Browsing Category

ଓଡିଶା

ଆଜି ରାଜଧାନୀ ପାଳୁଛି ୭୮ତମ ପ୍ରତିଷ୍ଠା ଦିବସ।

ଭୁବନେଶ୍ଵର : ଆଜି ରାଜଧାନୀ ପାଳୁଛି ୭୮ତମ ପ୍ରତିଷ୍ଠା ଦିବସ। ଏଥିପାଇଁ ଗତକାଲିଠୁ ସଜେଇ ହୋଇଛି ରାଜଧାନୀ। ରଙ୍ଗୀନ ଆଲୋକମାଳାରେ ଝଲସି ଉଠୁଛି ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠ, ଲୋକସେବା ଭବନଠୁ ଆରମ୍ଭ କରି ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଆଲୋକ ମାଳାର ସାଜସଜ୍ଜା…

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚାଇଥିଲା ସ୍ବାମୀ, ପର୍ଦ୍ଦାଫାସ୍ କରିଦେଲା ୪ ବର୍ଷର ପୁଅ

ନବରଙ୍ଗପୁର :  ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ସ୍ୱାମୀ। ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ଦୁଇ ଦିନ ତଳେ ସ୍ବାମୀ ସୁବାସ ଗଣ୍ଡ ନିଜ ପତ୍ନୀ ମନେଇ ଗଣ୍ଡ କେଉଁଆଡେ ପଳାଇଥିବା…

‘ଓଡ଼ିଆ ପକ୍ଷ – ୨୦୨୬’ ପାଳନ ଅବସରରେ ବାଲେଶ୍ଵରରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ‘ବନ୍ଦନୀୟ…

ବାଲେଶ୍ଵର, ୧୨/୪(କୃଷ୍ଣ କୁମାର ମହାନ୍ତି): ଆଜି 'ଓଡ଼ିଆ ପକ୍ଷ'ର ଦ୍ଵାଦଶ ଦିନରେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ…

ସଶକ୍ତ ଓଡିଶା ପକ୍ଷରୁ “ବନ୍ଦନୀୟ ବରପୁତ୍ର” ଦିବସ ଅନୁଷ୍ଠିତ

ଭୁବନେଶ୍ୱର :  ତା 12/04/26 ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା” ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟଠାରେ ଓଡ଼ିଆ ପକ୍ଷ ଦିବସ ଓ ପବିତ୍ର ବରପୁତ୍ର ଦିବସ ଅବସରରେ ଆବାହକ ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ବରେ ପୁଜ୍ୟପୂଜାର ଉକ୍ତ ମହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ଚାଲିଗଲେ ଗନ୍ଧର୍ବି ଆଶା

ଚାଲିଗଲେ ଗନ୍ଧର୍ବି ଆଶା ============= ହୋଇଅଛି ସ୍ତବ୍ଧ ଆଜି ସଂଗୀତ ଜଗତ। ଶୁଭୁନାହିଁ ଗନ୍ଧର୍ବିଙ୍କ ମଧୁବୋଳା ଗୀତ।। ଭାରତୀୟ ଝିଅଟିଏ ନାମ ତା'ର ଆଶା। ଦୁଇଟିଭଉଣୀ ତାର ଲତା ଆଉ ଉଷା।। ପରତେ ନଯାଏ ମନ ସତ୍ୟ ନା ସପନ। ଯୁଗଏକ ହୋଇଛି କି ଆଜ ଅବସାନ।। ମୁଦ୍ରିତ ନୟନ ଆଜି ଶୋଇଛନ୍ତି…

ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ୱାରା କସ୍ମିକ ସିମ୍ଫୋନୀ ପୁସ୍ତକର ଲୋକାର୍ପଣ

ନୂଆଦିଲ୍ଲୀ ତା୦୮.୦୪ ରିଖ ; ଲଣ୍ଡନରେ ଅବସ୍ଥାପିତ ହାର୍ଭାର୍ଡ ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଡ଼ଃ. ସ୍ମୃତି ରଞ୍ଜନ ନାୟକଙ୍କ ଦ୍ୱାରା ଲିଖିତ ପୁସ୍ତକ 'କସ୍ମିକ ସିମ୍ଫୋନୀ'ର ଲୋକାର୍ପଣ ଉତ୍ସବ ଏଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ…

ହିନ୍ଦୁ କୋଡ୍ ବିଲ୍ ଓ ନାରୀ ସ୍ୱାଧୀନତାର ନୂଆ ଯୁଗ- ଡଃ ବି. ଆର. ଆମ୍ବେଦକର

ଭାରତର ଇତିହାସରେ ଡଃ ବାବା ସାହେବ ଆମ୍ବେଦକର ଙ୍କ ଅବଦାନ ଏକ ଅଲୋକମୟ ଅଧ୍ୟାୟ। ସେ କେବଳ ଭାରତକୁ Constitution of India ଦେଇଥିବା ଶିଳ୍ପୀ ନୁହଁନ୍ତି , ବରଂ ସମାଜର ଅସମାନତାକୁ ଭାଙ୍ଗି ଏକ ନ୍ୟାୟସଂଗତ ବ୍ୟବସ୍ଥା ଗଢ଼ିବାରେ ଜଣେ ଦୃଷ୍ଟିମାନ ଚିନ୍ତକ। ଏହି ଦୃଷ୍ଟିକୋଣର ସବୁଠାରୁ ପ୍ରବଳ…

କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ।

ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସ୍‌ଲେ ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ପ୍ରାୟ ୭ ଦଶନ୍ଧିରୁ ସେ ତାଙ୍କ ସୁମଧୁର…

ଶ୍ରୀରାମଙ୍କ ରାଜ୍ୟାଭିଷେକ

ଶ୍ରୀରାମଙ୍କ ରାଜ୍ୟାଭିଷେକ ============== ପ୍ରଭୁ ଶ୍ରୀରାମଙ୍କ ରାବଣ ନିଧନ ଓ ରାବଣପୁରୀରୁ ମାଆ ଜାନକୀଙ୍କ ଉଦ୍ଧାର ଲୀଳା ସରିଗଲା l ପ୍ରଭୁ ଭକ୍ତ ବିଭୀଷଣଙ୍କୁ କହିଲେ, ଚୋଉଦ ବର୍ଷ ହେଲା ଭାଇ ଭରତ ବହୁ ଦୁଃଖ ସହି ଅଯୋଧ୍ୟାକୁ ଶାସନ କରୁଛନ୍ତି l ତାଙ୍କୁ ଦେଖିବାକୁ ମୋ ମନରେ ପ୍ରବଳ…

ପ୍ରବଳ ଗରମ ଓ ଗୁଳୁଗୁଳି, ପଣା ସଂକ୍ରାନ୍ତିରୁ ଜଳିବ ଓଡିଶା; ୧୧ ଜିଲ୍ଲାକୁ ୟେଲୋ

ଭୁବନେଶ୍ୱର : ଆଗାମୀ ସପ୍ତାହେ ଯାଏ ତାତିରୁ ନିସ୍ତାର ନାହିଁ। ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା । ପଣା ସଂକ୍ରାନ୍ତିଠାରୁ ଆହୁରି ଜାଳିବ। ଆଜି ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ,…