Browsing Category

ଓଡିଶା

ଗଞ୍ଜାମ ଓକିଲ ସଂଘ ନିର୍ବାଚନ

ବ୍ରହ୍ମପୁର : ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଶାନ୍ତି ଓ ଶୃଙ୍ଖଳା ସହ ସମାପନ ହୋଇଛି। ଚଳିତ ବର୍ଷ ପାଇଁ ଅନୁଷ୍ଠିତ ଆଜିର ଏହି ନିର୍ବାଚନରେ ସୀତାଂଶୁ ଶେଖର ପଣ୍ଡା ସଭାପତି, ସତ୍ୟ ନାରାୟଣ ବସନ୍ତିଆ ଉପସଭାପତି, ଜଗନ୍ନାଥ ମିଶ୍ର ସମ୍ପାଦକ ଓ ଯୁଗ୍ମ…

ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) – ୨.୦ କାର୍ଯ୍ୟାଦେଶ ସମାରୋହରେ ଯୋଗଦେଇ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା

ବଲାଙ୍ଗୀର : ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ ବିଧାୟକଙ୍କ ଫାଙ୍କା ଗୁଳିଚାଳନା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଟିଟିଲାଗଡ଼ ସହର ଠିକାଦାରପଡ଼ା…

ବ୍ରହ୍ମବରଦା ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ

ଯାଜପୁର : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ଦୋକାନ ଘର ଜଳିଯାଇଛି।  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।  ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏକ…

ବିଶ୍ବ ନାଟ୍ଯ ଦିବସରେ ଦର୍ଶକଙ୍କ ମନ ମୋହିଲା ନାଟକ “ଅବୋଲକରା”

ଉମରକୋଟ (୨୭/୩): ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ "ଭାରତୀ କଳା ନିକେତନ"ଦ୍ବାରା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ବିଶ୍ବ ନାଟ୍ଯ ଦିବସ ମହାସମାରୋହରେ ଆୟୋଜିତ ହୋଇଛି ।ଇତ୍ଯବସରରେ ଉଦ୍ଘାଟନ କାର୍ଯ୍ଯକ୍ରମରେ ପୌରାଧ୍ଯକ୍ଷା ରାଧା ଭତ୍ରା ମୁଖ୍ଯ…

ବିଜେଡି ବିଧାୟିକାଙ୍କ କ୍ୱାଟର୍ସରେ ପୋଲିସ

ଭୁବନେଶ୍ବର :  ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା। ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ମନୋରମାଙ୍କ ସ୍ବାମୀ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତହସିଲଦାର। ନର୍ଲା…

ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ ପାଟିଙ୍କ ମଧ୍ୟରେ ସୌଜନ୍ୟ ମୂଳକ…

ଭୁବନେଶ୍ଵର: ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ ପାଟିଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷାତ ହୋଇଛି। ଲୋକଭବନରେ ଏହି ସାକ୍ଷାତ ସମୟରେ ଅପରେଶନ ସିନ୍ଦୁରଭୁବନେଶ୍ଵର: ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ରାଜ୍ୟପାଳ ହରିବାରୁ କମ୍ଭମ…

ବାବା ପଞ୍ଚଲିଙ୍ଗେଶ୍ୱର ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ଶିବିର ସଫଳତାର ସହ…

ବାଲେଶ୍ୱର (୨୭/୩) : ରିପୋର୍ଟ-ସନାତନ ମହାକୁଡ଼ ।ନୀଳଗିରି ସନ୍ତରଗଡିଆ ସ୍ଥିତ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ଅଧୀନରେ ଆୟୋଜିତ ସ୍ଵତନ୍ତ୍ର ଶୀତକାଳୀନ ଶିବିର ୨୬ ମାର୍ଚ୍ଚ ୨୦୨୬ ଶୁକ୍ରବାର ଦିନ ସଫଳତାର ସହ ଉଦ୍ୟାପିତ ହୋଇଯାଇଛି। ଏହି ସାତଦିନିଆ…

ସୂଚନାର ସମୟୋଚିତ, ସ୍ୱଚ୍ଛ ଏବଂ ସୁଲଭ ପ୍ରସାରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପିଆଇବି ଏଡିଜି

କୋରାପୁଟ : ଚାରିଦିନିଆ ଗୁରୁତ୍ୱପୂର୍ଣ୍ଣ କୋରାପୁଟ ଗସ୍ତ ଅବସରରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ…