Browsing Category

ଓଡିଶା

ଆଜିଠୁ ରାଜ୍ୟରେ ଆହୁରି ବଢିପାରେ ଗ୍ରୀଷ୍ମ ପ୍ରବାହ। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ଅନୁମାନ କରାଯାଇଛି।

ଭୁବନେଶ୍ୱର : ରାଜ୍ୟରେ ଆହୁରି ବଢ଼ିବ ତାତି। ଗରମ ତାୱାରେ ଜଳିବ ଓଡ଼ିଶା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜିଠୁ ରାଜ୍ୟରେ ଆହୁରି ବଢିପାରେ ଗ୍ରୀଷ୍ମ ପ୍ରବାହ। ଆସନ୍ତା ୫ ଦିନ ଲାଗି ରହିବ ଗ୍ରୀଷ୍ଣର ପ୍ରକୋପ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। କିଛି…

ବିଲ୍ ବାକିଥିଲେ ବି କଟିବନି ବିଦ୍ୟୁତ୍

ଭୁବନେଶ୍ବର : ଗ୍ରୀଷ୍ମ ସମୟରେ ମୌସୁମି ଆସିବା ପର୍ଯ୍ୟନ୍ତ ବକେୟା ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ ବୋଲି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ସେ କହିଛନ୍ତି ଯେ, ବିଲ୍ ପୈଠ ନକରିବା…

ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୂଆ ପକାଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ସୋଆ ବିଶ୍ୱବିଦ୍ୟାଳୟରେ My India Budget Quest 2026 କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ, My Bharat Budget Quest କାର୍ଯ୍ୟକ୍ରମରେ ବଜେଟ ସମ୍ପର୍କିତ ବିଭିନ୍ନ କୁଇଜ୍ ଓ…

ସରିଲା ଚନ୍ଦନେଶ୍ୱର ଚଡ଼କ ମେଳା : ଆଜି ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ପଣା ଭୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ସୀମାନ୍ତରେ ଥିବା ଭୋଗରାଇ ବ୍ଲକ, ହୁଗୁଳି ଗାଁରେ ବିରାଜିତ ଶ୍ରୀଚନ୍ଦନେଶ୍ୱର ମହାଦେବଙ୍କ ଦୀର୍ଘ ୧୧ ଦିନ ଧରି ପାଳିତ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ସୋମବାର ଥିଲା ପ୍ରଥମ ଅର୍ଘ୍ୟ। ଏହାକୁ ପ୍ରଥମ ଅର୍ଘ୍ୟ କୁହାଯାଉଥିଲେ ବି ଏହା ହେଉଛି ମେଳାର ଅନ୍ତିମ…

ଓଡିଆ ନବବର୍ଷ ପାଇଁ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ବନ୍ଦ: ୧୬ରୁ ୧୮ ପୁଣି ଗଣତି

ପୁରୀ: କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ ୫ଘଣ୍ଟା ୨୨ମିନିଟ ପର୍ଯ୍ୟନ୍ତ ଗଣତି ପ୍ରକ୍ରିୟା ଚାଲିଥିଲା । ୧୯୭୮ ମସିହା ଗଣତି ମେଳକ ସହ ପ୍ରଥମ କରି ଗୋଟିଏ ଆଲମିରା…

ବିହାରର ନୂଆ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନାମ ସର୍ବାଗ୍ରେ !

ବିହାର : ରାଜ୍ୟସଭା ସାଂସଦ ନୀତୀଶ କୁମାର ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନୀତୀଶଙ୍କ ନେତୃତ୍ବରେ ବିହାର ରାଜ୍ୟ କ୍ୟାବିନେଟ୍‌ରେ ଶେଷ ବୈଠକ ଅନୁଷ୍ଠିତ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ। ନୀତୀଶଙ୍କ ଇସ୍ତଫା ପରେ ବିହାରରେ ବିଜେପି ନେତୃତ୍ବରେ ନୂଆ…

କରେଣ୍ଟ ଲାଗି ଟଳି ପଡିଲେ ୩ ଦଣ୍ଡୁଆ, ଜଣେ ଗୁରୁତର

ହିନ୍ଦୋଳ : କରେଣ୍ଟ ଲାଗି ଟଳି ପଡ଼ିଲେ ୩ ଦଣ୍ଡୁଆ। ଟେଣ୍ଟ୍ ବାନ୍ଧୁଥିବା ବେଳେ ବିଜୁଳି ଝଟକା ନେଲା ପ୍ରାଣ। ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ଟେଣ୍ଟର ଷ୍ଟିଲ ବାର ୧୧ କେଭି ତାରରେ ଲାଗିଯିବାରୁ ୫ ଜଣ ଦଣ୍ଡୁଆ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ…

ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପ୍ରସଙ୍ଗରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଏପ୍ରିଲ ୧୬ରୁ ୧୮ ଯାଏଁ ୩ ଦିନ ସଂସଦରେ ନାରୀ ଶକ୍ତି ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।…