Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା
ମାଲକାନଗିରି : ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା। ଆନ୍ଦ୍ର ଓଡିଶା ସୀମାନ୍ତ ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଦ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି ( AOBSZC ) କମିଟି ର ହୋଇଥିବା ସୂଚନା ଦେଲେ ମାଲକାନଗିରି ଏସିପି ।ଜବତ…
ସେସଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ସେସଲ୍ସ ଗସ୍ତରେ ଥିବା ବେଳେ ରାଜଧାନୀ ଭିକ୍ଟୋରିଆସ୍ଥିତ ଜାତୀୟ ବଟାନିକାଲ ଗାର୍ଡେନକୁ ଯାଇ ସେଠାରେ ଥିବା କଇଁଛଗୁଡ଼ିକୁ ଖାଇବାକୁ ଦେଇଛନ୍ତି। ଭାରତ ଓ ସେସଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ଅବସରରେ…
ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା : ଇରାନ ଉପରେ ଆମେରିକାର ଆକ୍ରମଣ,ବାହାରିନ୍ ଉପରେ ରାଗ ଶୁଝାଇଲା ଇରାନ : ଇରାନ ଉପରେ…
ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି କେବଳ କାଗଜ କଲମରେ ସୀମିତ ହୋଇ ରହିଥିବା ଭଳି ପ୍ରତୀୟମାନ ହେଉଛି। ଶାନ୍ତି ଚୁକ୍ତି ସ୍ବାରକ୍ଷିତ ହେବା ସତ୍ତ୍ବେ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ଶନିବାର ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ ରଖାଯାଇଥିବା…
ଡେଡ୍ଲାଇନ୍ ପରେ ବି ଶେଷ ହୋଇନି ଏସ୍ସିବି ପ୍ରକଳ୍ପ, ସ୍ଥିତି ସ୍ପଷ୍ଟ କଲେ ମନ୍ତ୍ରୀ
କଟକ: କଟକ ଏସ୍ସିବି ମେଡିକାଲର ବହୁ ପ୍ରତୀକ୍ଷିତ ନୂଆ କ୍ଲିନିକାଲ ୟୁନିଟ୍ ବିଲ୍ଡିଂର କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇପାରିନାହିଁ। ଚଳିତ ବର୍ଷ ଜୁନ୍ ସୁଦ୍ଧା ପ୍ରକଳ୍ପକୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେହି ଲକ୍ଷ୍ୟ ପୂରଣ…
‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଗୁଜରାଟରେ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିର ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ସମବାୟ ଭିତ୍ତିକ ଗତିଶୀଳ ପ୍ଲାଟଫର୍ମ ‘ଭାରତ ଟ୍ୟାକ୍ସି’ର ଶୁଭାରମ୍ଭ କରିଛନ୍ତି। ଭାରତ ଟ୍ୟାକ୍ସିର ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ…
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି
ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ଡାଇଭର୍ସନ, ସୁରକ୍ଷିତ ଯାତାୟାତ ଓ ନିର୍ଦ୍ଧାରିତ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱର, ବ୍ରହ୍ମଗିରି…
ନିଜ ବିଭାଗରୁ ସବ୍ସିଡି ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାଗୀରଥ ଚୌଧୁରୀ ନିଜ ବିଭାଗରୁ ବିଭିନ୍ନ ଯୋଜନା ବାବଦକୁ ୯୯ ଲକ୍ଷ ୬୦ ହଜାର ଟଙ୍କା ନେଇଥିବା ଜଣାପଡ଼ିବା ପରେ ବିବାଦ ସୃଷ୍ଟି ହୋଇଛି।ସୂଚନାନୁଯାୟୀ ବାଣିଜ୍ୟିକ କୃଷିର ବିକାଶ ପାଇଁ ଫାର୍ମ କରିଥିବା ବ୍ୟକ୍ତିବିଶେଷଙ୍କୁ…
ଅପରେସନ ଟାଇଗର ୩.୦; ସିନ୍ଦେ ଗୋଷ୍ଠୀରେ ମିଶିବେ ଉଦ୍ଧବଙ୍କ ୧୪ ବିଧାୟକ!
ମୁମ୍ବଇ: ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନା (ୟୁଟିବି)ର ୧୪ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଦଳରେ ଯୋଗ ଦେବେ ବୋଲି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଗୁଲାବରାଓ ପାଟିଲ କହିବା ପରେ ବିଭିନ୍ନ ମହଲରେ ହଇଚଇ ସୃଷ୍ଟି ହୋଇଛି।
ସୂଚନାଥାଉ କି କିଛିଦିନ ତଳେ ଶିବସେନା…
ମହିଳା ଟି୨୦ ବିଶ୍ବକପ୍: ସେମି ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ
ଲର୍ଡସ : ରବିବାର ଚଳିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର୍ଯ୍ୟାୟର ଅନ୍ତିମ ଦିନ। ରବିବାର ହିଁ ନିଶ୍ଚିତ ହୋଇଯିବ ଯେ ଗ୍ରୁପ୍-୧ରୁ ଅଷ୍ଟ୍ରେଲିଆ ପରେ ୨ୟ ଦଳ ଭାବେ କିଏ ସେମିଫାଇନାଲ ଖେଳିବ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସମସ୍ତ ମ୍ୟାଚ୍ ଜିତି ଉଭୟ ଗ୍ରୁପ୍ର ଶୀର୍ଷରେ ରହି ସେମିଫାଇନାଲ…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ; ବାଲି ସୈରାତ ବାତିଲ କ୍ଷମତା ତହସିଲଦାରଙ୍କ ନାହିଁ
କଟକ : ବାଲି ସୈରାତ ଉତ୍ସଗୁଡ଼ିକର ପରିଚାଳନା ଓ ଏ ସମ୍ପର୍କିତ ନିଷ୍ପତ୍ତି ନେବା ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି। ୨୦୨୨ରେ ଲଘୁ ଖଣିଜ ଦ୍ରବ୍ୟ ସଂପର୍କିତ ନିୟମାବଳୀ (ଓଏମଏମସି ରୁଲ୍ସ)ରେ ସଂଶୋଧନ ହେବା ପରେ କ୍ଷମତା ନ ଥିଲେ ମଧ୍ୟ ରାଜ୍ୟରେ ତହସିଲଦାରମାନେ…