ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରୁ ବାରମ୍ବାର ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଥିବା ଘଟଣା ଦେଖିବାକୁ ମିଳିଛି । ପୁଣି ଥରେ ମୋହନା ପୋଲିସ ଜଙ୍ଗଲର ନିଛାଟିଆ ସ୍ଥାନରୁ ଶହେ କିଲୋ ଗଞ୍ଜେଇ ଜବତ…

ଇସିଙ୍କ ଦରମାରୁ ୨୭ ହଜାର ଠକି ନେଇଥିବା ଅଭିଯୋଗ ।

ଆର, ଉଦୟଗିରି ୨୭।୮(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ଼ ପଞ୍ଚାୟତ ଡେରବା ଓ କୁରୁତଲ ଆଞ୍ଚଳିକ ମଞ୍ଚ ମା’ ଲକ୍ଷ୍ମୀ ଏସ୍‌ଏଚ୍‌ଜିର ଇସି ସଦସ୍ୟ ଜୟନ୍ତୀ ବଡରଇତଙ୍କ ଦରମା ଟଙ୍କାରୁ ୨୭ ହଜାର ଟଙ୍କା ସ୍ଥାନୀୟ ସିଆରପି ଓ ଏମ୍‌ବିକେ ନେଇଥିବା ଅଭିଯୋଗ ହୋଇଛି।…

ଶ୍ରୀ କୃଷ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଖେଲୋ ଇଣ୍ଡିଆ ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି, ୨୭ . ୮(ମନୋଜ ପାଢ଼ୀ) :-ଜାତୀୟ କ୍ରୀଡ଼ା ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଏବଂ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ "ଖେଳ କି ବାତ୍ ମୋଦି କେ ସାଥ" ଗଜପତି ଜିଲ୍ଲା ସଦରମହକୁମା…

ଅଜୟଗଡ଼ରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ।

ଗଜପତି,୨୭.୮(ନନ୍ଦିନୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ ଗ୍ରାମ ପଞ୍ଚାୟତ ସଦରମହକୁମା ଠାରେ ପାରଳା ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଏକ ବୃହତ୍ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଜୟଗଡ଼ ଓ ଏହାର ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ…