Browsing Category

ଓଡିଶା

ଖାରଡା ପଞ୍ଚାୟତରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ପରିଦର୍ଶନ କଲେ ପାରଳା ବିଧାୟକ ।

ଗଜପତି 11/6:ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରଡା ପଞ୍ଚାୟତ ଗାଇବା ଯିବା ରାସ୍ତାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀକୁ ଆଜି ପରିଦର୍ଶନ କଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ । ପ୍ରଥମେ ଗେଲ ଇଣ୍ଡିଆ ଲିମିଟେଡ କମ୍ପାନୀ ମ୍ୟାନେଜର ପି ଅଭିରାମ ବିଧାୟକ ଙ୍କୁ ଫୁଲ ତୋଡା ଦେଇ…

ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ – ଡାକ୍ତର ମଞ୍ଜୁରାଣୀ ଜେନା ଗଜପତିର ନୂତନ…

ଗଜପତି 11/6:ସ୍ବାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ମଞ୍ଜୁରାଣୀ ଜେନା ପ୍ରକାଶ କରିଛନ୍ତି. ସେ ଏଥି ପୂର୍ବରୁ ଭୁବନେଶ୍ଵର ବିଏମ୍‌ସିରେ ମେଡିକାଲ ଅଫିସର ଭାବେ…

ଶିଶୁ ଶ୍ରମ ମୁକ୍ତ ଗଠନ ପାଇଁ ଯୁବ ସ୍ଵରଙ୍କ ଆହ୍ଵାନ

ଗଜପତି,(ମନୋଜ ପାଢ଼ୀ) -: ତା୧୧ ଜୁନ: ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଉପଲକ୍ଷେ ସାପ୍ତାହିକ ଅଭିଯାନ୨୦୨୬ ଅବସରରେ ଆଇଏସଆରଡି ୱାନ୍ ଷ୍ଟପ୍ ସେଣ୍ଟର, ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଯତନ ସକାଶେ ଶହ ଶହ ଯୁବ ସମାଜ, ବୁଦ୍ଧିଜୀବୀ, ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ମାଧ୍ୟମରେ ଏକ…

ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ଶୁଭ ଦେଲେ ସାଂସଦ ଓ ବିଧାୟକ

ଆର, ଉଦୟଗିରି-: ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ହେବାକୁ ଥିବା କେଶରୀଗୁଡା ଠାରୁ ଲିଟିଗୁଡା ପ୍ରାୟ ଛ’କିଲୋମିଟର ରାସ୍ତାକୁ ନିର୍ମାଣ କରିବା ନିମନ୍ତେ ୭.୮୩ କୋଟି ଟଙ୍କା ଅଟକଳ ହୋଇ ଥିବାରୁ ଏହି ରାସ୍ତାକୁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର…

9 ଦିନ ଧରି ମହେନ୍ଦ୍ରଗିରି ଠାରେ ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ ।

ଗଜପତି, 10/6: ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଆୟୋଜିତ ମହେନ୍ଦ୍ର ମେଳା ଗତକାଲି ଉଦଯାପିତ ହୋଇଯାଇଛି। ଗତ ଜୁନ 1 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ପୂଣ୍ଡାହୂତି ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ…

ସରକାରଙ୍କ ଉଦାସୀନତାକୁ ଦେଖି ଫକୀରମୋହନ ନଗରବାସୀ ରାସ୍ତା କାମ ନିଜେ କଲେ

ବାଲେଶ୍ୱର, ୧୦/୬ (କୃଷ୍ଣ କୁମାର ମହାନ୍ତି): ରାସ୍ତା ମରାମତି ପାଇଁ ବାରମ୍ବାର ନିବେଦନ କଲେ। ପ୍ରଶାସନକୁ ମଧ୍ୟ ଦାବିପତ୍ର ଦେଲେ। ହେଲେ ବାରମ୍ବାର ନିବେଦନ କରି ନିରାଶ ହେବା ପରେ ଏବେ ଲୋକେ ନିଜେ ରାସ୍ତା ମରାମତି କରିଛନ୍ତି। ଯାହା ଲୋକଙ୍କ ଏକତାକୁ ପ୍ରକାଶ କରୁଥିବା ବେଳେ ପ୍ରଶାସନିକ…

ଯୁବ ସାମ୍ବାଦିକ ପବିତ୍ର ଗୌଡ଼ଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଭୁବନେଶ୍ୱର : ତା 10/06/26 ଯୁବ ସାମ୍ବାଦିକ, ଗାଳ୍ପିକ, ସିନେ ସମୀକ୍ଷକ,ସ୍ବର୍ଗତ ପବିତ୍ର କୁମାର ଗୌଡ଼ଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଜୟଦେବ ଭବନ ସ୍ଥିତ, ପ୍ରଦର୍ଶନୀ କକ୍ଷରେ "ସାମ୍ବାଦିକ ପବିତ୍ର କୁମାର ଗୌଡ଼ ସ୍ମୃତି କମିଟି "ପକ୍ଷରୁ…

କିସ୍ ଅନୁଷ୍ଠାନର ଜନଜାତି ଛାତ୍ର ଛାତ୍ରୀ ଙ୍କୁ ହାର୍ଦିକ ଶୁଭେଚ୍ଛା।

ଗଜପତି: ମୋହନା ର ରୋମାନିଆ ବିଶ୍ୱ ଥିଅଟର ଫେଷ୍ଟିଭାଲରେ ସଫଳତାର ସହ ସେକ୍ସପିଅର ନାଟକ ମଞ୍ଚସ୍ଥ କରିଥିବାରୁ କିଶ୍ ଅନୁଷ୍ଠାନର ଜନଜାତି ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଗଜପତି ଜିଲ୍ଲା ମୋହନାରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ…

ଯୁବ ଲେଖକ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ରଚିତ ଋଷିପୁତ୍ର ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ।

ଗଜପତି: ମହେନ୍ଦ୍ର ମେଳାର ଅଷ୍ଟମ ଦିନରେ ଦଣ୍ଡନାଚର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ନେଇ ରଚିତ ଗବେଷଣାତ୍ମକ ପୁସ୍ତକ “ଋଷିପୁତ୍ର” ଶୈବ ଶାକ୍ତ ଧର୍ମ ଧାରା ର ସମନ୍ୱୟ ପର୍ବ ଦଣ୍ଡ ନାଚ, ଓଡ଼ିଶାର ମହାମହିମ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଙ୍କ କରକମଳରେ ଉନ୍ମୋଚିତ…

କେବେ ମମତାଙ୍କୁ ସୟାନୀ ଘୋଷ କହୁଥିଲେ ପ୍ରାଧାନମନ୍ତ୍ରୀ ପ୍ରାର୍ଥୀ, ଏବେ ନେଲେ ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ : ମମତା ବାନାର୍ଜୀ କେବେ କଳ୍ପନା କରିନଥିଲେ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ହାରିବା ପରେ ତାଙ୍କ ଦଳ ଟିଏମସିକୁ ନିଜ ଅସ୍ତିତ୍ୱ ପାଇଁ ଲଢ଼ିବାକୁ ପଡିବ। ଗତ କିଛି ଦିନ ହେଲା ଟିଏମସି ଭିତରେ ଏପରି ଝଡ଼ ଦେଖାଯାଇଛି ଯେ, ଜଣେ ବଡ଼ ନେତାଙ୍କ ଇସ୍ତଫା ଦେବା ମଧ୍ୟ ସ୍ୱାଭାବିକ…