Browsing Category

ଦେଶବିଦେଶ

ମୋହନ ଯାଦବ ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଭୋପାଳ:  ମୋହନ ଯାଦବ ବୁଧବାରଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଦେଶଟି ହେଉଛି, ଧାର୍ମିକ ସ୍ଥଳରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ବାଜିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ…

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ

ରାୟପୁର: ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବୁଧବାର ରାୟପୁର ସାଇନ୍ସ କଲେଜ ପରିସରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ବିଜେପି ବିଧାୟକ ଅରୁଣ ସାଓ ଓ ବିଜୟ…

ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ବାଚସ୍ପତି ହେବେ ବାସୁଦେବ ଦେବନାନୀ

ଜୟପୁର:ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ…

କେତେକ ଅସମ୍ଭବ କାମ ବି କରିବାକୁ ପଡ଼େ: ଧାରା ୩୭୦ ରାୟ ଶୁଣାଣି ପୂର୍ବରୁ କହିଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କିଛି ଅସମ୍ଭବ କାମ ବି କରିବାକୁ ପଡ଼େ ବୋଲି ଆଜି ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବା ଆଗରୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଳ ସିବଲ୍‌ କହିଛନ୍ତି। ସମ୍ବିଧାନର ଧାର ୩୭୦ ଉଚ୍ଛେଦ କରାଯିବାର ବୈଧତାକୁ ଚାଲେଞ୍ଜ୍‌ କରିଥିବା…

ଜଷ୍ଟିସ୍‌ ଏମ୍‌ଏମ୍‌ କୁମାରଙ୍କ ଘୋଷଣା, ଡିସେମ୍ବର ୨୧ରେ ହେବ ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଭୋଟ୍‌ ଗ୍ରହଣ, ଗଣତି ଓ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଷ୍ଟିସ୍‌ ଏମ୍‌ଏମ୍‌ କୁମାର ଘୋଷଣା କରିଛନ୍ତି। ଅଗଷ୍ଟ ୭ରେ ଜାରି…

‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଧାରା ୩୭୦କୁ ହଟାଇବା ପାଇଁ…

ଝାଡ଼ଖଣ୍ଡ କଂଗ୍ରେସ ସାଂସଦଙ୍କ ଉପରେ ଆୟକର ଚଡ଼କ ! ଓଡ଼ିଶା, ଝାଡ଼ଖଣ୍ଡର ବିଭିନ୍ନ ଠିକଣାରେ ଚଢଉ

ରାଞ୍ଚି: କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗା ଓ ଓଡ଼ିଶାର ୫ରୁ ଅଧିକ ସ୍ଥାନରେ ଆୟକର ଟିମ୍ ଚଢ଼ାଉ କରିଛି। ତାଙ୍କ ଅଫିସ ବିଭିନ୍ନ ପ୍ରକାର ଦସ୍ତାବିଜ ଓ ନିବେଶ କାଗଜପତ୍ର ଯାଞ୍ଚ କରାଯାଉଛି। ସାଂସଦ ସାହୁଙ୍କ ପୈତୃକ ଘର ଲୋହରଦଗାରେ ଥିବା ବେଳେ…

କତର ମାମଲାରେ ମୋଦୀଙ୍କ ହସ୍ତକ୍ଷେପ, ମୃତ୍ୟୁଦଣ୍ଡ ପାଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କୁ ଭେଟିଲେ ଭାରତୀୟ…

ନୂଆଦିଲ୍ଲୀ: କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଓ ଦୂତାବାସ ଅଧିକାରୀମାନେ ଭେଟିଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ରାଷ୍ଟ୍ରଦୂତ ସମସ୍ତ ୮ ଜଣଙ୍କୁ ଭେଟିଛନ୍ତି। ଆବେଦନ ପରେ ଏହି ମାମଲାରେ…

ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଲାଲଡୁହୋମା

ଆଇଜଲ୍‌: ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟରେ ସରକାର ଗଠନ ପ୍ରସଙ୍ଗ ନେଇ ସେ ରାଜ୍ୟପାଳଙ୍କ ସହ…