Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ରସୁଲଗଡରେ ସଡକ ଦୁର୍ଘଟଣା ; ଜଣେ ମୃତ
ଭୁବନେଶ୍ୱର : ଆଜି ରସୁଲଗଡ ଛକ ନିକଟରେ ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜଣେ ସ୍କୁଟି ଆରୋହୀଙ୍କୁ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଘଟଣା ସ୍ଥଳରୁୁ ଫେରାର ହୋଇ ଯାଇଛି। ସ୍କୁଟି ଆରୋହୀଙ୍କ ମୁଣ୍ଡ ଉପରେ ଟ୍ରକଟି ଚଢି…
ଓଡ଼ିଶା, ଛତିଶଗଡ଼ ରାଜ୍ୟପାଳଙ୍କ ଦ୍ବାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ ଉଦ୍ଘାଟିତ
ଭୁବନେଶ୍ୱର : ସମ୍ବିଧାନ ଦିବସ ଅବସରରେ ରବିବାର ଆଇଏମ୍ଏମ୍ଟି ପରିସରରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦ୍ବାରା ‘ଓଡ଼ିଶା ଗବେଷଣା କେନ୍ଦ୍ର’ର ଶୁଭ ଉଦ୍ଘାଟନ ହୋଇଯାଇଛି। ଶ୍ରୀ ହରିଚନ୍ଦନ କହିଥିଲେ ସବୁ ସଂସ୍କୃତିକୁ ନେଇ ଭାରତୀୟ ସଂସ୍କୃତି…
୮୧ ବର୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ: ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକର୍ଷିତ କରିବ ‘ଆନ୍ତର୍ଜାତିକ କକ୍ଷ’
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ। ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର କାୟାକଳ୍ପରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛି। ୮ ଦଶନ୍ଧି ତଳର ଶିକ୍ଷା ଓ ସଂସ୍କୃତିର କ୍ଷୁଦ୍ରସ୍ୱପ୍ନଟି ଆଜି ଓଡ଼ିଶାର ଶିକ୍ଷାୟତନର ବୃହତ୍ ଜ୍ଞାନଭଣ୍ଡାରରେ ପରିଣତ ହୋଇଛି। କଳା, ବିଜ୍ଞାନ, ଆଇନ ଓ ଶିକ୍ଷା ବିଭାଗକୁ ନେଇ…
କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ବରଙ୍କୁ ଅର୍ପଣ: କପିଳେଶ୍ବରରେ ମହକିଲା ମାଟିହାଣ୍ଡି ତରଣ
ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଭୁ ଶ୍ରୀଧବଳେଶ୍ୱରଙ୍କୁ ମାଟିହାଣ୍ଡି ତରଣ ଅର୍ପଣ କରିବା କପିଳେଶ୍ବରର ଏକ ପ୍ରାଚୀନ ପରମ୍ପରା। ଚତୁର୍ଦଶୀ ତିଥିରୁ ରନ୍ଧନ ହୋଇଥିବା ଏହି ପ୍ରସାଦ ପୂର୍ଣ୍ଣିମା ତିଥିର ଭୋର୍ ସମୟରେ ପ୍ରଭୁ କପିଳେଶ୍ବରଙ୍କ ମନ୍ଦିର ବେଢ଼ାରେ ପ୍ରଭୁ ଧବଳେଶ୍ବରଙ୍କୁ…
ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା
ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା ସିଂହଦ୍ଵାରରେ…
ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ
ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିସ୍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ କହିଲେ, କୌଣସି କାମ…
ଆଜି ଆସୁଛନ୍ତି ରାଷ୍ଟ୍ରପତି: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର(୨୬ ତାରିଖ) ସନ୍ଧ୍ୟା ୬ଟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀମତୀ ମୁର୍ମୁ। ଏହା ପରେ କଡ଼ା ସୁରକ୍ଷା ବଳୟରେ ରାଜଭବନ ଯିବେ। ସେଠାରେ…
ପୁଣି ଅଶାନ୍ତ ବିଜେବି କ୍ୟାମ୍ପସ: ଛାତ୍ରୀଙ୍କ ଓଢ଼ଣି ଟାଣି ଦୁଷ୍କର୍ମ ଧମକ
ଭୁବନେଶ୍ବର: ସ୍କର୍ପିଓ ଧରି କ୍ୟାମ୍ପସରେ ପଶିଲେ। କେହି କିଛି ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଓଢ଼ଣି ଟାଣାଓଟରା କଲେ। ଆଉ ଦୁଷ୍କର୍ମ ପାଇଁ ଧମକ ଦେଇ ଚାଲିଗଲେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍ରେ। ଏହାକୁ ନେଇ କ୍ୟାମ୍ପସରେ…
ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା
ଭୁବନେଶ୍ବର: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍।
ସୂଚନା ମୁତାବକ ଲୋକେ ଘରେ ଥିବା…
ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ
ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ…