ଇସଲାମାବାଦ : ଇରାନ – ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତା। ଆରବ, ତୁର୍କି ଓ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର। ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆଗେଇ ଆସିଛି ପାକିସ୍ତାନ।
Comments are closed.