Browsing Category

ଓଡିଶା

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଘରେ ଇଡି ଚଢାଉ

ରାଞ୍ଚି: ଝାଡ଼ଖଣ୍ଡରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଟିମ୍‌ ବୁଧବାର ସକାଳୁ ସକାଳୁ ଅନେକ ସ୍ଥାନରେ ଚଢାଉ କରିଛି। ବେଆଇନ ଖଣି ମାମଲା ସହ ଜଡ଼ିତ ଆର୍ଥିକ ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତାମାନଙ୍କ ନିକଟତମ ସହଯୋଗୀମାନଙ୍କ ବିଭିନ୍ନ ଠିକଣାରେ ଚଢାଉ…

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ବଲାଙ୍ଗୀର : ନବବର୍ଷ ୨୦୨୪ ଆରମ୍ଭରେ ବୁଧବାର ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆବର୍ଷରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ବୁଧବାର ବଲାଙ୍ଗୀରରେ ଜଳସେଚନର ଐତିହାସିକ ଅଧ୍ୟାୟ ଯୋଡି ହୋଇଛି। ବଲାଙ୍ଗୀର ମାଗୁରବେଢା ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ…

କ୍ଷମାଶିଳା ଦ୍ରୌପଦୀ

କ୍ଷମାଶିଳା ଦ୍ରୌପଦୀ ============== କୁରୁକ୍ଷେତ୍ର ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ l କ୍ଷତାକ୍ତ କୁରୁ ଚୂଡ଼ାମଣି ମହାମାନି ଦୁର୍ଯ୍ୟୋଧନ ପ୍ରାଣ ବିକଳରେ ଆଶ୍ରୟ ନେଇଛି ବ୍ୟାସ ସରୋବର ମଧ୍ୟରେ ମାଆ ଲକ୍ଷ୍ମୀଙ୍କ କୋଳରେ l ପାଣ୍ଡଵ ମାନେ ଏକଥା ଜାଣି ପାରିଲେ l ସରୋବର ତୀରରେ, ଭୀମ ସିଂହନାଦ କରି…

ନମଃ ନମଃ ପ୍ରଭୁ ବିଘ୍ନେଶ

ନମଃ ନମଃ ପ୍ରଭୁ ବିଘ୍ନେଶ ============= ନମଃ ନମଃ ପ୍ରଭୁ ବିଘ୍ନେଶ ଆହେ ବିଘ୍ନ ନାଶନ l ବିଘ୍ନହର୍ତ୍ତା ପ୍ରଭୋ ଶଙ୍କର ଗଉରୀଙ୍କ ନନ୍ଦନ ll ନମ ନମ ବିଦ୍ୟାପତି ହେ ପ୍ରଭୂ ବିଦ୍ୟାବାଗୀଶ l ବିଦ୍ୟାଦାତା ପ୍ରଭୁ ହେରମ୍ଵ ନମଃ ନମଃ ଗଣେଶ l ନମଃ ନମଃ ବକ୍ରତୁଣ୍ଡ ହେ ପ୍ରଭୁ ଗଜ ବଦନ…

ଗରୁଡ଼ ବନ୍ଦନା

ଗରୁଡ଼ ବନ୍ଦନା =========== ନମସ୍ତେ ଦେବ ଗରୁଡ଼ ବିନତା ନନ୍ଦନ l କଶ୍ୟପ ତୁମ୍ଭର ପିତା, ହରିଙ୍କ ବାହନ ll ନମସ୍ତେ ନମସ୍ତେ ନମଃ ଖଗଙ୍କର ପତି l ଅରୁଣ ତୁମ୍ଭର ଭ୍ରାତା ସୂର୍ଯ୍ୟଙ୍କ ସାରଥି ll ବନ୍ଦନାକରଇ ପଦେ ଦେବ ଖଗେଶ୍ବର l ବାୟୁବେଗ ଗତି ତବ ଅତୀବ ପ୍ରଖର ll ପୃଷ୍ଠରେ ବିଜୟ ତବ…

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ

ଗରୁଡ଼ଙ୍କ ଗର୍ବ ଭାଙ୍ଗିଲେ ହନୁମାନ ================== ଦ୍ଵାପରଯୁଗର କଥା l ବିଷ୍ଣୁଙ୍କ ବାହନ ହୋଇଥିବାରୁ ଦିନେ ଗରୁଡ଼ଙ୍କ ମନରେ ଭାରି ଗର୍ବ ଆସିଲା l ସେ ଦ୍ୱାରକା ସାରା କହି ବୁଲିଲେ, ମୋ ଭଳି ପରାକ୍ରମୀ ଆଉ ଏ ତ୍ରିଜଗତରେ କେହି ନାହିଁ l ଦିନେ ଦେବତା ମାନେ ମଧ୍ୟ ମୋ ଠାରୁ ପରାଭବ…

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ

ମହାପ୍ରଭୁଙ୍କ ଘୋଡ଼ଲାଗି ବେଶ ================ ଶ୍ରୀନୀଳକନ୍ଦରେ ବିଜେ ମହାପ୍ରଭୁ ଜଗତ ମଙ୍ଗଳ ହରି l ଚଉଦ ବ୍ରହ୍ମାଣ୍ଡ କରତା ପ୍ରଭୁ ହେ ଦାରୁ କଳେବର ଧରି ll ବ୍ରହ୍ମଦାରୁ ପ୍ରଭୁ ଚତୁର୍ଦ୍ଧା ମୂରତି ମାନବ ଲୀଳା ଆଚରି l ମାନବଦେବତା ଲୀଳା ବିସ୍ତାରନ୍ତି ବିପୁଳ ଭୁଜ ବିସ୍ତାରି ll…

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ

ପାଣ୍ତବଙ୍କ ସେନାପତି ଧୃଷ୍ଟଦ୍ୟୁମ୍ନ ================ ଯୁଦ୍ଧ ନ ହେବା ପାଇଁ ଶାନ୍ତିଦୂତ ଭଗବାନ୍ ଶ୍ରୀକୃଷ୍ଣ ହସ୍ତିନା ଯାଇ,ଦୂର୍ଯ୍ୟୋଧନଙ୍କ ଠାରୁ ଲାଞ୍ଛିତ ହୋଇ ପରମ ପ୍ରେମରେ ମହାତ୍ମା ବିଦୁରଙ୍କ ଘରେ ଶାକାନ୍ନ ଭୋଜନ କରି ଉପପ୍ଲବ୍ୟ ନଗର ଫେରି ଆସିଲେ l ଭଗବାନ୍ ପାଣ୍ତବ ମାନଙ୍କୁ…