Sign in
Sign in
Recover your password.
A password will be e-mailed to you.
Browsing Category
Featured
ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା
ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ଜୟପୁରରେ କାମ କରି…
ମୈନପୁରୀ ଉପନିର୍ବାଚନ: ପୁଲିସ ଲୋକଙ୍କୁ ଭୋଟ୍ ଦେବାକୁ ଛାଡୁ ନ ଥିବା ଅଭିଯୋଗ କଲେ ଅଖିଳେଶ
ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶର ମୈନ୍ପୁରୀ ସଂସଦୀୟ ଆସନରେ ଉପନିର୍ବାଚନ ଆରମ୍ଭ ହେବା ପରେ ‘ସମାଜବାଦୀ ପାର୍ଟି’ର ମୁଖ୍ୟ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ, ପୁଲିସ ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ଛାଡୁନାହିଁ।
ମୈନ୍ପୁରୀ ଆସନରୁ ‘ବିଜେପି’ର ରଘୁରାଜ ସିଂହ ଶାକ୍ୟଙ୍କ ସହିତ…
ଏକ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ: ୨ ଗିରଫ
ଭୁବନେଶ୍ବର: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ନିକଟରୁ ଏକ କେଜିରୁ ଉର୍ଦ୍ଧ୍ବ ପରିମାଣର ବ୍ରାଉନସୁଗାର ଜବତ ହୋଇଛି। ଏସଟିଏଫ୍ ଓ କଟକ ପୁଲିସ ମିଳିତ ଭାବେ ଚଢ଼ଉ କରି ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବୋଲି କୁହାଯାଉଛି।…
ସ୍ବାମୀଙ୍କୁ ମାରି ଜୀବନ ହରାଇଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ନର୍ସଙ୍କୁ ଧରାପକାଇ ଦେଲା ଝିଅ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ସ୍ବାମୀଙ୍କୁ ହତ୍ୟା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ଜଣେ ନର୍ସଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅର ବୟାନ ଧରାପକାଇ ଦେଇଥିବା କଥା ପୁଲିସ କହିଛି।
ଏହାଛଡ଼ା, ଉକ୍ତ ନର୍ସଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି…
ଦିଲ୍ଲୀ ପୌର ନିର୍ବାଚନ: ଭୋଟର୍ ତାଲିକାରୁ ନାଁ କଟାଯାଇଥିବା ନିର୍ବାଚନ କମିସନ୍ରେ ଅଭିଯୋଗ କଲା ‘ବିଜେପି’
ନୂଆଦିଲ୍ଲୀ: ‘ଦିଲ୍ଲୀ ମହାନଗର ନିର୍ବଚାନ’ରେ ଆଚରଣ ସଂହିତା ଓ ନିର୍ବାଚନ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବାରୁ ‘ଆପ୍’ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ନିର୍ବାଚନ କମିସନ୍ରେ ଅଭିଯୋଗ କରିଛି।
ଟୁଇଟ୍ କରି ଦିଲ୍ଲୀ ‘ବିଜେପି’ ଲେଖିଛି, ଗତରାତିରେ ‘ଆପ୍’ର…
ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ଯାଚନା କଲେ କୋଲକାତାର ୟୁଟ୍ୟୁବର ଅନିମେଶ
ପୁରୀ: ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ କ୍ଷମା ଯାଚନା କରିଛନ୍ତି। ଏକ ଭିଡିଓ ଜାରି କରି ସେ ପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଅନିମେଶ କହିଛନ୍ତି, ସେ ଡ୍ରୋନ ଉଡାଇ ଭିଡିଓ…
ଆଜି ଦେଶରେ ୨୨୬ ନୂଆ କୋଭିଡ୍-୧୯ ସଂକ୍ରମଣ; ୧ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ପୁଣି କିଛି ହ୍ରାସ ପାଇ ଅଢ଼େଇ ଶହ ତଳେ ରହିଛି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ଥିଲେ ବି ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ…
ଅଜଣା ଗାଡ଼ିର ଧକ୍କାରେ ଯୁବକଙ୍କ ପ୍ରାଣହାନି: ପ୍ରେମଜନିତ ହତ୍ୟା ଅଭିଯୋଗ
କାମାକ୍ଷାନଗର/ଭୁବନ: ଢେଙ୍କାନାଳ ଜିଲ୍ଲାର ମଠକରଗୋଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଅଜଣା ଗାଡ଼ିର ଧକ୍କାରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି।
ସୂଚନା ଅନୁଯାୟୀ, ସଞ୍ଜୟ କୁମାର ନାୟକଙ୍କ ଏକମାତ୍ର ପୁତ୍ର ସତ୍ୟବ୍ରତ କୁମାର ନାୟକ ଗତକାଲି ଜିରାଳକୁ ଯାଇଥିଲେ।…
ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସର
ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଜଣେ ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ହାଇଦ୍ରାବାଦର ଗାଚିବୋଲି ପୁଲିସ ଶନିବାର ଦିନ ଗିରଫ କରିଛି।
ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଜଣେ ଥାଇ ଛାତ୍ରୀଙ୍କୁ…
ହିନ୍ଦୁମାନେ ୨୨ବର୍ଷ ଭିତରେ ବିବାହ କଲେ ମୁସଲିମଙ୍କ ଭଳି ଅଧିକ ପିଲା ଜନ୍ମ କରିପାରିବେ: ବଦରୁଦ୍ଦିନ ଅଜମଲ
ନୂଆଦିଲ୍ଲୀ: ଅଧିକ ପିଲା ଜନ୍ମ କରିବାର ଟିପ୍ସ ହିନ୍ଦୁମାନେ ମୁସଲମାନଙ୍କଠାରୁ ନେବା ଉଚିତ୍। ଏଭଳି ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇଡିୟୁଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ। ସେ କହିଛନ୍ତି ଯେ ମୁସଲମାନଙ୍କ ପରି ହିନ୍ଦୁମାନେ କମ ବୟସରେ…