Browsing Category

ଓଡିଶା

ଅଙ୍ଗନବାଡ଼ି କେନ୍ଦ୍ରରୁ କଂକ୍ରିଟ୍‌ ଖସି ୩ ଆହତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ ଖସିଲା କଂକ୍ରିଟ୍‌। କଂକ୍ରିଟ୍‌ ଖସି ୩ ଜଣ ଶିଶୁ ଆହତ ହୋଇଛନ୍ତି। ଆହତ ୩ ଶିଶୁ କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଚାଷଜମିର କ୍ଷୟକ୍ଷତି ଆକଳନ କରି ଚବିଶ ଘଣ୍ଟା ନ ପୂରୁଣୁ କ୍ଷତିପୂରଣ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସେ ପ୍ରଭାବରୁ ଆଶଙ୍କା କରାଯାଉଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ…

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ଭ୍ରମଣ ସୂଚୀ ହେତୁ ନିଜର ଶାରୀରିକ ଅନୁପସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ ଏହି…

ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

ଭେନଜୁଏଲା: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ଭି କେ ପାଣ୍ଡିଆନ। ଏହାକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା। କାରଣ ହେଲା ଓଡିଶା ରାଜନୀତିରେ ଚହଳ ସୃଷ୍ଟି କରିଥିବା ଭି କେ ପାଣ୍ଡିଆନ ଦୀର୍ଘ ମାସ ପରେ ସେ ଲୋକଲୋଚନକୁ ଆସିଛନ୍ତି। ତେବେ ଓଡିଶାରେ ନୁହେଁ, ସେ ଭେନଜୁଏଲାରେ ଘଟିଥିବା…

ବୈତରଣୀରେ ଆସିପାରେ ଛୋଟ ବନ୍ୟା;୯ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବୈତରଣୀ କୂଳ ଲଂଘିବା ସ୍ଥିତିରେ ରହିଥିବା ବେଳେ ଏକ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଗଣମାଧ୍ୟମକୁ ସୂଚନା…

ବିରହ ବେଦନା

ବିରହ ବେଦନା ଅମରନାଥ ବାରିକ୍ କରିଥିଲ ମୋର ଜୀବନ ସାର୍ଥକ ଜୀବନ ସାଥୀଟେ ହୋଇ ଆଜି କାହିଁ ଗଲ ଦୂର ରାଇଜ କୁ ଶଙ୍ଖା ସିନ୍ଦୂର ଲିଭେଇ । କାହିଁ ଗଲ ତୁମେ ଅଧା ବାଟେ ଛାଡ଼ି ପାରୁନି ଏକା ମୁଁ ବଞ୍ଚି ଦୁନିଆ ଦାଣ୍ଡରେ ସଭିଏଁ କୁହନ୍ତି ବିଧବା ଠୁଁ ରୁହ ଘୁଞ୍ଚି । କେମିତି କହିବି…

ଡ଼ିଆ ସାହିତ୍ୟରେ ନୂଆ ଆଧ୍ୟାତ୍ମିକ ସୃଷ୍ଟି: ପ୍ରକାଶ ପାଇବ ‘ହେ ଈଶ୍ଵର’

ଭୁବନେଶ୍ୱର: ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା, ଆଉ ସେହି ଲୀଳାକୁ ଅକ୍ଷର ରୂପ ଦେଇଛନ୍ତି ଯୁବ ଲେଖକ ଅମରନାଥ ବାରିକ୍ । ତାଙ୍କ ଦ୍ୱାରା ଲିଖିତ ନୂଆ ଓଡ଼ିଆ ପୁସ୍ତକ 'ହେ ଈଶ୍ଵର' ଅତି ନିକଟରେ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେବାକୁ ଯାଉଛି । ଏଥିରେ ଚଉବନଟି ଭକ୍ତି କବିତା ରହିଥିଲା ବେଳେ…

ରାମ ମନ୍ଦିର ଟ୍ରଷ୍ଟ ବୈଠକ ପୂର୍ବରୁ ଚମ୍ପତ ରାୟଙ୍କଠାରୁ କାଢ଼ିନିଆଗଲା କ୍ଷମତା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନ ୩ ଟାରେ ଟ୍ରଷ୍ଟର ଅତିଥି ଭବନରେ ଅନୁଷ୍ଠିତ ହେବ। ଏହି ବୈଠକର ଅଧ୍ୟକ୍ଷତା ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ କରିବେ, ଯେତେବେଳେ ଟ୍ରଷ୍ଟର…

ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା: ସମନ୍ୱୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ…