Browsing Category

ଦେଶବିଦେଶ

ଦ୍ବିତୀୟ ଦିନରେ ପାଚକ-ପାଚିକା ରାତି ଅନିଦ୍ରା। ବିଭିନ୍ନ ଦାବି ନେଇ ରାଜରାସ୍ତାରେ ବସିଛି ସଂଘ।

ଭୁବନେଶ୍ଵର : ପାଚିକାଙ୍କ ରାତି କଟୁଛି ରାଜରାସ୍ତାରେ। ଆନ୍ଦୋଳନର ଦ୍ବିତୀୟ ଦିନରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା ସଂଘର ରାତି ଅନିଦ୍ରା ହୋଇ ଆନ୍ଦୋଳନରେ ବସିଛନ୍ତି। ବକେୟା ୩ ମାସର ଭତ୍ତା ପ୍ରଦାନ ସାଙ୍ଗକୁ ଦରମା ବୃଦ୍ଧି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ-ପାଚିକା…

ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ପାଇଁ ନିର୍ବାଚନ ଘୋଷଣା।

ବି. ବି. ନିୟୁଜ : ଆଜି ଘୋଷଣା ହେବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପାଇଁ ନିର୍ବାଚନ ତାରିଖ। ଆଉ କିଛି ସମୟ ପରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ହେବ ନିର୍ବାଚନ । ପ୍ରେସମିଟ୍ କରି ଘୋଷଣା…

ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ : କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

ଭୁବନେଶ୍ବର : ଓଡିଶାର ରାଜ୍ୟସଭା ନିର୍ବାଚନ ଦିନକୁ ଦିନ ରୋଚକ ମୋଡ ନେବାରେ ଲାଗିଛି। କିଏ ବିକ୍ରି ହେବ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କଂଗ୍ରେସର ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ପତ୍ତା ମିଳୁ ନାହିଁ। ଦୁଇଦିନ ଧରି ଦଳ ତରଫରୁ ଫୋନ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରୁ…

PNG ସଂଯୋଗ ଥିଲେ ମିଳିବ ନାହିଁ LPG,

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ସଙ୍କଟ ଗଭୀର ହେବାରେ ଲାଗିଛି। ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରାମ ହେବାର କୌଣସି ଆଶା ନାହିଁ। ଏହା ଦେଶରେ LPG ସଙ୍କଟକୁ ଆହୁରି ବୃଦ୍ଧି କରିଛି। ଫଳସ୍ୱରୂପ, ଦେଶର ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ମେନୁ ହ୍ରାସ କରିଛନ୍ତି ଏବଂ…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼

ସିଓଲ : ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼ କରିଛି। ଉ. କୋରିଆ ଛାଡିଥିବା ଏହି ୧୦ ବାଲିଷ୍ଟିକ୍‌ ମିଶାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌ ବାହାରେ ମାଡ଼ ହୋଇଛି। ବର୍ତ୍ତମାନ…

ଆଜି ୪ଟାରେ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଭାରତୀୟ ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବେ। ନିର୍ବାଚନ କମିଶନ ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ…

କପି ରୋକିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି।

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ କପି ରୋକିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ବଡ଼ ନିଷ୍ପତ୍ତି ନେଇଛି। ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଛାତ୍ର ପରୀକ୍ଷା ସମୟରେ କପି କରନ୍ତି, ତେବେ ସମ୍ପୃକ୍ତ ବିଷୟରେ ତାଙ୍କର ଫଳାଫଳ ବାତିଲ ହୋଇଯିବ। ଏହା…

ଶିଳ୍ପ ସୁରକ୍ଷା ସଚେତନତା ଓ କୁଶଳତା ବୃଦ୍ଧିକର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଏହି ପରିପ୍ରେକ୍ଷୀରେ, ଶିଳ୍ପ କାରଖାନାମାନଙ୍କରେ ବ୍ୟବହୃତ ବିଭିନ୍ନ ରାସାୟନିକ ପଦାର୍ଥ ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ କମାଇବା ଏବଂ ଇଞ୍ଜିନିୟରମାନଙ୍କୁ ଏହାର ସୁରକ୍ଷିତ ପରିଚାଳନା ବିଷୟରେ ଜ୍ଞାନ ପ୍ରଦାନ କରିବା ପାଇଁ ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ୱରଠାରେ ଏକଦିନିଆ “ରାସାୟନିକ…