Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁନ କମ୍ୟୁନିକେସନ ପକ୍ଷରୁ ଅନୁଷ୍ଠିତ ହେଲା ବର୍ଷା ଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର,୨୯/୩(କୃଷ୍ଣ କୁମାର ମହାନ୍ତି): ବର୍ଷାଜଳ ସଂଚୟ ସଚେତନତା କାର୍ଯ୍ୟକ୍ରମ ସାମାଜିକ ସଂଗଠନ ମୁନ କମ୍ୟୁନିକେସନ ପକ୍ଷରୁ ରଣସାହି ୟୁନିଅନ ସରକାରୀ ଉଚ୍ଚ ଇଂରାଜୀ ପରିସରରେ ଅନୁଷ୍ଠିତ ହୋଇଅଛି l
'ମୁନ୍'ର ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
ନବଉନ୍ମେଷକାରୀ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ଦୁଇଟି ନାଟକ ପୁସ୍ତକ ହେଲା ଲୋକାର୍ପିତ
ବାଲେଶ୍ଵର, ତା୨୯-୦୩:(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ନାଟ୍ୟଦିବସ ଅବସରରେ ‘ଚନ୍ଦ୍ରଭାଗା’ ଓ ‘ସହଯୋଗ’ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ଡକ୍ଟର ଦିଲ୍ଲୀପ ରଥଙ୍କ ‘ଶ୍ରାବଣୀ ନଈ’ ଏବଂ ‘ଚହଲା ପାଣିର କଇଁ’ ଶୀର୍ଷକ ଦୁଇଟି ନାଟକ ପୁସ୍ତକ ଲୋକାର୍ପିତ ହୋଇଯାଇଛି।
ଗତକାଲି ଅପରାହ୍ନରେ ସ୍ଥାନୀୟ…
ଉତ୍ତମ ଲେଖାଟିଏ ଲେଖକ ଓ ପାଠକ ମଧ୍ୟରେ ଭାବଗତ ସମ୍ପର୍କ ସୃଷ୍ଟି କରେ
ବାଲେଶ୍ବର, ୨୯/୩(କୃଷ୍ଣ କୁମାର ମହାନ୍ତି): ଲେଖକ ଓ ପାଠକଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ‘ପ୍ରଜାପତି’ ସାହିତ୍ୟ ଶାଖା ‘ଅକ୍ଷର’ ତରଫରୁ ସାରସ୍ଵତ କାର୍ଯ୍ୟକ୍ରମ ପାଞ୍ଚ କବିତା-ପାଞ୍ଚ କଥାକୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘ଉଚ୍ଚାରଣ’ ସ୍ଥାନୀୟ ଆତିଥ୍ୟ…
ବରିଷ୍ଠ ସାମ୍ବାଦିକ ମିହିର ମହାପାତ୍ରଙ୍କ ସ୍ମୃତିସଭା ଭୁବନେଶ୍ୱରରେ ଅନୁଷ୍ଠିତ
ବାଲେଶ୍ୱର,୨୯/୩(କୃଷ୍ଣ କୁମାର ମହାନ୍ତି) : ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟପ୍ରେମୀ ଓ ସାମାଜିକ କର୍ମୀ ମିହିର ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଭୁବନେଶ୍ୱର ଠାରେ ଏକ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପରିବାରବର୍ଗ, ସାହିତ୍ୟିକ, ସାମାଜିକ କର୍ମୀ ଓ…
ବିଧାୟିକାଙ୍କ ଘରେ ପୁଲିସ ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି କଳାହାଣ୍ଡି ଜିଲ୍ଳା ବିଜେଡି
Kalahandi district BJD protests against police incident at MLA's house
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ : ୭ ଉପଜିଲାପାଳ ନିଯୁକ୍ତ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୭ଜଣ ଓଏଏସ୍ ଅଧିକାରୀଙ୍କୁ ଉପଜିଲାପାଳ ଭାବେ ଏବଂ ଜଣଙ୍କୁ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ…
ନୀତୀଶ MLC ଏବଂ ନୀତିନ MLA ପଦରୁ ଦେଲେ ଇସ୍ତଫା
ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଜେଡିୟୁ ନେତା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ…
ତେଲଙ୍ଗାନାରେ ନୂଆ ବିଲ୍ ଗୃହୀତ, ବାପାମା’ଙ୍କ ଯତ୍ନ ନ ନେଲେ କଟିବ ଦରମା
ତେଲଙ୍ଗାନା : ତେଲଙ୍ଗାନା ବିଧାନସଭାରେ ରବିବାର ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ ଗୃହୀତ ହୋଇଛି । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ,…
ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଡାକିଲେ ଜିଲ୍ଲାପାଳମାନଙ୍କ ବୈଠକ
ଭୁବନେଶ୍ବର : ଓଡିଶାରେ ଯୁଦ୍ଧର କଣ ରହିଛି ପ୍ରଭାବ ସେ ନେଇ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକସେବା ଭବନରେ ସେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କ ସହିତ ଏହି ବୈଠକ ନେବେ। ଏଥିରେ ଜିଲ୍ଲାରେ ଗ୍ୟାସ, ପେଟ୍ରୋଲ, ଡିଜେଲ କେତେ ମହଜୁଦ ଅଛି…
ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ଏନକାଉଣ୍ଟର। ସୁକମା ଜିଲ୍ଲାରେ ନକ୍ସଲ ଏନକାଉଣ୍ଟର।
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓ ଏନକାଉଣ୍ଟର। ପାଲମପଲ୍ଲୀ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପୋଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିବା ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମୃତ ମାଓବାଦୀ ଜଣକ…