Browsing Category

ଦେଶବିଦେଶ

ଅପରାହ୍ନ ପ୍ରବାସୀ ସାହିତ୍ୟ ମଞ୍ଚ ଓ ବିଶ୍ବାୟନ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।

ଖଡଗପୁର (୩୧/୩): ଗତ ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ବାୟନ ସାହିତ୍ଯ ସଂସଦ, ଖଡ଼ଗପୁର ଓ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର 'ଅପରାହ୍ଣ 'ର ପ୍ରବାସୀ ସାହିତ୍ଯ ମଞ୍ଚର ମିଳିତ ସହଯୋଗରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

Homage to Angiras Hazrat

Kolkata(30/3) : A deep sense of loss has enveloped the community following the passing of Angiras Hazrat, a revered and lifelong worker of Vivekananda Kendra. He passed away peacefully at the age of 90, leaving behind a legacy of unwavering…

ନୀତୀଶ MLC ଏବଂ ନୀତିନ MLA ପଦରୁ ଦେଲେ ଇସ୍ତଫା

ବିହାର :  ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଜେଡିୟୁ ନେତା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ…

ତେଲଙ୍ଗାନାରେ ନୂଆ ବିଲ୍ ଗୃହୀତ, ବାପାମା’ଙ୍କ ଯତ୍ନ ନ ନେଲେ କଟିବ ଦରମା

ତେଲଙ୍ଗାନା : ତେଲଙ୍ଗାନା ବିଧାନସଭାରେ ରବିବାର ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ ଗୃହୀତ ହୋଇଛି । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ,…

ଇରାନ-ଆମେରିକା ଯୁଦ୍ଧ ପ୍ରସଙ୍ଗ: ମଧ୍ୟସ୍ଥତା କରିବାକୁ ଆଗ୍ରହୀ ପାକିସ୍ତାନ।

ଇସଲାମାବାଦ :  ଇରାନ - ଆମେରିକା ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ମଧ୍ୟସ୍ଥତା। ଆରବ, ତୁର୍କି ଓ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର। ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା…

ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି।

ତେହରାନ : ଆମେରିକା ଓ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ଇରାନ କୌଣସି ପ୍ରକାର ଆତ୍ମସମର୍ପଣ କରିବ ନାହିଁ ବୋଲି ସଂସଦର ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ କହିଛନ୍ତି। ରବିବାର ଦେଶବାସୀଙ୍କୁ ଦେଇଥିବା ଏକ ବାର୍ତ୍ତାରେ କାଲିବାଫ୍ କହିଛନ୍ତି ଯେ ଇରାନ କେବେ ବି ଶତ୍ରୁ ଆଗରେ ମଥାନତ କରିବ ନାହିଁ।…

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ‘ପ୍ରଜ୍ଞା ପ୍ରବାହ’ ଏବଂ…

ମହୀଶୂର : ଆମ ଶିକ୍ଷା ବ୍ୟବସ୍ଥା ଅଧିକ ସ୍ୱଦେଶୀ ଅଭିମୁଖୀ ହେବା ଆବଶ୍ୟକ। ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜଣେ ସାମଗ୍ରିକ ମାନବର ନିର୍ମାଣ କରିବା, ଯିଏ ନିଜର ସାଂସ୍କୃତିକ ମୂଲ୍ୟବୋଧ ସହ ଯୋଡ଼ି ହୋଇ ରହିବ ଏବଂ ରାଷ୍ଟ୍ର ପ୍ରତି ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବ ବୋଲି ଆଜି…

ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା।

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଭାରତ ଉପରେ ପଡୁଥିବା ଏହାର ପ୍ରଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାବାର୍ତ୍ତା କରିବେ। ଆଜି ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ଭିଡିଓ…

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ଟଙ୍କା ହ୍ରାସ କଲେ କେନ୍ଦ୍ର ସରକାର।

ନୂଆଦିଲ୍ଲୀ : ଇରାନ ଆମେରିକା ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ପଦକ୍ଷେପ। ପେଟ୍ରୋଲ ଓ ଡିଜେଲ ଉପରୁ ସରକାର ହଟାଇଲେ ଏକ୍ସାଇଜ୍ ଡ୍ୟୁଟି।  ପେଟ୍ରୋଲ ଏବଂ ଡିଜେଲ ପାଇଁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ…