Browsing Category

ଓଡିଶା

ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ: ୧୬ ଜଣ ଗିରଫ, କୋର୍ଟ ଚାଲାଣ

ରାୟଗଡ଼ା/କଲ୍ୟାଣସିଂହପୁର( ଭି ଗୌରୀ ଶଙ୍କର ରାଓ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ପିଲାଚୋର ସନ୍ଦେହରେ ଏକ ଯୁବକ ଓ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୧୬…

ରାୟଗଡ଼ ପୌରାଞ୍ଚଳରେ SIR ଫର୍ମ ପୂରଣ ଓ ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡ଼, ତା. ୧୮.୦୬.୨୦୨୬:(ଭି ଗୌରୀ ଶଙ୍କର ରାଓ ) ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣୀ ଆଜି ୧୪୦-ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ ପୌରାଞ୍ଚଳ ପରିଦର୍ଶନ କରି ଚାଲିଥିବା SIR ଫର୍ମ ପୂରଣ ଏବଂ ଡିଜିଟାଇଜେସନ ପ୍ରକ୍ରିୟାର…

ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ ତା ୧୮.୬.୨୦୨୬ ( ଭି ଗୌରୀ ଶଙ୍କର ରାଓ )ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଗୁରୁବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାୟଗଡ଼ ଜିଳ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ବେଆଇନ ବାଲିଚାଲାଣ : ୩ ବାଲି ବୋଝେଇ ଟ୍ରାକ୍ଟର ଜବତ ଓ ୩ ଜଣ ଗିରଫ ।

ଗଜପତି 18/6:ବେଆଇନ ବାଲିଚାଲାଣ ଅଭିଯୋଗରେ ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ୩ ଗୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଥିବା ସୂଚନା ମିଳିଛି । ଅଡ଼ବା ନଦୀରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ପୁଲିସ ଚଢ଼ାଉ କରି ୩ଗୋଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି।…

ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ସାମୁହିକ ଟେବୁଲ ଟପ୍ ଏକ୍ସରସାଇଜ ଅଭ୍ୟାସ…

ଗଜପତି ୧୮.୦୬ : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ଏବଂ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଓ ବନ୍ୟା-ବାତ୍ୟା…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି :  ୧୮।୬ ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ ଗଜପତି ଜିଲାର ଅଡବା ଅଞ୍ଚଳରୁ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ ଅଡବା ପୋଲିସ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।…

କମ୍ବଳ ବେପାର ଆଳରେ ଗଞ୍ଜେଇ କାରବାର : ୪ ଜଣଙ୍କୁ ବାନ୍ଧିଲା ପୋଲିସ

 ମାଲକାନଗିରି : 'ପୁଷ୍ପା' ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ମାଲକାନଗିରିରେ କମ୍ବଳ ବେପାର ଆଳରେ କୋଟିଏ ଟଙ୍କାର ଗଞ୍ଜେଇ କାରବାର ଅଭିଯୋଗରେ ୪ ଗିରଫ। କାଲିମେଳା ଅଞ୍ଚଳରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ସହ ତିନୋଟି ବାଇକ୍ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ୩ଜଣ…

ଚାମେଲି ବିବାଦ: ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ବିଡିଓ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ ମାମଲାରେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଛନ୍ତି। ବିଡିଓ କହିଛନ୍ତି, ଚାମେଲିଙ୍କର କୌଣସି ବିଲ୍ ପେଣ୍ଡିଂ ନାହିଁ। ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା…

ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ

କୋଟା: NEET ପେପର ଲିକ୍ ଏବଂ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ରାଜସ୍ଥାନର ଶିକ୍ଷା ନଗରୀ କୋଟାରୁ ଦେଶବ୍ୟାପୀ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଚାଲିଥିବା ଅଭିଯୋଗ କରି ସେ କେନ୍ଦ୍ର…