Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ…
କଟକ : ବହୁ ଚର୍ଚ୍ଚିତ ପୋଲିସ ଏସ୍.ଆଇ. କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ଅସୁସ୍ଥତା କାରଣରୁ ଅନ୍ତରୀଣ ଜାମିନରେ ଥିବା ମୁନା ମହାନ୍ତିଙ୍କ ଜାମିନ ଅବଧିକୁ ବଳବତ୍ତର ରଖିଛନ୍ତି ମାନ୍ୟବର ହାଇକୋର୍ଟ।…
ପୁଣି ତାଳଚେରରେ ଦବିଲା ରାସ୍ତା। ସୃଷ୍ଟି ହେଲା ୫ ଫୁଟ ଗଭୀର ଗର୍ତ୍ତ।
ତାଳଚେରରେ : ତାଳଚେରରେ ପୁଣି ଦବିଲା ରାସ୍ତା। ସୃଷ୍ଟି ହେଲା ବିରାଟ ଗାତ। ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗାତ ଦେଖିବାକୁ ମିଳିଛି। ଗତ ଏହାର ଓସାର ପାଖାପାଖି ଦୁଇ ଫୁଟ ଓ ଗଭୀର ପାଞ୍ଚ ଫୁଟ ହେବ। ଗତ ବିଳମ୍ବିତ ରାତିରେ ଏହି ଗାତ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ…
ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’।
ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ। ଜନ୍ମ ନେଲା ନୂଆ ଆଞ୍ଚଳିକ ଦଳ ‘ଓଡ଼ିଶା ଜନତା କଂଗ୍ରେସ’। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଗଠନ ହୋଇଛି ଏହି ନୂଆ ଦଳ। ଆଜି ବିଧିବଦ୍ଧ ଭାବେ ଏହାର ମୂଳଦୂଆ ପଡ଼ିଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ଜମିଛି ଶହ ଶହ ସମର୍ଥକଙ୍କ…
କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି।
କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଫୁଫୁଗାଁରେ ହାଟ ଉଦଘାଟନକୁ ନେଇ ଜୋର୍ ଧରିଛି ରାଜନୀତି। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।
ରାଜ୍ୟ ସରକାର ସୁରକ୍ଷା ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ କିଭଳି ଜଣେ ମନ୍ତ୍ରୀ,…
ଘରୋଇ ହଷ୍ଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ବେକରେ ଫାଶୀ ଲଗାଇ ଜୀବନ ହାରିଲେ ଯୁବତୀ। ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା।
ତେବେ ଘଟଣାରେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଯୁବତୀ ଜଣକ ଜୀବନ ହାରିବା ପୂର୍ବରୁ ସେହି…
ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ରୂପ, ବଂଶୀ ବାଦନ କଲେ ମୋହନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିନ୍ନ ରୂପ। ଓଡ଼ିଆ ପକ୍ଷ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ବଂଶୀ ବାଦନ କଲେ ମୁଖ୍ୟମନ୍ତ୍ରୀ। ସାଧାରଣତଃ ପ୍ରଶାସନିକ କାର୍ଯ୍ୟ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି।…
ବିହାରରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ପାଟନା : ଆଜିଠୁ ବିହାରରେ ସମ୍ରାଟ ଶାସନ। ଆଜି ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ। ରାଜ୍ୟପାଳ ସୟଦ ଅତା ହସ୍ନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ସମ୍ରାଟଙ୍କ ସହ ଜେଡୁୟୁର ଦୁଇ ନେତା ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ…
ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା
ନୂଆଦିଲ୍ଲୀ : ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଧରି ଫୋନ୍ ମାଧ୍ୟମରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ ପଶ୍ଚିମ ଏସିଆ ସଙ୍କଟ ଏବଂ ହର୍ମୁଜ୍ ପ୍ରଣାଳୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…
ଇତିହାସ ବିଭାଗର କ୍ଷେତ୍ର ଅଧ୍ୟୟନ: ଗ୍ରାମୀଣ ସମୁଦାୟ ସହ ସଂଯୋଗ ଓ ସଚେତନତା ପ୍ରଚାର
ଭବାନୀପାଟଣା(୧୪|୪): ସ୍ନାତକ ମହାବିଦ୍ୟାଳୟ କର୍ଲାପଡାର ଇତିହାସ ବିଭାଗର ଗ୍ରୁପ୍-୧ ଚତୁର୍ଥ ସେମିଷ୍ଟାରର ୧୭ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୁଦାୟ ସଂଲଗ୍ନତା,କ୍ଷେତ୍ର ଅଧ୍ୟୟନ,ଇଣ୍ଟରଶିପ୍ କାର୍ଯ୍ୟକ୍ରମ ସଫଳ ଭାବେ ସମ୍ପନ୍ନ ହୋଇଛି।ଅଧ୍ୟାପିକା ସୁଭଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ…
ମା’ ତାରିଣୀଙ୍କ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ
କେନ୍ଦୁଝର : ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବର ଷଷ୍ଠ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ପୁଷ୍ପ ଦ୍ବାରା ସୁସଜ୍ଜିତ କରାଯାଇଛି। ଆଜି ସୁନା ବେଶରେ ଦର୍ଶନ ଦେବେ ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ…