Browsing Category

Featured

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା ନାହିଁ

ଟୋକିଓ : ଜାପାନରେ ସୋମବାର ଅପରାହ୍ଣରେ ଏକ ୬.୧ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହାକୁ ନେଇ ସୁନାମୀ ସତର୍କତା ଜାରି କରାଯାଇ ନାହିଁ । ଆମେରିକୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ଏଜେନ୍ସିର  ସୂଚନା ଅନୁସାରେ, ଜାପାନୀ ସହର ଟୋବାର ୮୪ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ…

ଭାରି ପଡ଼ିଲା ପ୍ରଶଂସକଙ୍କ ଭଲପାଇବା; ଗାଡ଼ିରେ ପଶି ପାରିଲେନି ଅଭିନେତ୍ରୀ

ଇସ୍‌ଲାମ୍‌ବାଦ୍‌: ସେଲିବ୍ରେଟିମାନଙ୍କୁ ବାହାରେ ପାଇଗଲେ ସାଧାରଣ ଲୋକ ଘେରିଯିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଅନେକ ସେଲି‌ବ୍ରେଟି ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରଶଂସକମାନେ ନିଜ ପ୍ରିୟ କଳାକାରଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଲେ ସେମାନଙ୍କୁ ଘେରି ଯିବା ସହ…

କେରଳ ସରକାରଙ୍କୁ ଶକ୍ତ ଧକ୍କା: ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତିକୁ ରଦ୍ଦ କଲେ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସରକାରୀ ବିଶ୍ବବିଦ୍ୟାଳୟରେ ରାଜ୍ୟ ସରକାର କରିଥିବା ଜଣେ କୁଳପତିଙ୍କ ନିଯୁକ୍ତିକୁ ଆଜି କେରଳ ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ…

ଜନ୍ମବାର୍ଷିକୀରେ ଜବାହରଲାଲ୍‌ ନେହେରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୋନିଆ ଗାନ୍ଧୀ ଓ କଂ‌ଗ୍ରେସ ଅଧ୍ୟକ୍ଷ…

ନୂଆଦିଲ୍ଲୀ: ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦିଲ୍ଲୀସ୍ଥିତ ଶାନ୍ତିବନରେ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଫଟୋ ସେୟାର୍‌…

ଭାଲୁ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ତିନି ଗୁରୁତର

ଉତ୍କେଲା: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ଭାଲୁ ଆକ୍ରମଣରେ ତିନିଜଣ ଗୁରୁତର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମାଟିଆ ଗ୍ରାମରେ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ସମୟରେ ତିନି ଜଣଙ୍କୁ ଭାଲୁ…

ରାଗିଲେ ଦକ୍ଷିଣୀ ସିନେମାର ଏବେକାର ଚର୍ଚ୍ଚିତ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ଅନେକ ମୋତେ ପ୍ରଶଂସା କରୁଥିଲେ ମଧ୍ୟ କେହି କେହି ସୋସିଆଲ୍ ମିଡିଆରେ ମୋତେ ପରିହାସ କରୁଛନ୍ତି। ସମୟ ଓ ସୁଯୋଗକୁ ଅପେକ୍ଷା କରିଛି, ସେମାନଙ୍କୁ ମୁଁ ଆଦୌ ଛାଡ଼ିବିନି। ନିଜକୁ ମିଳିଥିବା କିଛି ବ୍ୟଙ୍ଗାତ୍ମକ ମନ୍ତବ୍ୟକୁ ନେଇ ରାଗିପାଚି ଲାଲ୍ ପଡ଼ିଯାଇଛନ୍ତି ଦକ୍ଷିଣୀ ସିନେମାର ଏବେକାର…

ଅକ୍ଷୟ ମହାନ୍ତି ମଞ୍ଚରେ ଜାଭେଦ୍ ଅଲ୍ଲୀଙ୍କ କମାଲ୍‌, କଟକକୁ ସବୁ କଳାକାର ଆସିବାକୁ ଚାହାନ୍ତି: ଜାଭେଦ୍ ଅଲ୍ଲୀ

କଟକ: କଟକ ଭାଇଚାରାର ସହର। ଏଠିକା ଲୋକମାନେ ବେଶ୍ ସ୍ନେହୀ ଓ କଳା-ସଂସ୍କୃତିପ୍ରେମୀ। କଟକବାସୀଙ୍କର ସଂଗୀତ ପ୍ରତି ଶ୍ରଦ୍ଧା, ଆଉ କଳାକାରଙ୍କ ପ୍ରତି ସମ୍ମାନ ରହିଛି। ଏଥିପାଇଁ କଟକ ସହରକୁ ସବୁ କଳାକାର ଆସିବାକୁ ମନ ବଳାନ୍ତି। ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କଟକ ସହରରେ…

‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଚ୍‌’ରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ରେକର୍ଡ କଲେ ସାଂସଦ ତେଜସ୍ବୀ ସୂର୍ଯ୍ୟ

ନୂଆଦିଲ୍ଲୀ: ରବିବାର ଦିନ ଗୋଆରେ ୯୦ କିଲୋମିଟର୍‌ ସାଇକେଲ୍‌ ଚଳାଇ ‘ଆଇରନ୍‌ମ୍ୟାନ୍‌ ରିଲେ ଚାଲେଞ୍ଜ୍‌’ ସମ୍ପୂର୍ଣ୍ଣ କରି ବେଙ୍ଗାଲୁରୁ ସାଉଥ୍‌ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ତେଜସ୍ବୀ ସୂର୍ଯ୍ୟ ରେକର୍ଡ ବୁକ୍ସ୍‌ରେ ସ୍ଥାନିତ ହୋଇଛନ୍ତି। ଏହି ଗୌରବ ଅର୍ଜନ କରିବାରେ ସେ…

ଆଜି ଶିଶୁ ଦିବସ: ଦାରୁଣ ଶୈଶବ, ଅନିଶ୍ଚିତ ଭବିଷ୍ୟତ

ପୁରୀ : କୁହାଯାଏ, ଶିଶୁ ମାଟି ପିଣ୍ଡୁଳା ସଦୃଶ। ‌ତାକୁ ଯେମିତି ଗଢ଼ିବ, ସେ ସେମିତି ଗଢ଼ି ହେବ। ମାତ୍ର ପାରିବାରିକ ଅବହେଳା ଓ ଅଭାବ କିଛି ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। କୋମଳମତୀ ଶିଶୁମାନଙ୍କୁ କିଛି ମହିଳା କୋଳରେ ଧରି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଛନ୍ତି।…

ମହିଳାଙ୍କ ପ୍ରତି ଅସଦାଚରଣ କରିଥିବା ‘ଏନ୍‌ସିପି’ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁରେ ମାମଲା

ଥାନେ: ଥାନେରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ପୁଲିସ ‘ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ତଥା ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ଙ୍କ ନାଁ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଟୁଇଟ୍‌ କରି ଆହ୍ବାଡ଼ କହିଛନ୍ତି ଯେ, ସେ ବିଧାୟକ ପଦରୁ…