Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଇରାନ-ଆମେରିକା ଯୁଦ୍ଧ ପ୍ରସଙ୍ଗ: ମଧ୍ୟସ୍ଥତା କରିବାକୁ ଆଗ୍ରହୀ ପାକିସ୍ତାନ।
ଇସଲାମାବାଦ : ଇରାନ - ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତା। ଆରବ, ତୁର୍କି ଓ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର। ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା…
କାଳବୈଶାଖୀ ତାଣ୍ଡବ, ଲକ୍ଷାଧିକ ଟଙ୍କାର କଦଳୀ ଚାଷ ନଷ୍ଟ
ନୟାଗଡ : କାଳବୈଶାଖୀ ଉଜାଡ଼ିଦେଲା ଲକ୍ଷାଧିକ ଟଙ୍କାର କଦଳୀ ବାଡ଼ି। ନୟାଗଡ ଜ଼ିଲ୍ଲା ରଣପୁରରେ କାଳବୈଶାଖୀର ତାଣ୍ଡବ। ଉଜୁଡ଼ିଗଲା ଲକ୍ଷାଧିକ ଟଙ୍କାର କଦଳୀ ଚାଷ। ରଣପୁର ବ୍ଲକ ସୁର୍କାବାଡ଼ି ଗାଁର ସୂର୍ଯ୍ୟକାନ୍ତ ମହାପାତ୍ର ପାଞ୍ଚ ଏକର ଜାଗାରେ ଋଣ କରି କଦଳୀ ଚାଷ କରିଥିଲେ।
ଠିକ ଅମଳ…
ପିଏମ୍ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସଫଳତା ଗାଥା ପୁଣିଥରେ ସ୍ଥାନ ପାଇଛି।
ଭୁବନେଶ୍ବର : ପିଏମ୍ ମୋଦିଙ୍କ ସାପ୍ତାହିକୀ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ରେ ପୁଣି ଓଡ଼ିଆଙ୍କ ଗାଥା। ସମ୍ବଲପୁର ମୋଦିପଡ଼ାର ମହିଳା ସଫଳ ମାଛ ଚାଷୀ ସୁଜା ଭୂୟାଁ ଏବଂ ମହିଳାଙ୍କୁ ସଶକ୍ତ କ୍ଷେତ୍ରରେ ନିବନ୍ଧ ପ୍ରସ୍ତୁତ କରିଥିବା କେନ୍ଦ୍ରାପଡ଼ା ଚାନ୍ଦୋଳର ଛାତ୍ର ଓମ୍ ପ୍ରକାଶ ରଥଙ୍କୁ…
ଅଧିକ ଧାନ ଉତ୍ପାଦନ ମିଲରଙ୍କ ମୁଣ୍ଡବିନ୍ଧାର କାରଣ
୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ଖରିଫ ୨୦୨୫-୨୬ ଧାନ ସଂଗ୍ରହ ୭୫ ଲକ୍ଷ ମେଟ୍ରିକ୍ ଟନ୍ (MT) ରେକର୍ଡ ନିକଟତର ହୋଇଛି, ଯାହା ୧୮ ଲକ୍ଷରୁ ଅଧିକ ଚାଷୀଙ୍କୁ ଲାଭ ଦେଇଛି। ରାଜ୍ୟ ୭୪.୯୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛି, କ୍ରୟ ପ୍ରୟାସରେ ବରଗଡ଼ ଆଗରେ ରହିଛି। ସରକାର ସର୍ବନିମ୍ନ ସହାୟକ…
ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି।
ତେହରାନ : ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି। ରବିବାର ଦେଶବାସୀଙ୍କୁ ଦେଇଥିବା ଏକ ବାର୍ତ୍ତାରେ କାଲିବାଫ୍ କହିଛନ୍ତି ଯେ ଇରାନ କେବେ ବି ଶତ୍ରୁ ଆଗରେ ମଥାନତ କରିବ ନାହିଁ।…
ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳା
ଭବାନୀପାଟଣା(୩୦|୩): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପି ବୋର୍ଡା ମଣ୍ଡଳ ସଭାପତି ନରେଶ ସାହୁଙ୍କ ନେତୃତ୍ୱରେ ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l…
ତ୍ୟାଗ, ମର୍ଯ୍ୟାଦା, ନୀତି ଆଦର୍ଶର ପ୍ରଭୁ ଶ୍ରୀରାମ
ତ୍ୟାଗ, ମର୍ଯ୍ୟାଦା, ନୀତି ଆଦର୍ଶର ପ୍ରଭୁ ଶ୍ରୀରାମ
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ବେଦ ଓ ଉପନିଷଦ କହେ ସନାତନ ହିନ୍ଦୁ ଧର୍ମ ସର୍ବପୁରାତନ ଓ ସର୍ବଶ୍ରେଷ୍ଠ । ମହାନ୍ ଦାର୍ଶନିକ ତଥା ମହାପୁରୁଷ ସ୍ଵାମୀ ବିବେକାନନ୍ଦ ହିନ୍ଦୁ ସନାତନ ଧର୍ମର…
ସ୍ରଷ୍ଟା ନାଟ୍ୟାନୁଷ୍ଠାନ ଦ୍ଵାରା ବିଶ୍ଵ ନାଟ୍ୟ ଦିବସ ଅବସରରେ ମଞ୍ଚସ୍ଥ ହେଲା ପୀତାମ୍ବର ଦାସଙ୍କ ନାଟକ ‘ହୃଦୟର…
ବାଲେଶ୍ବର, ୨୮/୩(କୃଷ୍ଣ କୁମାର ମହାନ୍ତି) ଗତକାଲି ସ୍ରଷ୍ଟା ନାଟ୍ୟ ଅନୁଷ୍ଠାନ ଓ ବାଲେଶ୍ଵର ଜିଲ୍ଲା ପ୍ରଶାସନ ସହାୟତାରେ ମାକଲପୁର ସ୍ଥିତ ନିଜସ୍ୱ ପ୍ରେକ୍ଷାଳୟରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି।
'ସ୍ରଷ୍ଟା'ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏଥିରେ ପୌରୋହିତ୍ୟ…
ଶେଷ ହେଲା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ବିଭିନ୍ନ ବାର ଆସୋସିଏସନ୍ ନିର୍ବାଚନ।
ଭୁବନେଶ୍ଵର : ଶେଷ ହେଲା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ସହ ରାଜ୍ୟର ବିଭିନ୍ନ ବାର ଆସୋସିଏସନ୍ ନିର୍ବାଚନ। ବରିଷ୍ଠ ଆଇନଜୀବି ଲଲାଟେନ୍ଦୁ ସାମନ୍ତରାୟ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବି ହୃଦାନନ୍ଦ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ…
ଏପ୍ରିଲ ୩ ଯାଏ କାଳବୈଶାଖୀ : ବର୍ଷା,ବଜ୍ରପାତ ସହ ୪୦-୫୦ କିମି ପବନ ଆଶଙ୍କା
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିବ । ଆସନ୍ତା ଏପ୍ରିଲ ୩ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ହୋଇପାରେ । ଅନ୍ୟପଟେ ଆସନ୍ତା ୩ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା କ୍ରମଶଃ ବଢ଼ିବ । ପ୍ରାୟ ୨ରୁ ୩ ଡିଗ୍ରୀ…