Browsing Category

ଓଡିଶା

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

ଭୁବନେଶ୍ଵର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ। ଜୁନ୍ ୧୮ ତାରିଖରେ, ରାଷ୍ଟ୍ରପତି ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଆଧ୍ୟାତ୍ମିକ ଜାଗରଣ ଜରିଆରେ ଆଦିବାସୀ…

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ହାଇକମିଶନର ଶ୍ରୀ ସାଇମନ୍ ୱଙ୍ଗଙ୍କ (Mr Simon Wong) ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଛନ୍ତି ।…

ଭାରତର ବଡ ବିଜୟ; ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଗିଲ୍ ବାହିନୀ

ନୂଆଦିଲ୍ଲୀ : ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଭାରତ । ୪୦୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୪ ଓଭର ୩ ବଲରେ ଅଲଆଉଟ୍ ହୋଇଛି ଆଫଗାନିସ୍ତାନ।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା।…

୨୨ ଯାଏଁ ବରଗଡରେ ସ୍କୁଲ ଛୁଟି

ବରଗଡ:  ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ଖୋଲିବାକୁ ଥିବା ବେଳେ ବରଗଡ ଜିଲ୍ଲାରେ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟିକୁ ବଢ଼ାଇ ଦିଆଯାଇଛି।ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ସରକାରୀ ଓ…

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ପୋଲିସ ଷ୍ଟେସନରେ। ମୋବାଇଲ ଛାଡିଇବା ନାଁରେ ଏଏସଆଇ ଜଣକ ୨୦ ହଜାର ଟଙ୍କା ନେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ। ସେମାନଙ୍କଠାରୁ ୨୦,୦୦୦ ଟଙ୍କା ଜବତ…

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର କର୍ମକର୍ତ୍ତା ଙ୍କ ସହିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଙ୍କ ଆଲୋଚନା

ବରୋଦା, ଗୁଜରାଟ ତାରିଖ: ୧୭.୦୬.୨୦୨୬ ଆଜି ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ମାନ୍ୟବର ସଭାପତି, ଉପସଭାପତି, କନଭେନର, ଉପଦେଷ୍ଟା ତଥା ଅନ୍ୟାନ୍ୟ ସଭ୍ୟସଭ୍ୟାମାନେ ଓଡ଼ିଶାର ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା ଙ୍କୁ ବରୋଦାର ଅଲକାପୁରୀ ସ୍ଥିତ ସର୍କିଟ…

ବଡ଼ ଠାକୁର

ବଡ଼ ଠାକୁର ହାତରେ ଦଉଡ଼ି ଥିବ ଓଠରେ ମୋ ହସ ଟାଣୁଥିବି ଯେତେବେଳେ ତୋର ନନ୍ଦିଘୋଷ । ଆଗରେ ବଳିଆ ଭାଇ ପଛରେ କାଳିଆ ମଝିରେ ସୁନାମୁଖି ହସ ଖିଲି ଖିଲିଆ । ନନ୍ଦିଘୋଷ ତାଳଧ୍ୱଜ ସେ ଦେବଦଳନ ଦେଖିବା ପାଇଁ ହୁଏ ମୋର ମନ ଉଛନ । ତିନି ଠାକୁରଙ୍କ ରଥ ଯିବ ଗଡ଼ିଗଡ଼ି ବଡ଼ ଦାଣ୍ଡେ…

ଶିବ ବିବାହ

ଶିବ ବିବାହ ========== ଦକ୍ଷ ଯଜ୍ଞରେ ଯେଉଁ ଦିନ ସତୀ ଶରୀର ତ୍ୟାଗ କରି ଦେଲେ ସେହି ଦିନ ଠାରୁ ଶିବଙ୍କ ମନରେ ବୈରାଗ୍ୟ ଆସି ଗଲା l ସେ ସର୍ବଦା ଶ୍ରୀରାମଙ୍କ ଗୁଣ କୀର୍ତ୍ତନ ତଥା ରାମକଥା ଶୁଣି ଶୁଣି ବ୍ରହ୍ମାଣ୍ଡ ଭ୍ରମଣ କରିବାକୁ ଲାଗିଲେ l ଜବ ତେ ସତୀ ଯାଇ ତନୁ ତ୍ୟାଗା l ତଵ ତେ ଶିୱ…

ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର, ତା ୧୬.୦୬.୨୦୨୬:(ଶେଖର ଖୁରା )ଆଜି ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଡ଼ ପ୍ରମୋଦ କୁମାର ପୃଷ୍ଟି ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉମରକୋଟ ଶୁଭେନ୍ଦୁ କୁମାର ଶବର ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ…

ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର ୧୬.୬.୨୦୨୬ :(ଶେଖର ଖୁରା )ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ…