Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରେକର୍ଡ ଭାଙ୍ଗିଲା ଚଡ଼କ ପର୍ବ, ଲକ୍ଷେ ଟପିଗଲା ଭକ୍ତଙ୍କ ସଂଖ୍ୟା
ବାଲେଶ୍ବର : ଶୋରିଷ ବୁଣିଲା ପରି ଏ ଦୃଶ୍ୟ । ବାବାଙ୍କ ଦୁଆରେ ଲକ୍ଷ ଲକ୍ଷ ଭକ୍ତ । ସବୁ ବର୍ଷକୁ ଟପିଗଲା ଚଳିତ ବର୍ଷ ଚନ୍ଦନେଶ୍ୱର ଚଡକ ପର୍ବର ଏ ଭିଡ଼ । ଇଏ ବାଲେଶ୍ବର ଜିଲ୍ଲା ଭୋଗରାଇ ଚନ୍ଦନେଶ୍ବର ମନ୍ଦିରର ଦୃଶ୍ୟ ।
ଚଡ଼କ ପର୍ବ ଆରମ୍ଭ ଠାରୁ ଏଠି ଭକ୍ତଙ୍କ ସଂଖ୍ୟା କେବେ ୧ ଲକ୍ଷ…
ସବୁ ଉଚ୍ଚ ଶିକ୍ଷାକୁ ନିଃଶୁଳ୍କ କରି ପିଲାଙ୍କୁ ଶିକ୍ଷା ଋଣ ମୁକ୍ତ କର: ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଂଘ ତରଫରୁ ଆଜି ଗୀତଗୋବିନ୍ଦ ଭଵନ ଠାରେ ଓଡିଶା ଶିକ୍ଷା ରତ୍ନ ସମ୍ମାନ ସମାରୋହ ଓ ସ୍ମାର୍ଟ ପ୍ୟାରେଣ୍ଟିଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସବୁ ଅଷ୍ଟମ ଶ୍ରେଣୀ ଉପର ଛାତ୍ର ଓ ଛାତ୍ରୀ…
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ଵର : ସଂପ୍ରତି ବୈଶ୍ୱିକ-ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ତଥା ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍ର…
ସବୁ କଲେଜରେ ଗଠନ ହେବ ଆଇସିସି କମିଟି
ଭୁବନେଶ୍ୱର: ସପ୍ତାହେ ଭିତରେ ସବୁ କଲେଜରେ ଆଇସିସି ବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକଙ୍କ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି । କମିଟି ଗଠନ ନ କଲେ ୨୦୨୬-୨୭ ବର୍ଷ ପାଇଁ ଆଡମିଶନ୍ କଟକଣା…
କେନ୍ଦୁଝର ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହ
କେନ୍ଦୁଝର : ଆଗାମୀ ଭାରତ ବୈଷୟିକ ଜ୍ଞାନ କୌଶଳର ଭାରତ ହେବ। ଗବେଷଣା, କୃତ୍ରିମ ମେଧା (AI) ଓ Innovation ର ସଠିକ୍ ବ୍ୟବହାର ଦ୍ୱାରା ଦେଶର ସମୃଦ୍ଧି ସୁନିଶ୍ଚିତ ହେବ ବୋଲି କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିସିଇ)ର ରୌପ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ…
ଏମ୍ସ ନର୍ସିଂ ସଂଘ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ଏମ୍ସ ନର୍ସିଂ ସଂଘ ସଭାପତି ରମେଶ ପଙ୍ଗୋପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପ୍ରତିବାଦରେ ମହମବତୀ ଶୋଭାଯାତ୍ରା ସହ ଖଣ୍ଡଗିରି ଥାନା ଘେରାଉ କରିଛି ସଂଘ। ଘଟଣା ଅନୁସାରେ ଆଜି ସଂଧ୍ୟା ସମୟରେ ୬ଜଣ ଦୁର୍ବୁତ୍ତ ଏମ୍ସର ମୁଖ୍ୟ ଫାଟକ ସାମ୍ନାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ…
ବାଲେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବ ଆଧୁନିକ ବାସ୍ତୁ କର୍ମଶାଳା
ବାଲେଶ୍ୱର, ୧୧ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ବାସୀଙ୍କ ପାଇଁ ଏକ ନୂତନ ପଦକ୍ଷେପ ଭାବେ ସହରରେ ପ୍ରଥମଥର ପାଇଁ ଆଧୁନିକ ବାସ୍ତୁ କର୍ମଶାଳା ଆୟୋଜିତ ହେବାକୁ ଯାଉଛି। ଏହାର ଅଂଶ ଭାବେ ଆସନ୍ତା ଏପ୍ରିଲ ୧୮ ତାରିଖ ସକାଳ ୧୧ଟାରେ ଏକ ମାଗଣା ଡେମୋ କ୍ଲାସ୍ ଆୟୋଜିତ ହେବ।…
ମାସିକ ସାହିତ୍ୟ ଆସରରେ ଲୋକାର୍ପିତ ହେଲା ବହୁ ଚର୍ଚ୍ଚିତ ମାସିକ ଇ ପତ୍ରିକା ‘ସୂର୍ଯ୍ୟପ୍ରଭା’।
କଲକାତା (୧୨/୪) : ଅପ୍ରେଲ ୧୧ ତାରିଖ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ପଞ୍ଚମ ଅଙ୍କ । ବିଶ୍ୱ ଶାନ୍ତିର ବାର୍ତ୍ତା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା.ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବି ପ୍ରଭାତ କୁମାର…
ଛାତ୍ରୀଙ୍କୁ ଅଧ୍ୟାପକଙ୍କ ନିର୍ଯାତନା; ୨ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ
ସମ୍ବଲପୁର : ଛାତ୍ରୀଙ୍କୁ ଅଧ୍ୟାପକଙ୍କ ମାନସିକ ନିର୍ଯାତନା ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ। ଜଣେ ଅଧ୍ୟାପକଙ୍କ ନାଁରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ୫ ଜଣ ଛାତ୍ରୀ। ଏନେଇ ଅଧ୍ୟାପକଙ୍କ ନାଁରେ ୨ ଟି ପୃଥକ୍ ପୃଥକ୍ ଅଭିଯୋଗ ଦାଖଲ ହୋଇଛି।…
ଭୁବନେଶ୍ବରରୁ ଆତଙ୍କୀ ଗିରଫ : ଚାଲିଥିଲା ବଡ ଷଡଯନ୍ତ୍ର!
ଭୁବନେଶ୍ବର : ପାକିସ୍ତାନୀ ଲିଙ୍କରେ ସନ୍ଦିଗ୍ଧ ଗିରଫ। ଭୁବନେଶ୍ବରରୁ ଆସିଲା ବଡ଼ ଖବର। ଇମ୍ରାନ୍ ନାମକ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୋଲିସ୍। ଭୁବନେଶ୍ବର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗିରଫ। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍। ଦେଶ ବିରୋଧରେ ସୋସିଆଲ୍ ମିଡିଆରେ ପ୍ରଚାର…