Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଫକୀରମୋହନ ଗୋଲେଇ ସାହିତ୍ୟ ଖଟି ପକ୍ଷରୁ ଆୟୋଜିତ ହେଲା ସଦାନନ୍ଦ ତ୍ରିପାଠୀଙ୍କ ସ୍ମୃତି ଚର୍ଚ୍ଚା
ବାଲେଶ୍ୱର, ୧୦/୦୪ :(କୃଷ୍ଣ କୁମାର ମହାନ୍ତି) ଓଡ଼ିଶାର ବହୁ ଚର୍ଚ୍ଚିତ ଗାଳ୍ପିକ ଓ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ସଦାନନ୍ଦ ତ୍ରିପାଠୀଙ୍କ ବିୟୋଗରେ ବାଲେଶ୍ୱରର ଏଡିଏମ୍ ଛକ ନିକଟସ୍ଥ 'ଶ୍ରୀକକ୍ଷ'ରେ ଫକୀରମୋହନ ଗୋଲେଇ ସାହିତ୍ୟ ଖଟି ତରଫରୁ ଏକ ଶୋକସଭା କବି ଉତ୍ପଳ ମହାନ୍ତିଙ୍କ…
କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଅନୁଷ୍ଠିତ
ବାଲେଶ୍ୱର,୮ା୪(କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟରେ ଓଡ଼ିଆ ଗଳ୍ପ, କବିତା, ପ୍ରବନ୍ଧ ପ୍ରତିଯୋଗିତା, ସଫେଇ କାର୍ଯ୍ୟକ୍ରମ ଓ ପାରମ୍ପରିକ ପୋଷକ ପରିଧାନ, ସ୍ବାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ଭଳି ବିବିଧ କାର୍ଯ୍ୟକ୍ରମ…
ବାଲେଶ୍ୱରର ପତ୍ରିପାଳ ଗାଁରେ ବିରଳ ପକ୍ଷୀ ଉଦ୍ଧାର
ବାଲେଶ୍ୱର, ୮ ଏପ୍ରିଲ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ଗ୍ରାମରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି।
ପ୍ରାଥମିକ ଅନୁମାନ ଅନୁସାରେ ଏହି ପକ୍ଷୀଟି ବିରଳ ‘ହାଡ଼ଗିଳା’ (Greater Adjutant) ପ୍ରଜାତିର ହୋଇପାରେ।…
ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ବାଲେଶ୍ୱର, ୮/୦୪(କୃଷ୍ଣ କୁମାର ମହାନ୍ତି): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ(ଓବିବିଏ) ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସାହିତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ସ୍ରଷ୍ଟା ନାଟ୍ୟାଳୟ ପରିସରରେ…
ଦିବଂଗତ କବି ଅଖିଳ ନାୟକଙ୍କ ସ୍ମୃତିରେ ବାଲେଶ୍ୱରରେ ପ୍ରଥମ ଥର ପାଇଁ ପାଳିତ ହେଲା ଅଖିଳ ଜନ ସାହିତ୍ୟ ଉତ୍ସବ-୨୦୨୬
ବାଲେଶ୍ୱର, ୮/୪(କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଷ୍ଟେସନ କ୍ଲବ୍ ଠାରେ 'ଅଖିଳ ସାମାଜିକ ସାଂସ୍କୃତିକ ଟ୍ରଷ୍ଟ' ଏବଂ 'ମୂଳନିବାସୀ ସାହିତ୍ୟ ଆଖଡା'ର ମିଳିତ ସହଯୋଗରେ ପ୍ରଥମଥର ପାଇଁ ବାଲେଶ୍ଵରରେ ଅଖିଳ ଜନ ସାହିତ୍ୟ ଉତ୍ସବ ସଂପ୍ରତି ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବକୁ ଉଦଘାଟନ…
ଟ୍ରମ୍ପ୍ ଯେଉଁ “ଶାସନ ପରିବର୍ତ୍ତନ” ପଦକ୍ଷେପକୁ ଗର୍ବର ସହିତ ପ୍ରଚାର କରିଥିଲେ ତାହା ବିଫଳ ହୋଇଛି
ମଙ୍ଗଳବାର (୭ ଏପ୍ରିଲ୍, ୨୦୨୬) ବିଳମ୍ବିତ ରାତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ବିଧ୍ୱଂସାତ୍ମକ ଆକ୍ରମଣ କରିବାକୁ ଦେଇଥିବା ଧମକରୁ ଓହରିଗଲେ, ତେହେରାନକୁ ଆତ୍ମସମର୍ପଣ କରିବାକୁ କିମ୍ବା ଏକ ବଡ଼ ଉତ୍ତେଜନାର ସମ୍ମୁଖୀନ ହେବାକୁ ଦେଇଥିବା ସମୟସୀମା ପୂର୍ବରୁ…
ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ।
Professor Satyanarayan Acharya took charge as the Chancellor of Odia University.
୩୩ତମ ଜାତୀୟ ବହୁଭାଷୀ ୱେବିନାର ଆୟୋଜିତ।
ନୟାଗଡ଼ (୯/୪): ରିପୋର୍ଟ-ସନାତନ ମହାକୁଡ଼।ଭାରତୀୟ ଅନୁବାଦ ସାହିତ୍ୟ ପକ୍ଷରୁ ଭାରତୀୟ ସାହିତ୍ୟର ଯୁବ ପ୍ରତିଭାମାନଙ୍କୁ ସମ୍ମିଳିତ କରି ସେମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହା ହେଉଛି ଷଷ୍ଠ ପ୍ରୟାସ। ଅପ୍ରେଲ ୧୦ ତାରିଖ ସନ୍ଧ୍ଯା ୭ଟା ସମୟରେ ଗୁଗୁଲ୍ ମିଟ୍ ମାଧ୍ୟମରେ ହେବାକୁଥିବା ଏହି…
ଇରାନ ପାଖରେ ମୁଣ୍ଡ ନୁଆଁଇଲେ ଟ୍ରଂପ, ଆଖିବୁଜି ମାନିନେଲେ ୧୦ ସର୍ତ୍ତ
ନୂଆଦିଲ୍ଲୀ : ଇରାନ ପାଖରେ ମୁଣ୍ଡ ନୁଆଁଇଲେ ଟ୍ରଂପ ! ବନ୍ଦ ହେଲା ଇରାନ-ଆମରିକା ଯୁଦ୍ଧ ! ୨ ସପ୍ତାହ ଲାଗି ଅସ୍ତ୍ରବିରତି ଘୋଷଣା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବାଚାଳାମି ପରେ ଶେଷରେ ଇରାନର ଫାଶରେ ପଡ଼ିଛନ୍ତି ।
ଟ୍ରଂପଙ୍କ ପାଖରେ ୧୦ ସର୍ତ୍ତ ରଖି ଇରାନ ଷ୍ଟ୍ରେଟ୍ ଅଫ୍…
ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବଢିଲା ବିଜେଡି ସଂସଦୀୟ ଦଳ ଫାଟ। ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର ସେ ପଠାଇ ଥିବା ଜଣାପଡ଼ିଛିି। ତାଙ୍କୁ ପଦରୁ ହଟାଇବା ପାଇଁ ଦଳର ଅନ୍ୟ ସାଂସଦମାନେ ସଭାପତି ନବୀନଙ୍କୁ ଲିଖିତ…