Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା
ଭୁବନେଶ୍ବର : ରାଜ୍ୟରେ ୨୦୨୭ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ୱାର୍ଡ଼ମେମ୍ବର, ସମିତି ସଭ୍ୟ, ସରପଞ୍ଚ, ଜିଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲା ପରିଷଦ ଅଧ୍ୟକ୍ଷ ଆସନ ସଂରକ୍ଷଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଆୟୁକ୍ତ ତଥା ସଚିବ ଗିରୀଶ ଏସ୍.ଏନ୍ ସମସ୍ତ…
ନନ୍ଦନକାନନରୁ ଫେରିଲେ କେନ୍ଦ୍ରୀୟ ଦଳ ପରିଚାଳନାକୁ ପ୍ରଶଂସା କଲେ, ଖୁବ୍ଶୀଘ୍ର ମୂଲ୍ୟାୟନ ଫଳ
ନନ୍ଦନକାନନ: ୪ଦିନ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଚାଳନା ମୂଲ୍ୟାୟନ କରି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶୁକ୍ରବାର ଫେରି ଯାଇଛନ୍ତି। ସେମାନେ ପରିଚାଳନାକୁ ପ୍ରଶଂସା କରିବା ସହ ଖୁବ୍ଶୀଘ୍ର ମୂଲ୍ୟାୟନ ଫଳାଫଳ ପ୍ରେରଣ କରାଯିବ ବୋଲି ସୂଚନା ଦେଇଛନ୍ତି। କେନ୍ଦ୍ରୀୟ…
କୃଷ୍ଣଭକ୍ତ ପୁଣ୍ଡଳିକଙ୍କ କଥା
ମହାରାଷ୍ଟ୍ରର ଚନ୍ଦ୍ରଭାଗା ନଦୀକୂଳରେ ଏକ ସ୍ଥାନ ଥିଲା ଦାଣ୍ଡିରବନ। ଏହି ଠାରେ ରହୁଥିଲେ ଜଣେ ଗରିବ ବ୍ରାହ୍ମଣ, ଜାନୁଦେବ। ତାଙ୍କ ପତ୍ନୀଙ୍କ ନାମ ସତ୍ୟବତୀ। ଉଭୟେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ। କାଳକ୍ରମେ ତାଙ୍କର ଏକ ପୁଅ ଜନ୍ମ ହେଲା। ବ୍ରାହ୍ମଣ ପୁଅର ନାମ ରଖିଲେ ପୁଣ୍ଡଳିକ।…
ଅନୁଷ୍ଠିତ ହେଲା ସମଲେଶ୍ବରୀ ବର୍ଦ୍ଧନ ସ୍ମାରକୀ ବକ୍ତୃତା ସମାରୋହ
ବାଲେଶ୍ବର, ୧୦ା୪(କୃଷ୍ଣ କୁମାର ମହାନ୍ତି): ନିଜ ଭିତରେ 'ମୁଁ'କୁ ଆବିଷ୍କାର କରିବା ହେଉଛି ଅସ୍ମିତା। ଉତ୍ତରପିଢ଼ି ସ୍ବାର୍ଥ, ପଦଲେହନ ନୀତି ତ୍ୟାଗ କରି ନିଜକୁ ଭଲ ପାଇଲେ ଜାତିର ବିକାଶ ଓ ସୁସ୍ଥ ସମାଜ ଗଠନ ହୋଇପାରିବ। କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ…
ଜ୍ଞାନ,ଅନୁଭବ ଏବଂ କଳାତ୍ମକ ଶୈଳୀ ଅନୁବାଦକୁ ପ୍ରଭାବଶାଳୀ କରେ
ନୟାଗଡ଼ ( ୧୧/୪): ଅନୁବାଦ ଯୋଗୁଁ ସମଗ୍ର ବିଶ୍ୱରେ ଭାଷା, ସଂସ୍କୃତି ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ୱର କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ବିଭିନ୍ନ ଭାଷା, ସାହିତ୍ୟ , ସଂସ୍କୃତି ପହଞ୍ଚିବାର ପ୍ରମୁଖ ମଧ୍ୟମ ହେଉଛି ଅନୁବାଦ। ପ୍ରତ୍ୟେକ ଭାଷାର ନିଜସ୍ବ…
ONIWES–2026 Successfully Organized in Bhubaneswar; Resolution to Promote Naturopathy Across Odisha
Bhubaneswar (10/4): Reported by Sanatan Mahakud. The Odisha Naturopathy & Integrative Wellness Summit – 2026 (ONIWES) was successfully आयोजित at Saraswati Shishu Vidya Mandir, Unit-8, Gopabandhu Nagar, Bhubaneswar. The one-day summit…
ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା :ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର
ନୂଆଦିଲ୍ଲୀ ; ଭାରତୀୟ ଜନତା ପାର୍ଟି ଆଜି “ବିଶ୍ୱାସର ପ୍ରତିଜ୍ଞା” ଶୀର୍ଷକରେ ଏହାର ଇସ୍ତାହାର ପ୍ରକାଶ କରିଛି। ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହ ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ କହିଛି ଯେ, ଏହା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ବିଶ୍ୱାସର ଏକ ଦସ୍ତାବିଜ ଏବଂ ଏଥିରେ…
ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ
କୋଲକତା : ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି।
କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ, “ଆମେ…
ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି:ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ଵର : ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ ବୟାନ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ପ୍ରକଳ୍ପ ବାତିଲ୍ ହୋଇନି। ପ୍ରକଳ୍ପକୁ ସାମୟିକ ଭାବେ ସ୍ଥଗିତ ରହିଛି। ଭୁବନେଶ୍ଵର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନି, ଅଫିସ…
ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜର ନିର୍ଦେଶ:ହାଇକୋର୍ଟ
କଟକ: ଅଦାଲତଙ୍କ ନିର୍ଦେଶ ପାଳନରେ ଅବହେଳା ଏବଂ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ହାଇକୋର୍ଟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଅଦାଲତରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ପେନ୍ସନ ସମ୍ପର୍କିତ ଏକାଧିକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଜଷ୍ଟିସ୍…