Sign in
Sign in
Recover your password.
A password will be e-mailed to you.
Browsing Category
ମହାନଗର
ଭୁବନେଶ୍ୱରରେ ଉଦଘାଟିତ ହେଲା ସୁବର୍ଣ୍ଣlଶ୍ରୀ- ର ଭବ୍ୟ ଶୋ-ରୁମ
ସୁବର୍ଣ୍ଣପୁର : ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁବର୍ଣ୍ଣପୁର ର ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣlଶ୍ରୀ ଆଉ ଗୋଟିଏ ପାହାଚ ଚଢି ଉତ୍ତମ ଗୁଣବତ୍ତା ର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ କଳା ର ନୂତନ…
ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ
ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀ ଆଉ ନାହାନ୍ତି। ଆଜି ସକାଳ ୭ଟା ୪୫ ମିନିଟ ସମୟରେ ତାଙ୍କର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୧ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ଭୁବନେଶ୍ବର…
ଜେଲ ବେଦୀରେ ବାହାଘର : ପିଡିତା ହେଲେ ସାତଜନ୍ମର ସାଥୀ
ଭୁବନେଶ୍ବର: ସେଦିନ ନାବାଳିକାଙ୍କ ସରଳ ବିଶ୍ବାସରେ ବିଷ ଦେଇ ତାଙ୍କୁ ଗର୍ଭବତୀ କରାଇଥିଲା ଅଭିଯୁକ୍ତ। ବିବାହର ପ୍ରଲୋଭନରେ ନାବାଳିକା ଗର୍ଭବତୀ ହୋଇଯିବା ପରେ ବଢ଼ିଥିଲା ସମସ୍ୟା। ବାହାଘର ହୋଇପାରିଲା ନାହିଁ। ଏଭଳି ଅବୈଧ କାର୍ଯ୍ୟ ପାଇଁ ଗିରଫ ହେଲା ଅଭିଯୁକ୍ତ। ସେ ଜେଲ୍ରେ ରହିବା…
୫ ଟି ସଚିବଙ୍କ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲ ସର୍ବେକ୍ଷଣ ।
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ ରାଜ୍ୟର ଅନ୍ୟତମ ବ୍ୟସ୍ତତମ ବସ ଟର୍ମିନାଲ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହ ଶହ ବସ ଚଳା ଚଳ କରିଥାଏ। ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଟି ଉପକ୍ରମରେ ଏହି ବସ…
ମୋ ବସ” ରେ ଯାତ୍ରୀ ଙ୍କୁ ଆକ୍ରମଣ!
ଭୁବନେଶ୍ୱର : ଶନି ବାର ସନ୍ଧ୍ୟାରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ "ମୋ ବସ" ଟର୍ମିନାଲ ରେ ଏକ ବସ ମଧ୍ୟରେ ଜୈନକ ଯାତ୍ରୀଙ୍କୁ ମୋ ବସ ର ଜଣେ ବସ ଚାଳକ ମାଡ଼ ମାରିବାରୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ,ବସ ଭିତରେ କୋୖଣସି କାରଣରୁ ବସ…
ଆଜିଠାରୁ ଓଡ଼ିଶାରେ ବଢିବ ବର୍ଷା
ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୪.୫ ରୁ ୫.୬ କିମି ମଧ୍ୟରେ କାଲି ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର…
ସରକାର ଚାହିଁଲେ ଖୋଲିବ ରତ୍ନଭଣ୍ଡାର, ପୁରୀ ଶ୍ରୀମନ୍ଦିର ବୈଠକରେ ଯୋଗଦେଲେ ଆମିକସକ୍ୟୁରି
ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି ନଗେନ୍ଦ୍ର କୁମାର ମହାନ୍ତି ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର…
ଭାରତ ଯୋଡ ଯାତ୍ରା ପୂର୍ବତନ ପାଇଁ ଭୁବନେଶ୍ୱର ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ପୂର୍ବତନ…
ଭୁବନେଶ୍ୱର : ୧୭/୯/୨୨-ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଦିଗବିଜୟ ସିଂ ଓ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୟରାମ ରମେଶ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଲେ।ଆସନ୍ତାକାଲି ପୂର୍ବାହ୍ନ ରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ…
ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍୩୨ ବିମାନ ।
ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍୩୨ ବିମାନ। ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏରେ…
ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି
ନୂଆଦିଲ୍ଲୀ : ତା ୧୩.୦୯.୨୦୨୨ ରିଖ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟରସ ଆସୋସିଏସନ୍ ଅଫ ଇଣ୍ଡିଆ (ସି. ଇ. ଏ. ଆଇ) ଦାବି ଉପସ୍ଥାପନ କରିଛି। ଭାରତୀୟ ପେଶାଦାର…