Browsing Category

ଦେଶବିଦେଶ

ଆସାମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନ ପ୍ରଚାର

ଆସାମ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି। ଶ୍ରୀ ମାଝୀ ଆସାମର ସୋନାରି ଓ ମାରିଆନି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି,…

ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, ୪୮ ଘଣ୍ଟା ପରେ ବର୍ଷିବ ନିଆଁ

ନୂଆଦିଲ୍ଲୀ : ଇରାନକୁ ଶେଷ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହର୍ମୁଜ ପ୍ରଣାଳୀ ଉପରୁ ଅବରୋଧ ନ ହଟାଇଲେ ୪୮ ଘଣ୍ଟା ମଧ୍ୟରେ ଇରାନ ଉପରେ 'ନର୍କର ବର୍ଷା' ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ…

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ : ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା ଓ ଇସ୍ରାଏଲ ସମେତ ୮ଟି ରାଷ୍ଟ୍ରକୁ…

ମୁମ୍ବାଇରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ (୨/୪):ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏକାନବେ ତମ ପୂର୍ତ୍ତି ଉତ୍ସବ ଉପଲକ୍ଷେ ନବୀମୁମ୍ବାଈ ନେରୁଲସ୍ଥିତ ଆଗ୍ରୀକୋଲି ଭଵନରେ ଏପ୍ରିଲ ୧ ତାରିଖ ବୁଧବାର ସନ୍ଧ୍ୟାରେ ପ୍ରବାସୀ ଓଡ଼ିଆଙ୍କ ମିଳିତ ସହଯୋଗରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଆଖଣ୍ଡଳମଣି ପୂଜା କମିଟି, ପ୍ରବାସୀ ଉତ୍କଳ…

ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ : ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା

ୱାଂଶିଟନ୍ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି।   ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି।…

୭ମ ଆନ୍ତର୍ଜାତିକ ଧଉଳି କଳା ମହୋତ୍ସବର ଶିଳ୍ପୀ ଶିବିର ରେ ଚିତ୍ରଶିଳ୍ପୀ ସମ୍ମାନିତ

ରାଉରକେଲା (୨/୪): ୭ମ ଅନ୍ତର୍ଜାତିକ ଧଉଳି କଳା ମହୋତ୍ସବ, ଶିଳ୍ପୀ ଶିବିର, ଚିତ୍ରକଳା ପ୍ରଦର୍ଶନୀ ଓ ଚିତ୍ର ଶିଳ୍ପୀ ସମ୍ମାନ ପ୍ରଦାନ ମହାଆଡ଼ମ୍ବରରେ ଗତ ୨୯ତାରିଖ ଦିନ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ରାଉରକେଲା ସାତ ନମ୍ବର ସେକ୍ଟରର କମୁନିଟି ସେଣ୍ଟର ଠାରେ ପରିଚାଳିତ ଜସପାଲ…

ବିଳାସପୁରରେ ଉତ୍କଳ ଦିବସ ପାଳିତ।

ବିଳାସପୁର (୨/୪): ପ୍ରବାସରେ ଉତ୍କଳ ଦିବସ ପାଳନର ଆନନ୍ଦ ସ୍ୱତନ୍ତ୍ର। 'ଓଡ଼ିଆ ସମାଜ' ବିଳାସପୁର ଦ୍ୱାରା ଏପ୍ରିଲ 0୧ ତାରିଖ ବୁଧବାର ଦିନ ପାବନ ସନ୍ଧ୍ୟାରେ ଓଡ଼ିଆ ସମାଜ ପ୍ରାଙ୍ଗଣର ରେଲୱେ କ୍ଷେତ୍ର ବିଳାସପୁରରେ ୯୧ତମ ଉତ୍କଳ ଦିବସ ପାଳନ କରାଗଲା। ସଭାପତି ଶ୍ରୀ କରୁଣାକର ବେହେରାଙ୍କ…

ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱର ସର୍ବବୃହତ ଜନଗଣନା ଅଭିଯାନ, ଜନଗଣନା ୨୦୨୭ ଆରମ୍ଭ ହୋଇଛି। ଭାରତ ସରକାର ଏପ୍ରିଲ ୧ ତାରିଖରୁ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ – ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା (ଏଚଏଲଓ) ଆରମ୍ଭ କରିଛନ୍ତି। ଏହା ହେଉଛି ଦେଶର ସର୍ବବୃହତ ପ୍ରଶାସନିକ ଏବଂ ପରିସଂଖ୍ୟାନ ଅଭିଯାନର…

ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି…