Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
Bhubaneswar Bar Association Commemorates World Organ Donation Day
Bhubaneswar(13/8) : On the occasion of World Organ Donation Day, a special commemorative awareness programme on organ donation was organised on 13 August 2026 at the Conference Hall of the Bhubaneswar Bar Association (BBA), Bhubaneswar, in…
ସଞ୍ଜୟ ଲେଙ୍କା ବିଜୁଜନତା ଦଳ କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କଲେ !
ପଟ୍ଟାମୁଣ୍ଡାଇ ୧୩/୮: ବରିଷ୍ଠ ବିଜେଡି ନେତା ସଞ୍ଜୟ କୁମାର ଲେଙ୍କା କେନ୍ଦ୍ରାପଡା ଜିଲ୍ଲା କମିଟିରେ ସମ୍ପାଦକ ଭାବେ ଗୁରୁଦାୟିତ୍ଵ ବହନ କରିଛନ୍ତି । ଶ୍ରୀ ଲେଙ୍କା ୨୦୦୭ ମସିହାରେ ଵଡମୂଳଵସନ୍ତ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।ପରେ ୨୦୧୭ ମସିହାରେ ପଟ୍ଟାମୁଣ୍ଡାଇ ବ୍ଲକର…
ଗଜପତି ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦ : ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ..।
ଗଜପତି,୧୩.୮(ମନୋଜ ପାଢ଼ୀ)-:ଭାରତର ଅଭିନବ ଚିନ୍ତାଧାରା ଓ ସମସ୍ୟା ସମାଧାନର ଏକ ଅନନ୍ୟ ମଞ୍ଚ ‘ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍ ୩.୦’ ଏବଂ ‘ଓଡ଼ିଆ ପ୍ରେନ୍ୟୁର୍ – ସ୍ମାର୍ଟ ଓଡ଼ିଶା ହ୍ୟାକାଥନ୍’ର ଗଜପତି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମ୍ୟୁନିସିପାଲିଟି…
ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ: ଆଜି ଓଡିଶା ଡିଜିପି ନିଯୁକ୍ତିରେ ରୋକ ଲଗାଇଛନ୍ତି ସୁପ୍ରିମ କୋର୍ଟ। ଆଜି ୟୁପିଏସସି ବୈଠକରେ ଓଡିଶାର ଡିଜିପି କିଏ ହେବ ସେ ନେଇ ତିନିଜଣଙ୍କ ନାମ ବଛାଯାଇଥାଆନ୍ତି। ହେଲେ ସୁପ୍ରିମ କୋର୍ଟ ସେଥିରେ ରୋକ ଲଗାଇ ଅଗଷ୍ଟ ୧୮ ଯାଏଁ କୌଣସି ନିଷ୍ପତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି।…
ହିଣ୍ଡାଲ୍କୋ ଖଣିକୁ ମିଳିଲା ପ୍ରଥମ ଏଏସ୍ଆଇ ମାନ୍ୟତା
ରାୟଗଡା: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓଡ଼ିଶାର ରାୟଗଡା ଜିଲ୍ଲାରେ ଥିବା ତାହାର ବାଫ୍ଲିମାଳି ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍ ଇନିସିଏଟିଭ୍…
“ପ୍ରଧାନମନ୍ତ୍ରୀ ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରୁନାହାଁନ୍ତି?”: ରାହୁଲ ଗାନ୍ଧୀଙ୍କ ବଡ଼ ଆକ୍ରମଣ
ନୂଆଦିଲ୍ଲୀ: “ରଚନାତ୍ମକ କଂଗ୍ରେସ ସମ୍ମିଳନୀ’ ରେ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଦେଶର ବ୍ୟବସ୍ଥା ଠିକ୍ ଭାବରେ କାର୍ଯ୍ୟ କରୁନାହିଁ ଏବଂ ଜନତା, ଛାତ୍ରଛାତ୍ରୀ ଏବଂ ପୀଡିତଙ୍କ କଥା ଶୁଣିବା ପରିବର୍ତ୍ତେ ସରକାର ନିଜ ଆଦେଶ…
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସାକ୍ଷାତ କଲେ ବିଶିଷ୍ଟ ଶିଳ୍ପପତି କରଣ ଆଦାନୀ
ଭୁବନେଶ୍ୱର: ବିଶିଷ୍ଟ ଶିଳ୍ପପତି କରଣ ଆଦାନୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଶିଳ୍ପ ଓ ନିବେଶ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ…
୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର
ନବରଙ୍ଗପୁର, ତା. ୧୩.୦୮.୨୦୨୬:(ଶେଖର ଖୁରା ):୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…
ଗୁମ୍ମାରେ ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ।
ଗଜପତି,୧୩.୮(ମନୋଜ ପାଢ଼ୀ) :-ଗଜପତି ଜିଲା ଅନ୍ତର୍ଗତ ଗୁମ୍ମା ବ୍ଳକ୍ ସଦରମହକୁମା ହାଟପଦା ନିକଟସ୍ଥ ବିଏସଏନଏଲ୍ ଟାୱାର ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳର ବିଜୟ ଗମାଙ୍ଗଙ୍କ ଘର କବାଟ ଓ ଆଲମିରା ଭାଙ୍ଗି ୭୦,୦୦୦/- ଟଙ୍କା ସହିତ ଘରୁ ଅନ୍ୟାନ୍ୟ…
କାଦୁଅ ରାସ୍ତାରେ ଚାଲି ଗ୍ରାମରେ ପହଞ୍ଚିଲେ, ଚାଷୀଙ୍କ ସହ ଜମିରେ ମିଶିଲେ ବିଧାୟକ।
ଗଜପତି,୧୩.୮ (ମନୋଜ ପାଢ଼ୀ) :ଚାଷୀ, ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ସହ ମାଟିରେ ମିଶିବାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୁଟିପାଡୁ ଗ୍ରାମରେ। ଖାରଡା ପଞ୍ଚାୟତ ଅଧୀନ ଏହି ଗ୍ରାମକୁ ବିଧାୟକ ରୂପେଶ ପାଣିଗ୍ରାହୀ…