Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେପି ସରକାରକୁ ଦୁଇ ବର୍ଷ ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ମଧ୍ୟ ଏକ ସୁଯୋଗ।
ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଗଠନକୁ ଦୁଇ ବର୍ଷ ପୂରଣ ହୋଇଛି। ୨୦୨୪ ଜୁନ୍ ୧୨ରେ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ନେଇଥିବାବେଳେ କିଛି କ୍ଷେତ୍ରରେ ସମାଲୋଚନାର ସମ୍ମୁଖୀନ…
ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ
ଭୁବନେଶ୍ବର : ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଗଲେ ଦେବାଶିଷ ସାମନ୍ତରାୟ। ଗୁରୁବାରରେ ତାଙ୍କୁ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ନିର୍ବାଚିତ ହୋଇଥିବା ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଦେବାଶିଷ ଏକମାତ୍ର ଖାଲିଥିବା ଆସନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ…
ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଇରାନ ଉପରେ ଆକ୍ରମଣ କରିବନି:ଟ୍ରମ୍ପ
ଓ୍ବାସିଂଟନ : ମଧ୍ୟପ୍ରାଚ୍ୟକୁ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର। ଯୁଦ୍ଧକୁ ନେଇ ବଡ ବୟାନ ଦେଲେ ଟ୍ରମ୍ପ। ଇରାନ ଉପରେ ଆକ୍ରମଣ କରିବନି ବୋଲି ଆମେରିକା କହିଛନ୍ତି। ବଡ଼ ହମଲା ପାଇଁ ଧମକର କେଇ ଘଣ୍ଟା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସପ୍ତାହାନ୍ତରେ ୟୁରୋପରେ…
ଏମ ସି ଏଲ କର୍ମଚାରୀଙ୍କୁ ଲାଞ୍ଚ ନେଇଥିବା ବେଳେ ଧରିଲା ସିବିଆଇ
ଝାରସୁଗୁଡା : ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ସିକୁରିଟି ଇନ୍ସପେକ୍ଟର ବଂଶୀରାମଙ୍କୁ ରଙ୍ଗେହାତ ଗିରଫ କରିଛି ସିବିଆଇ…
ବାଇପାସ ନଥିବାରୁ ବଢ଼ୁଛି ଟ୍ରାଫିକ ସମସ୍ୟା ଓ ଖରାପ ହେଇଚି ଜାତୀୟ ରାଜପଥ
ରାୟଗଡ଼ା (ଗୌରି ଶଙ୍କର ରାଓ) : ରାୟଗଡ଼ା ଜିଲ୍ଲାରେ ଜାତୀୟ ରାଜପଥ ୩୨୬ ଦେଇ ପ୍ରତିଦିନ ହଜାର ହଜାର ଛୋଟ ଓ ବଡ଼ ଯାନବାହନ ଚଳାଚଳ କରୁଛି। କିନ୍ତୁ ସହର ମଧ୍ୟରେ ବାଇପାସ ରାସ୍ତାର ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ…
ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ
ସମ୍ବଲପୁର : ନିଟ ପ୍ରଶ୍ନପତ୍ର ଲିକ ଓ ସିବିଏସସି ମୂଲ୍ୟାୟନ ବିଭ୍ରାଟକୁ ନେଇ ଏନଏସୟୁଆଇ ତରଫରୁ ସମ୍ବଲପୁରରେ ମହା ଆକ୍ରୋଶ ସମାବେଶ ଆୟୋଜନ କରା ଯାଇଥିଲା। ଏହି ସମାବେଶରେ ଏନଏସୟୁଆଇର ଜାତୀୟ ପ୍ରଭାରୀ କହେଁୟା କୁମାର ଓ ସଭାପତି ବିନୋଦ ଜାଖଡ଼ ଯୋଗ ଦେଇଥିଲେ।
ଏହି ବିଶାଳ ଆକ୍ରୋଶ ରାଲିକୁ…
କଜଳବନ୍ଧ ଗ୍ରାମର କୈଳାଶ ମଳିକ ହତ୍ୟା ପଛରେ ସୁପାରୀ କିଲର : ମୣତ କୈଳାଶଙ୍କ ସ୍ତ୍ରୀ ସଙ୍ଗୀତା ମଳିକ ଅଭିଯୋଗ
ରାଜନଗର : ରାଜନଗର ବ୍ଲକ ଈଶାଣୀପଲା ଠାରେ କଜଳବନ୍ଧ ଗ୍ରାମର କୈଳାଶ ମଳିକଙ୍କୁ ଗତ୧୦ତାରିଖ ରାତି ରେ କିଛି ଲୋକ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଖବର ପାଇ ସମ୍ପର୍କୀୟ ଲୋକେ ଯୁବକକୁ ଗୁରୁତର ଅବସ୍ଥାରେ ସମ୍ପର୍କୀୟ ଲୋକେ ରାଜନଗର ଗେ।ଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।…
ରାଜ୍ୟ ସରକାରଙ୍କ ବଡ ଘୋଷଣା: ମାଗଣା ବସ୍ରେ ଯାତ୍ରା କରିବେ ନିଟ୍ ପରୀକ୍ଷାର୍ଥୀ
ଭୁବନେଶ୍ଵର : ପରୀକ୍ଷାର୍ଥୀମାନଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ବିନା ଦେୟମୂଲ୍ୟ ବସ୍ରେ ଯିବେ ନିଟ୍ ୟୁଜି ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରିଛି। ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷାର୍ଥୀ ଓଏସଆରଟିସି ବସ୍ ବସ୍ରେ ମାଗଣାରେ ଯାଇପାରିବେ ।…
ଲୋକାର୍ପିତ ହେଲା ‘ଅଜୟ ଅନ୍ୱେଷା’ ଏବଂ ‘କବିତାର ମହାଭାଷ’ ପୁସ୍ତକ
ବାଲେଶ୍ଵର, ୧୧/୬(କୃଷ୍ଣ କୁମାର ମହାନ୍ତି): ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ସଭାକକ୍ଷରେ ବରିଷ୍ଠ ଲେଖକ ଅଜୟ ପ୍ରଧାନଙ୍କ ରଚିତ ଆଲୋଚନା ପୁସ୍ତକ 'କବିତାର ମହାଭାଷ: ଅସ୍ମିତାର ଇତିହାସ' ଏବଂ ଡକ୍ଟର ବେଣୁଧର ପାଢ଼ୀଙ୍କ ରଚିତ ଅଜୟ ପ୍ରଧାନଙ୍କ ସାହିତ୍ୟ ସମଗ୍ରର ଆଲୋଚନା ଗ୍ରନ୍ଥ 'ଅଜୟ ଅନ୍ୱେଷା'…
ରାମନାଗୁଡ଼ାରେ ଏସଆଇଆର-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ
ରାୟଗଡ଼, ୧୧ ଜୁନ ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭି, ଗୌରି ଶଙ୍କର ରାଓ: ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ଆଜି ରାମନାଗୁଡ଼ା ବ୍ଲକ ଗସ୍ତ କରି ଏସଆଇଆର-୨୦୨୬ (Special Intensive Revision) ଅନ୍ତର୍ଗତ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି…