Browsing Category

ଦେଶବିଦେଶ

ଫଟୋରେ ଖବର

କଲକାତା (୨୬/୩):ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର, ହରିଦେବପୁର ପକ୍ଷରୁ ପ୍ରତିବର୍ଷ ଭଳିଏହି ବର୍ଷ ମଧ୍ୟ ଟାଲିଗଞ୍ଜ ରୋଡ଼ ବଡ଼ ରାସ ମନ୍ଦିର ସମ୍ମୁଖରେ, ତୃଷ୍ଣାର୍ଥ ପଥଯାତ୍ରୀମାନଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା ଆଜିଠାରୁ ଆରମ୍ଭ କରାଯାଇଛି। ରିପୋର୍ଟ-ସନାତନ ମହାକୁଡ଼

ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତିଲ। କାରଣ ଦଳର ଏହି ଶୀର୍ଷ ପଦବୀ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ଦଳର ସଭାପତି ଭାବରେ ଏହା ତାଙ୍କର…

ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ : ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି। ଏହା ବ୍ୟତୀତ, ରୁଭେନ ଏହି ମାମଲାରେ ମଧ୍ୟସ୍ଥତା ଭାବରେ ପାକିସ୍ତାନ,…

ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ଗୃହୀତ

ନୂଆଦିଲ୍ଲୀ : ମଙ୍ଗଳବାର ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ…

ଟ୍ରମ୍ପଙ୍କ ୫ଦିନିଆ ଯୁଦ୍ଧ ବିରତି ଘୋଷଣା

ୱାଶିଂଟନ : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି। ଅସ୍ତ୍ରବିରତି ପ୍ରସଙ୍ଗରେ ଇରାନ ସହିତ ଆମେରିକାର କଥାବାର୍ତ୍ତା ଆରମ୍ଭ ହୋଇଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ସୂଚନା ଅନୁଯାୟୀ ଦୁଇ ଦେଶ…

ଇନ୍ଧନ ପରିସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଦେଶରେ ପେଟ୍ରୋଲିୟମ୍‌, ଅଶୋଧିତ ତୈଳ, ଗ୍ୟାସ ଓ ସାର ଆଦି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ଇନ୍ଧନ ଓ ଶକ୍ତି ପରିସ୍ଥିତି ଉପରେ ସମୀକ୍ଷା…

ନିର୍ବାଚନ ଲଢି​‌ବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ

ନୂଆଦିଲ୍ଲୀ : ଆର.ଜି. କର ମେଡିକାଲ କଲେଜର ବଳାତ୍କାର ପୀଡିତାଙ୍କ ମାଆ  ପଶ୍ଚିମବଙ୍ଗର ପାଣିହାଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ରାଜି ହୋଇଛନ୍ତି। ସେ ତୃଣମୂଳ ଏବଂ ବାମପନ୍ଥୀଙ୍କୁ ସମାଲୋଚନା କରିଛନ୍ତି। ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ…

ଭାରତରେ ପହଞ୍ଚିଲା ଆଉ ଏକ ବଡ଼ ଏଲପିଜି ଜାହାଜ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲପିଜି ସଙ୍କଟ ଅନୁଭବ କରୁଛି। ତଥାପି, କିଛି ଆଶ୍ୱସ୍ତି ଖବର ଆସିଛି। ଆଜି ପାଇକ୍ସିସ୍ ପାୟାନିଅର ନାମକ ଏକ ଜାହାଜ ଏଲପିଜି ନେଇ ଭାରତରେ…

ଇଦ୍ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରମଜାନର ପୂର୍ଣ୍ଣ ୩୦ ଦିନର ରୋଜା ଏବଂ ନମାଜ ପାଠ ପରେ ଗତକାଲି ଇଦର ଚାନ୍ଦ ଦେଖାଯାଇଥିଲା। ମସଜିଦ ଗୁଡ଼ିକରୁ ସୂଚନା ଦିଆଯାଇଥିଲା ।  ଆକାଶରେ ରଙ୍ଗୀନ ଆତସବାଜି ଦେଖିବାକୁ ମିଳିଥିବାବେଳେ ଶ୍ରଦ୍ଧାଳୁଙ୍କ ମୁହଁ ଖୁସିରେ ଝଲସି ଉଠିଥିଲା । ସେମାନେ ପରସ୍ପରକୁ ଆଲିଙ୍ଗନ କରି ଈଦର…