Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ।
ନୂଆଦିଲ୍ଲୀ : କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ପ୍ରାୟ ୭ ଦଶନ୍ଧିରୁ ସେ ତାଙ୍କ ସୁମଧୁର…
ମାସିକ ସାହିତ୍ୟ ଆସରରେ ଲୋକାର୍ପିତ ହେଲା ବହୁ ଚର୍ଚ୍ଚିତ ମାସିକ ଇ ପତ୍ରିକା ‘ସୂର୍ଯ୍ୟପ୍ରଭା’।
କଲକାତା (୧୨/୪) : ଅପ୍ରେଲ ୧୧ ତାରିଖ ଶନିବାର ସନ୍ଧ୍ୟାରେ ଲୋକାର୍ପିତ ହେଲା ମାସିକ ଇ- ପତ୍ରିକା "ସୂର୍ଯ୍ୟପ୍ରଭା" ର ଦ୍ଵିତୀୟ ବର୍ଷ ପଞ୍ଚମ ଅଙ୍କ । ବିଶ୍ୱ ଶାନ୍ତିର ବାର୍ତ୍ତା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ ସମ୍ପାଦକ ଡା.ବାମନ ଚନ୍ଦ୍ର ଦୀକ୍ଷିତ। ବିଶିଷ୍ଟ କବି ପ୍ରଭାତ କୁମାର…
ଜ୍ଞାନ,ଅନୁଭବ ଏବଂ କଳାତ୍ମକ ଶୈଳୀ ଅନୁବାଦକୁ ପ୍ରଭାବଶାଳୀ କରେ
ନୟାଗଡ଼ ( ୧୧/୪): ଅନୁବାଦ ଯୋଗୁଁ ସମଗ୍ର ବିଶ୍ୱରେ ଭାଷା, ସଂସ୍କୃତି ମଧ୍ୟରେ ଦୂରତା କମିବା ସମ୍ଭବ ହୋଇପାରିଛି। ବିଶ୍ୱର କୋଣେ ଅନୁକୋଣେ ଥିବା ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ପାଖରେ ବିଭିନ୍ନ ଭାଷା, ସାହିତ୍ୟ , ସଂସ୍କୃତି ପହଞ୍ଚିବାର ପ୍ରମୁଖ ମଧ୍ୟମ ହେଉଛି ଅନୁବାଦ। ପ୍ରତ୍ୟେକ ଭାଷାର ନିଜସ୍ବ…
ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା :ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର
ନୂଆଦିଲ୍ଲୀ ; ଭାରତୀୟ ଜନତା ପାର୍ଟି ଆଜି “ବିଶ୍ୱାସର ପ୍ରତିଜ୍ଞା” ଶୀର୍ଷକରେ ଏହାର ଇସ୍ତାହାର ପ୍ରକାଶ କରିଛି। ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହ ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ କହିଛି ଯେ, ଏହା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ବିଶ୍ୱାସର ଏକ ଦସ୍ତାବିଜ ଏବଂ ଏଥିରେ…
ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ
କୋଲକତା : ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି।
କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ, “ଆମେ…
ଇରାନ ପାଖରେ ମୁଣ୍ଡ ନୁଆଁଇଲେ ଟ୍ରଂପ, ଆଖିବୁଜି ମାନିନେଲେ ୧୦ ସର୍ତ୍ତ
ନୂଆଦିଲ୍ଲୀ : ଇରାନ ପାଖରେ ମୁଣ୍ଡ ନୁଆଁଇଲେ ଟ୍ରଂପ ! ବନ୍ଦ ହେଲା ଇରାନ-ଆମରିକା ଯୁଦ୍ଧ ! ୨ ସପ୍ତାହ ଲାଗି ଅସ୍ତ୍ରବିରତି ଘୋଷଣା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବାଚାଳାମି ପରେ ଶେଷରେ ଇରାନର ଫାଶରେ ପଡ଼ିଛନ୍ତି ।
ଟ୍ରଂପଙ୍କ ପାଖରେ ୧୦ ସର୍ତ୍ତ ରଖି ଇରାନ ଷ୍ଟ୍ରେଟ୍ ଅଫ୍…
ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
ନୂଆଦିଲ୍ଲୀ : ବଢିଲା ବିଜେଡି ସଂସଦୀୟ ଦଳ ଫାଟ। ରାଜ୍ୟସଭାରେ ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫାପତ୍ର ସେ ପଠାଇ ଥିବା ଜଣାପଡ଼ିଛିି। ତାଙ୍କୁ ପଦରୁ ହଟାଇବା ପାଇଁ ଦଳର ଅନ୍ୟ ସାଂସଦମାନେ ସଭାପତି ନବୀନଙ୍କୁ ଲିଖିତ…
ATM Meditation Introduced on World Health Day by Dr. S. K. Agarwal
Kolkata (7/4):The World Health Day was observed with devotion and thoughtful reflection at Pragyan Bhawan, Kolkata, as Pragyan Foundation in association with Rotary Club of Kasba, organised a special programme focusing on holistic…
ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ: ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ଦୂତାବାସ
ନୂଆଦିଲ୍ଲୀ: ଇରାନରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଜି ଏକ ନୂତନ ସୁରକ୍ଷା ମାର୍ଗଦର୍ଶିକା ଜାରି କରିଛି। ଏହା ଇରାନରେ ରହୁଥିବା ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି। ଜରୁରୀକାଳୀନ ଏବଂ ସମନ୍ୱୟ ପାଇଁ ଦୂତାବାସ ହେଲପଲାଇନ୍…
ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବରେ ବୈଧାନିକ ମାନ୍ୟତା ମିଳିଛି।
ଅମରାବତୀ: ଅମରାବତୀ ଏବେ ଆନ୍ଧ୍ରର ଏକମାତ୍ର ରାଜଧାନୀ । ସୋମବାର ରାତିରେ ଭାରତ ସରକାର ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିବା ସହିତ ଅମରାବତୀକୁ ଆନ୍ଧ୍ର ପ୍ରଦେଶର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବରେ ବୈଧାନିକ ମାନ୍ୟତା ମିଳିଛି। ଆନ୍ଧ୍ର ପ୍ରଦେଶ ପୁନର୍ଗଠନ (ସଂଶୋଧନ) ଆଇନ, ୨୦୨୬, ଆନ୍ଧ୍ର…